Daily Archives

ପରିବାର ନିୟୋଜନ ଅସ୍ତ୍ରୋପଚାର ଫେଲ ମାରିଥିବା ଅଭିଯୋଗ : ପୁଣି କନ୍ୟା ସନ୍ତାନ ଜନ୍ମ ଦେଲେ ମହିଳା

ପାଟଣାଗଡ, (ଗୋରେଖନାଥ ବରିହା) : ସରକାର ପରିବାର ନିୟୋଜନ କରିବା ପାଇଁ ପ୍ରୟାସ କରିଥିବା ବେଳେ ୪ଟି ସନ୍ତାନ ସନ୍ତତିର ପରିବାର ବନ୍ଧ୍ୟାକରଣ ଅସ୍ତ୍ରୋପଚାର ବିଫଳ ହୋଇ ପୁଣି କନ୍ୟା ସନ୍ତାନର ଜନନୀ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ପାଟଣାଗଡ ବ୍ଲକ ଉଲବା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ
Read More...

କୃଷି ଓ କୃଷକର ଉନ୍ନତି କଳ୍ପେ ସଚେତନତା କର୍ମଶାଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ରୀୟ ଯୋଜନା ଅଧୀନରେ ଦଶ ହଜାର କୃଷକ ଉତ୍ପାଦକ ସଂଗଠନ ଓ ତାର ସୁପରିଚାଳନା ତଥା ବିକାଶ ସମ୍ପର୍କରେ ଏକ ସଚେତନତା କର୍ମଶାଳା ସ୍ୱେଚ୍ଛାସେବୀ ସଂଗଠନ 'ଲାଲ'ର ଜିଲ୍ଲା ସଂଯୋଜକ ଅରୁଣ କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଲାଠିକଟା
Read More...

ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କୁ ବେଆଇନ ଛଟେଇ ପ୍ରତିବାଦରେ ଶ୍ରମ ଅଧିକାରୀଙ୍କୁ ଦାବୀପତ୍ର

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କ ପାଇଁ ଉଦ୍ଧିଷ୍ଟ ଥିବା ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ସମ୍ପୃକ୍ତ ଠିକାଦାରମାନେ ବିନା କାରଣରେ ଛଟେଇ କରିବା ଏବଂ ଦରମା ବନ୍ଦ କରିବା, ପ୍ରତି ମାସର
Read More...

ଜୟ ତରୁଣ ଯୁବକ ସଂଘ ଓ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ପଖୱାଡ଼ା କାର୍ଯ୍ୟକ୍ରମ

ପାଟଣାଗଡ, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପଞ୍ଚାୟତ ଜୟ ତରୁଣ ଯୁବକ ସଂଘ ରେଙ୍ଗାଲଜୁରୀ ଓ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିରର ମିଳିତ ଆନ୍ୟୁକୂଲ୍ୟରେ ସ୍ଵଚ୍ଛତା ପଖୱାଡ଼-୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମର ରାସ୍ତା ନଳକୂପ ଆଦି ସ୍ଥାନକୁ ସଫା
Read More...

ଆସନ୍ତା କାଲି ହଳଦିଆ ତେଲି ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପୁଞ୍ଜିପଥର ଠାରେ ହଳଦିଆ ତେଲି ସମାଜର ମହାଜୋଟ ବା ନୂଆଁଖାଇ ଭେଟ୍‌ଘାଟ୍‌ ମହୋତ୍ସବ ଅନୁଷ୍ଠିତ ହେବ । ଛତିଶଗଡ ଓ ଓଡିଶାର ହଳଦିଆ ତେଲି ସମାଜର ଲୋକମାନେ ହାଜର ସଂଖ୍ୟାରେ ଯୋଗ ଦେବାକୁ ଥିବା ବେଳେ ମନ୍ତ୍ରୀ ରୀତା ସାହୁ ଓ ଦେବେଶ ଆଚାର୍ଯ୍ୟ ଅତିଥି
Read More...

ଇସ୍ପାତ ସହରରେ ଦେବ ବିନ୍ଧାଣୀଙ୍କ ପୂଜାର୍ଚ୍ଚନା

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀ ରାଉରକେଲାରେ ଦେବ ବିନ୍ଧାଣୀ ଶ୍ରୀ ଶ୍ରୀ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସହ ସ୍ମାର୍ଟ ସିଟିର ବିଭିନ୍ନ ଅନୁଷ୍ଠାନ ଗୁଡିକରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା କରାଯାଇଛି । ଏହି କ୍ରମରେ
Read More...

ଓସେପା ଅଧିନରେ କାର୍ଯ୍ୟରତ ସମସ୍ତ ବର୍ଗର କର୍ମଚାରୀମାନଙ୍କ ସଂଘକୁ ନେଇ ଗଠନ ହେଲା ଓସେପା କର୍ମଚାରୀ ମହାସଂଘ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଓସେପା ଅଧିନରେ କାର୍ଯ୍ୟରତ ସମସ୍ତ ବର୍ଗର କର୍ମଚାରୀମାନଙ୍କ ସଂଘକୁ ନେଇ ଏକ ଜରୁରୀକାଳୀନ ବୈଠକ ଭୁବନେଶ୍ଵର ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ପ୍ରକଳ୍ପ କାର୍ଯ୍ୟାଳୟ ସେବା ସଂଘ, ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ସେବା ସଂଘ ଓ
Read More...

ଚଳିତ ବର୍ଷ ଦଶହରା ପୂଜା ଓ ମହାବଳି ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଚଳିତ ବର୍ଷ '୨୦୨୨ ଦଶହରା ପୂଜା ଓ ମହାବଳି ଯାତ୍ରାର ବିଭିନ୍ନ ପୂଜା ଓ ବଳି ପର୍ବର ନିମନ୍ତେ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ
Read More...

ସହର ସ୍ଥିତ ବିଭିନ୍ନ ହୋଟେଲ, ରେସ୍ତୁରାଣ୍ଟସ ଉପରେ ଅଚାନକ ଚଢ଼ାଉ

ହୋଟେଲ ଗୁଡିକର ବିଭିନ୍ନ ବ୍ୟବସ୍ଥାର ଯାଞ୍ଚ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ପରାମର୍ଶ କ୍ରମେ ଉପଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ନିର୍ଦେଶରେ ଆଜି ସୋନପୁର ସହର ସ୍ଥିତ ବିଭିନ୍ନ ହୋଟେଲ, ରେସ୍ତୁରାଣ୍ଟସ
Read More...

କଲ୍ୟାଣପୁର ପଞ୍ଚାୟତ ଗୋଦାମରୁ ଚୋରି : ୨ ଗିରଫ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମ ପଞ୍ଚାୟତ ଗୋଦାମରୁ ଗତ ୧୩ତାରିଖ ରାତିରେ ଚୋରି ହୋଇଥିବା ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତିକରି ଡେଲାଙ୍ଗ ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ ଦୁଇ ଜଣକୁ ଗିରଫ କରିଛି ।
Read More...