Daily Archives

ଯକ୍ଷ୍ମା ରୋଗର ଲକ୍ଷଣ, ପ୍ରାଦୁର୍ଭାବ ଓ ନିରାକରଣ ଉପରେ ଏକ ଆଲୋଚନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯକ୍ଷ୍ମା ରୋଗର ଲକ୍ଷଣ, ପ୍ରାଦୁର୍ଭାବ ଓ ନିରାକରଣ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଆଧାର କରି ବରିଷ୍ଠ ଶ୍ରେଣୀର
Read More...

ଯୁକ୍ତ ୨ ଓ ଯୁକ୍ତ ୩ରେ ସିଟ୍‌ ସଂଖ୍ୟା ବଢାଇବାକୁ ଛାତ୍ର କଂଗ୍ରେସର ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବାପେକ୍ଷା ବଲାଙ୍ଗିର ଜିଲ୍ଲାରେ ପାସ ହାର ବଢିଥିଲେ ସୁଦ୍ଧା ସିଟ୍‌ ସଂଖ୍ୟା ବଢିପାରୁ ନାହିଁ । ଫଳରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଉଚ୍ଚ ମାର୍କ ରଖି ମଧ୍ୟ ଛାତ୍ରଛାତ୍ରୀମାନେ ଯୁକ୍ତ ୨ ଓ ଯୁକ୍ତ ୩ ପଢିବା ପାଇଁ ସିଟ୍‌ ପାଉ ନାହାନ୍ତି । ଯାହାକୁ ନେଇ
Read More...

ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ବରଗଡ, (ନିରୋଜ କୁମାର ପାଣୀ) : ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ଦୀର୍ଘ ୨୨ ବର୍ଷର ସରକାରରେ ରହିବା ପରେ ମୁଖ୍ୟମନ୍ତ୍ରୀଙ୍କ VSSUT ବୁର୍ଲାକୁ ୨୦୦୦ କୋଟି ଟଙ୍କା ଅନୁଦାନ ଘୋଷଣା କରିବା ମିଛ ସୁନେଲି ସ୍ୱପ୍ନ ନୁହେଁ ତ ? ବୋଲି ବରଗଡ଼
Read More...

ଟ୍ରକ ଧକ୍କାରେ ବାପ ପୁଅ ଗୁରୁତର : ଭୀମସାର ବୁର୍ଲାକୁ ସ୍ଥାନାନ୍ତରିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଗୌଡିପାଲି ନିକଟସ୍ଥ ପଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ ଧକ୍କା ଦେବା ଫଳରେ ବାଇକ ଆରୋହୀ ବାପ ପୁଅ ଗୁରୁତର ଅବସ୍ଥାରେ ପଡ଼ିଥିଲେ । ସ୍ଥାନୀୟ ଲୋକମାନଙ୍କ ଠାରୁ ଖବର ପାଇ ଚଙ୍ଗରିଆ ସରପଞ୍ଚ ସୁଶିଲ କୁମାର ଗୁରୁ ଓ
Read More...

ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ସ୍ୱାସ୍ଥ୍ୟ ବିକାଶ ସମିତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର କାଉନସିଲ ହଲଠାରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ସ୍ୱାସ୍ଥ୍ୟ ବିକାଶ ସମିତି ବୈଠକ ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ
Read More...

ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଦ୍ଵିତୀୟ ଗଭର୍ନିଙ୍ଗ୍‌ ବଡି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର କାଉନସିଲ ହଲଠାରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଦ୍ଵିତୀୟ ଗଭର୍ନିଙ୍ଗ ବଡି ବୈଠକ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡ଼ ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ
Read More...

ଡିଜିଟାଲ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ ବରଗଡ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଝାରବନ୍ଧ ବ୍ଲକ ଅନାଦିବାହାଲ ଗ୍ରାମରେ ଡିଜିଟାଲ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉକ୍ତ ଗ୍ରାମ ପଞ୍ଚାୟତ ସରପଞ୍ଚ
Read More...

ଚାରଭଟା ପଞ୍ଚାୟତ ସିଆଡୁଲି ଗ୍ରାମରେ ଜିଲ୍ଲା ପ୍ରଶାସନର ଜନ ସମ୍ପର୍କ ଶିବିର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ତରଭା ବ୍ଲକ ଅନ୍ତର୍ଗତ ଚାରଭଟା ଗ୍ରାମ ପଞ୍ଚାୟତର ସିଆଡୁଲି ଗ୍ରାମରେ ଜନ ସମର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ
Read More...

ବରଗଡ ଜିଲ୍ଲାରେ ବାହାର ଜିଲ୍ଲାର ଅପେରା ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ କେଏମ୍‌ଏମ୍ ଦେଲା ଦାବୀପତ୍ର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ବାହାର ଜିଲ୍ଲାର ଅପେରା ବନ୍ଦ ପାଇଁ ବରଗଡ଼ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅନ୍ୟ ଅଧିକାରୀଙ୍କୁ କୋଶଳ ରାଏଜ ମୁକ୍ତି ମୋର୍ଚ୍ଚାର ବରଗଡ଼ ଜିଲ୍ଲା ସଭାପତି ଘନଶ୍ୟାମ ସାହୁଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଦାବୀପତ୍ର ଦେଇଥିଲେ
Read More...

ପଦ୍ମପୁର ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣର ଚୋରା ମହୁଲି ମଦ ଜବତ ସହ ୧ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଅବକାରୀ ବିଭାଗ ତରଫରୁ ଡଙ୍ଗରମୁଣ୍ଡା ଜଙ୍ଗଲରେ ଅତର୍କିତ ଭାବରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଚୋରା ମହୁଲି ମଦ ଏବଂ ମହୁଲ ପୋଚ ଜବତ କରାଯିବା ସହ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ଚଢ଼ାଉ ସମୟରେ ଅବକାରୀ
Read More...