Daily Archives

ଟିକିରା ଶିବ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟ୍‌ ଅଭିଯୋଗ

ପାଟଣା : କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ସନ୍ନିକଟ ୨୨୦ ନଂ ଜାତୀୟ ରାଜପଥର ଟିକିରା ଟିକେଶ୍ୱର ଶିବ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ହୋଇଛି । ହୁଣ୍ଡିରେ ଦେଢ଼ ବର୍ଷରୁ ଅଧିକ ଦିନ ଧରି ସଂଗୃହିତ ହୋଇଥିବା ଟଙ୍କାକୁ
Read More...

ଅଧା ରାଜ୍ୟରେ ବୁଲିଲା ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମତରେ ଦାରିଦ୍ର୍ୟ ଓ ସାମାଜିକ ଅବିଚାର ହେଉଛି ସବୁଠାରୁ ବଡ ଅହିଂସା । ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କ ଅହିଂସା ରଥ ପରିକ୍ରମା ଅଭିଯାନ ନୂତନ ଜାଗରଣ ସୃଷ୍ଟି କରିବାରେ ସହାୟକ ହୋଇଛି । ଏନେଇ
Read More...

ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟରେ ଷ୍ଟାର୍ଟ ଅଫ ଓଡ଼ିଶା ଯାତ୍ରା ରଥକୁ ସ୍ଵାଗତ

ଗୋପାଳପୁର : ଭୁବନେଶ୍ୱରରୁ ଆରମ୍ଭ ହୋଇଥିବା ଷ୍ଟାର୍ଟ ଅଫ ଓଡିଶା ଯାତ୍ରା ଶନିବାର ଅପରାହ୍ନରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ପହଞ୍ଚିଥିଲା । ଷ୍ଟାର୍ଟ ଅଫ ଓଡ଼ିଶା ଏବଂ କୀଟ ଟି.ବି.ଆଇର ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଷ୍ଟାର୍ଟ ଅଫ ଓଡ଼ିଶା ଯାତ୍ରା ୨.୦ ରଥ ଭୁବନେଶ୍ୱରରୁ
Read More...

ପାରମ୍ପାରିକ ଜନଜାତି ନୃତ୍ୟର ତାଳେ ତାଳେ ‘ଅହିଂସା ରଥ’କୁ ସ୍ୱାଗତ କରିଛନ୍ତି ସୁନ୍ଦରଗଡବାସୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପାରମ୍ପାରିକ ଜନଜାତି ନୃତ୍ୟର ତାଳେ ତାଳେ 'ଅହିଂସା ରଥ'କୁ ସ୍ୱାଗତ କରିଛନ୍ତି ସୁନ୍ଦରଗଡବାସୀ । ଜିଲ୍ଲାରେ ଅହିଂସା ରଥକୁ ସମ୍ବର୍ଦ୍ଧନା ଜଣାଇ ଅନୁଷ୍ଠିତ ହୋଇଛି ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ
Read More...

ସୁନ୍ଦରଗଡ ଜିଲ୍ଲାରେ ପ୍ରବେଶ କଲା ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥ ସୁନ୍ଦରଗଡ ଜିଲ୍ଲାରେ ପ୍ରବେଶ କରିଛି । ସୁନ୍ଦରଗଡ ସଦର ବ୍ଲକ୍ ପ୍ରଶାସନିକ ଅଧିକାରୀ, ଜନ ପ୍ରତିନିଧି ତଥା ଅନ୍ୟମାନେ ପ୍ରବଳ ଉତ୍ସାହ ସହକାରେ ରଥକୁ ସ୍ୱାଗତ କରିଛନ୍ତି ।
Read More...

ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା କାର୍ଯ୍ୟାଳୟ ପରିସରରେ ରାଜ୍ୟ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ମିଶନ ଶକ୍ତିର ମା'ମାନେ ସୁନ୍ଦର ଝୋଟି ଅଙ୍କନ କରି ପୂର୍ଣ୍ଣକୁମ୍ଭ ସହିତ ରଥକୁ ସମ୍ବର୍ଦ୍ଧିତ
Read More...

ଆଠ ବର୍ଷ ପରେ ଘରକୁ ଫେରିଲେ ଜିତେନ୍ଦ୍ର : ପରିବାର ଓ ଗାଁରେ ଖେଳିଯାଇଛି ଖୁସିର ଲହରୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଲାଠୋର ଥାନା ଅନ୍ତର୍ଗତ ଟଙ୍କପାଣି ଗାଁର ସୁନ୍ଦର ହିଆଳଙ୍କ ସାନ ପୁଅ ଜିତେନ୍ଦ୍ର ହିଆଳ ୨୦୧୪ ମସିହାରୁ କୁଆଡେ ପଳାଇଯାଇଥିଲେ । ଦୀର୍ଘ ଆଠ ବର୍ଷ ପରେ ନିଖୋଜ ଥିବା ପୁଅକୁ ପରିବାର ଲୋକେ ପାଇ ଖୁସି ବ୍ୟକ୍ତ କରିଛନ୍ତି । ହଜିଲା ପୁଅକୁ
Read More...

ରଥର ସ୍ୱାଗତରେ ପ୍ରଦର୍ଶିତ ହେଉଛି ସାଂସ୍କୃତିକ ବିଭବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅହିଂସା ରଥ ରାଜ୍ୟର ପୁରୀ, ନୟାଗଡ, ଖୋର୍ଦ୍ଧା, କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ନୂଆପଡା, ବରଗଡ, ବଲାଙ୍ଗିର, ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲା ପରିକ୍ରମା କରିଛି । ରଥର ସ୍ୱାଗତରେ ପ୍ରଦର୍ଶିତ ହେଉଛି ସାଂସ୍କୃତିକ ବିଭବ । ଘଣ୍ଟ, ଶଙ୍ଖ ଓ ହୁଳହୁଳିର
Read More...

କଳାହାଣ୍ଡି ଜିଲ୍ଲାରେ ପରିକ୍ରମା ଆରମ୍ଭ କରିଛି ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲାରେ ଗତକାଲି ଅହିଂସା ରଥ ପରିକ୍ରମା ଆରମ୍ଭ କରିଛି । ଗୋଲାମୁଣ୍ଡା ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରଥକୁ ସ୍ୱାଗତ କରିବା ଅବସରରେ ଦେଖିବାକୁ ମିଳିଥିଲା ପାରମ୍ପରିକ ନୃତ୍ୟ ଓ ଜନଜାତି ବେଶଭୂଷାର ସୁନ୍ଦର ଦୃଶ୍ୟ । ଜିଲ୍ଲାର କେସିଙ୍ଗା ଓ
Read More...

ଅହିଂସା ରଥ ପରିକ୍ରମା ବେଳେ ସ୍କୁଲ କଲେଜ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅହିଂସା ରଥ ପରିକ୍ରମା ବେଳେ ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର ଓ ଦେବଗଡ ଜିଲ୍ଲା ସମେତ ଅନ୍ୟାନ୍ୟ ଜିଲ୍ଲାର ସ୍କୁଲ କଲେଜରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପାରମ୍ପରିକ ନୃତ୍ୟ ଓ ସଙ୍ଗୀତର ଝଲକ ଦେଖିବାକୁ ମିଳିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ
Read More...
error: Content is protected !!