Daily Archives

ଟିଟିଲାଗଡ଼ ଡିଏଭି ମହାବିଦ୍ୟାଳୟ ଓ ବଲାଙ୍ଗିର ସେଞ୍ଚୁରିଅନ ବିଶ୍ଵ ବିଦ୍ୟାଳୟ ମଧ୍ୟରେ ବୈଷୟିକ ଶିକ୍ଷାର ବିନିମୟ ପାଇଁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡିଏଭି (ସ୍ଵଂୟଶାସିତ) ମହାବିଦ୍ୟାଳୟ, ଟିଟିଲାଗଡ଼ ଏବଂ ସେଞ୍ଚୁରିଅନ ବିଶ୍ଵ ବିଦ୍ୟାଳୟ, ବଲାଙ୍ଗିର ମଧ୍ୟରେ ଉଚ୍ଚ ଶିକ୍ଷାର ଆଦାନ ପ୍ରଦାନ ତଥା ବୈଷୟିକ ଶିକ୍ଷାର ବିନିମୟ ପାଇଁ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଛି । ଡିିଏଭି (ସ୍ଵୟଂ ଶାସିତ)
Read More...

କଖଡିରେ ବିଜେଡିର ସାଂଗଠନିକ ବୈଠକ ଅନୁଷ୍ଠିତ

ଗୁରୁଡିଝାଟିଆ : କଖଡି ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ବିଜୁ ଜନତା ଦଳର ସାଂଗଠନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ବିଜୁ ଜନତା ଦଳ ସଭାପତି ରଞ୍ଜନ କୁମାର ମୁଦୁଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସରପଞ୍ଚ କଳ୍ପନା ଛତାର, ଦଳର ବରିଷ୍ଠ କର୍ମୀ ବିଷ୍ଣୁଚରଣ ମହାରଣା,
Read More...

ଡ. ନବୀନ କୁମାର ସାହୁଙ୍କ ଶ୍ରାଦ୍ଧ ଦିବସ ଓ କବିତା ପାଠୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସର୍ବପୁରାତନ ସାହିତ୍ୟ ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଦ୍ୱାରା ଡ଼. ନବୀନ କୁମାର ସାହୁଙ୍କର ଶ୍ରାଦ୍ଧ ବାର୍ଷିକୀ ପାଳନ ଓ କବିତା ପାଠୋତ୍ସବ ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଂଘର ଉପସଭାପତି ରଶ୍ମି ରଞ୍ଜନ ବୋଇତାଇ ସଭାପତିତ୍ୱ
Read More...

ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କ ଦ୍ୱାରା ବ୍ୟାଟେରୀ ଗାଡି ସୋ ରୁମ୍‌ ଉଦ୍‌ଘାଟିତ

ବୌଦ୍ଧ, (ବଂଶୀଧର ମାଝୀ) : ପରିବେଶ ବ୍ୟାପକ ଭାବରେ ପ୍ରଦୂଷିତ ହେବା ଯୋଗୁଁ ପାଣିପାଗରେ ଅନିୟମିତତା ଦେଖାଦେଇଛି । ଫଳରେ ପ୍ରାକୃତିକ ବିପର୍ଯ୍ୟୟ ଘଟି ଅନେକ ଧନ ଜୀବନ ନଷ୍ଟ ହେଉଛି । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପରିବେଶର ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ
Read More...

ଅର୍ଦ୍ଧ ନିର୍ମିତ ଘରରେ ଚାଲିଥିଲା ଜୁଆ ଆଡ୍ଡା, ଅତର୍କିତ ଚଢ଼ାଉ କରି ୧୫ ଜୁଆଡ଼ିଙ୍କୁ ବାନ୍ଧିଲା ହିଂଜିଳି ପୋଲିସ : ୧…

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ଅଞ୍ଚଳ ଚାଲିଥିଲା ଜୁଆ ଆଡ୍ଡା । ବିଶେଷ ସୂତ୍ରରୁ ସୂଚନା ପାଇ ଅତର୍କିତ ଚଢ଼ାଉ କଲା ହିଂଜିଳି ପୋଲିସ । ଚଢ଼ଉ ବେଳେ ୧୫ ଜଣ ଜୁଆଡ଼ିଙ୍କୁ ଧରିଥିବା ବେଳେ ସେମାନଙ୍କ ଠାରୁ ଲକ୍ଷେ ୫୩ ହଜାର ଟଙ୍କା ସହ ୧୮ଟି ଦାମୀ ମୋବାଇଲ ଜବତ କରିଛି ପୋଲିସ ।
Read More...

ମୋରମ ଖାଦାନରେ ପଡି ଆଖି ବୁଜିଲା ୫ ବର୍ଷର ଶିଶୁ ପୁତ୍ର : ମୃତଦେହ ଉଦ୍ଧାର

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ବଣାଇ ଥାନା ବାବୁ ନୂଆଗାଁରେ ଅଘଟଣା । ପାଣିଭର୍ତି ମୋରମ ଖାଦାନରେ ପଡି ଆଖିବୁଜିଲା ନାବାଳକ । ୫ ବର୍ଷର ଶିଶୁର ମୃତ୍ୟୁ ଖବର ଜଣାପଡ଼ିବା ପରେ ଅଞ୍ଚଳରେ ଶୋକାକୂଳ ପରିବେଶ ଦେଖାଦେଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି ।
Read More...

ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ମୃତ

ବଡ଼ମ୍ବା : ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ବଡ଼ମ୍ବା ଥାନା ଅନ୍ତର୍ଗତ ବୀରବରପୁର ଗ୍ରାମର ଗୋଟିଏ ବୁଣାକାର ପରିବାରରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ବିଷାକ୍ତ ଖାଦ୍ୟଖାଇ ଗତକାଲି ପୁଅ ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି
Read More...

ନବୋଦୟ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ

ପାତ୍ରପୁର : ଗଞ୍ଜାମ ଜିଲ୍ଲା ସୁରଙ୍ଗୀ ଜବାହର ନବୋଦୟ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ କବାଡି ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା । ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ସାତଟି ନବୋଦୟ ବିଦ୍ୟାଳୟ କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରିର ଦୁଇଟି ବିଦ୍ୟାଳୟ, ଗଜପତି ଏବଂ ଗଞ୍ଜାମ ଜିଲ୍ଲାର
Read More...

ବିଶ୍ୱନାଥ ବିଦ୍ୟାପୀଠରେ ପୋଷାକ ବିତରଣ : ପାଠପଢ଼ା ସହିତ ଭଲ ମଣିଷ ହେବାକୁ ଆହ୍ୱାନ

ଆଠଗଡ : ଆଠଗଡର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠରେ ଛାତ୍ରମାନଙ୍କୁ ପୋଷାକ ବିତରଣ କରାଯାଇଛି । ପ୍ରଧାନ ଶିକ୍ଷକ ଅମର ମହାରଣାଙ୍କ ପୌରୋହିତ୍ୟରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀକାନ୍ତ କୁମାର ବେହେରା ମୁଖ୍ୟଅତିଥି, କମିଟି ସଦସ୍ୟା ରେବତୀ
Read More...

ଦୁଇ ଦିନିଆ କନ୍ଧମାଳ ଗସ୍ତରେ ହାଇକୋର୍ଟ ଜଷ୍ଟିସ ଏମ୍.ଏସ୍ ସାହୁ

ଫୁଲବାଣୀ : ହାଇକୋର୍ଟର ଜଷ୍ଟିସ ଏମ୍‌.ଏସ୍‌ ସାହୁ ଦୁଇ ଦିନିଆ ଫୁଲବାଣୀ ଗସ୍ତ କରିଛନ୍ତି । ଗତକାଲି ରାତିରେ ଜଷ୍ଟିସ ଏମ୍‌.ଏସ୍‌ ସାହୁ ଫୁଲବାଣୀରେ ପହଞ୍ଚିବା ସମୟରେ ଜିଲ୍ଲା ବାର ଆସୋସିଏସନ୍ ସଭାପତି ବିଜୟ କୁମାର ମହାନ୍ତି ଓ ସମ୍ପାଦକ ଦୁର୍ଗା ଶଙ୍କର ପଟ୍ଟନାୟକ, ହରିଶ୍ଚନ୍ଦ୍ର ମହାରଣା,
Read More...