Daily Archives

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚତୁର୍ଦ୍ଦଶ ଦିବସ

ବିଏନ୍‌ଏଏ ଜରାସିଂହା ଓ ନବଜ୍ୟୋତି ଚୁଡାପାଲି ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆୟୋଜିତ ଆଜି ସୁପର ନକ ଆଉଟ ଖେଳ ଗାନ୍ଧୀ ଷ୍ଟାଡିୟମ ଠାରେ ଚୁଡାପାଲି ନବଜ୍ୟୋତି ୟୁଥ କ୍ଲବ ୨-୦ ଗୋଲରେ କୁଶଙ୍ଗ ଏଫ୍‌ଟିକୁ ହରାଇ କ୍ୱାଟର ଫାଇନାଲକୁ
Read More...

ମାଲପଡା ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କଲେ ସାଂସଦ ନିରଞ୍ଜନ ବିଶି

ଭଲ ପାଠ ପଢି, ଭଲ ମଣିଷ ହୋଇ ଦେଶ ମାତୃକାର ସେବା କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଦେଲେ ଆହ୍ୱାନ ପାଟଣାଗଡ, (ଗୋରେଖନାଥ ବରିହା) : ମଣିଷ ଜୀବନରେ ଶିକ୍ଷା ହିଁ ମୂଳଦୂଆ ଶିକ୍ଷାକୁ ମଜବୁତ କରିବାକୁ ଆହ୍ୱାନ ଦେଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି । ଆଜି ଖପ୍ରାଖୋଲ ବ୍ଲକ ମାଲପଡା ଆଶ୍ରମ
Read More...

ପୁରୋହିତ ହସପିଟାଲରେ ବିଶ୍ୱକର୍ମା ପୂଜା ଏବଂ ରୋଗୀ ସୁରକ୍ଷା ଦିବସ ପାଳିତ

ବରଗଡ଼, (ନିରୋଜ କୁମାର ପାଣୀ) : ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ପୂଜା ପାଇଁ ଉତ୍ସବମୁଖର ବରଗଡ଼ ସହର । ଅନେକ ସରକାରୀ ବେସରକାରୀ ଅନୁଷ୍ଠାନମାନଙ୍କରେ ଚଳିତ ବର୍ଷ ଧୁମ୍‌ଧାମ୍‌ରେ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି । ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱାସ୍ଥ୍ୟକେନ୍ଦ୍ର ଭାବେ ପରିଚିତ
Read More...

ବେନ୍ଦେରରେ ଆଦିବାସୀ ମେଳି ଓ ନୂଆଁଖାଇ ଭେଟ୍‌ଘାଟ୍‌

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅଧିନସ୍ଥ ବେନ୍ଦେର ଗାଁରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଖପ୍ରାଖୋଲ ଶାଖା ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ ଓ ବିଶାଳ ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି । ରାଜ୍ୟସଭା ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର
Read More...

ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି ଅଙ୍ଗନୱାଡି କେନ୍ଦ୍ର : ସାଧାରଣରେ ଅଭିଯୋଗ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ସଦରମହକୁମା ଥାନା ସମ୍ମୁଖରେ ଥିବା ଅଙ୍ଗନୱାଡି(କ)କେନ୍ଦ୍ର ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି । କେନ୍ଦ୍ରଟି ବ୍ଲକ ସଦରମହକୁମାରେ ଥିଲେ ସୁଦ୍ଧା ଏହି କେନ୍ଦ୍ର ପ୍ରତି ବିଭାଗୀୟ ଅଧିକାରୀ, ବିଡିଓ ତଥା ସୁପରଭାଇଜରଙ୍କ ଅବହେଳା
Read More...

କଂଟାବାଂଜି ଏନଏସିସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଏନଏସିସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଶନିବାର ଦିନ ସ୍ଥାନୀୟ ନୋଡାଲ ସ୍କୁଲ ପରିସରରେ ହୋଇଯାଇଛି । କାର୍ଯ୍ୟକ୍ରମଟିକୁ ଏନଏସି ନଗରପାଳ ବରିୟାମ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ
Read More...

ଦମକିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗଣପୋଷାକ ବଣ୍ଟନ

ଦମକିପାଲି, (କେପିଏନ୍‌ଏସ୍‌) : ଦମକିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଯାଏଁ ଛାତ୍ରଛାତୀଙ୍କୁ ଗଣପୋଷାକ ବଣ୍ଟନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ବିଶ୍ୱେଶ୍ୱରୀ ବରିହା ଯୋଗ ଦେଇଥିଲେ । ବିଦ୍ୟାଳୟର ବିଭିନ୍ନ ସମସ୍ୟାର
Read More...

ଯୁବକଙ୍କୁ ଗୋଡାଇ ଗୋଡାଇ ହତ୍ୟା ଘଟଣା : ୯ ଅଭିଯୁକ୍ତ ଗିରଫ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ଥାନା ବୋଇରଗାଁରେ ଜଣେ ଯୁବକଙ୍କୁ ଗାଁର ଯୁବକ ମାନେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିବା ଘଟଣାରେ ବୋଡେନ ପୁଲିସ ତଦନ୍ତ କରି ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ୯ ତାରିଖ ରାତିରେ
Read More...

ନୂତନ ପେନସନ ବ୍ୟବସ୍ଥା ୨୦୦୫କୁ ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଦାବୀ ନେଇ ଉପଖଣ୍ଡ ଶିକ୍ଷକ ସଂଘ…

ପାଟଣାଗଡ, (ଗୋରେଖନାଥ ବରିହା) : ନୂତନ ପେନସନ ବ୍ୟବସ୍ଥା ୨୦୦୫କୁ ଉଚ୍ଛେଦ କରି ପୁରୁଣା ପେନ୍‌ସନ୍‌ ବ୍ୟବସ୍ଥା ଲାଗୁ କରିବା ପାଇଁ ଆଜି ପାଟଣାଗଡ଼ଠାରେ ଉପଖଣ୍ଡ ଶିକ୍ଷକ ସଂଘ ପକ୍ଷରୁ ଏକ ପ୍ରତିବାଦ ରାଲି କରାଯାଇଛି । ଏନେଇ ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ସଂଘର ଏକ ବିରାଟ ଶୋଭାଯାତ୍ର
Read More...

ସର୍ଗିବାହାଲ ମଣ୍ଡଳସ୍ତରୀୟ ବିଜେପିର ସାଙ୍ଗଠନିକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଜେପି ସର୍ଗିବାହାଲ ମଣ୍ଡଳସ୍ତରୀୟ ଏକ ସାଙ୍ଗଠନିକ କାର୍ଯ୍ୟକର୍ତ୍ତା ବୈଠକ ସର୍ଗିବାହାଲ ସ୍ଥିତ ମଣ୍ଡି ଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ସର୍ଗିବାହାଲ ମଣ୍ଡଳ ସଭାପତି ନିରାକାର ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ
Read More...