Monthly Archives

August 2022

ବରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ତାଙ୍କ ଜନ୍ମ ମାଟି ତଥା କବି କୁଟୀର, ବରପାଲିରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ
Read More...

ସୁକ୍ଷାତି ସୂକ୍ଷ୍ମ ପ୍ରାକୃତିକ ସୌନ୍ଦର୍ଯ୍ୟବୋଧ ମେହେର ସାହିତ୍ୟକୁ ରୁଦ୍ଧିମନ୍ତ କରିଛି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗଙ୍ଗାଧର ସାହିତ୍ୟ ଅତି ସୁକ୍ଷାତି ସୂକ୍ଷ୍ମ ବସ୍ତୁର ସୌନ୍ଦର୍ଯ୍ୟର ବର୍ଣ୍ଣନା କରାଯାଇଛି । ଯେଉଁଠି ସାହିତ୍ୟ ତାର ଉଚ୍ଚତମ ସୋପାନକୁ ଛୁଇଁଛି । ଗଙ୍ଗାଧରଙ୍କ ସାହିତ୍ୟ ଓଡିଆ ଭାଷାରେ ଏକ ସ୍ୱତନ୍ତ୍ର ସ୍ଥାନ ଓ ପରିଚୟ ରହିଛି । ଏପରି ନିର୍ମଳ ସୂଚିମନ୍ତ
Read More...

ପାଇକମାଲରେ ଭବ୍ୟ ତ୍ରିରଙ୍ଗା ଯାତ୍ରା : ପରିକ୍ରମାରେ ୧୦୦ ମିଟର ବିଶ୍ୱ ତ୍ରିରଙ୍ଗା ପତାକା

ପଦ୍ମପୁର, (ନିରୋଜ କୁମାର ପାଣୀ) : ୭୫ତମ ଭାରତର ସ୍ୱାଧୀନତା ଦିବସ ଉପଲେକ୍ଷ ଆଜି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇକମାଲ ସରପଞ୍ଚ ଶ୍ରୀମତୀ ତୁଲାବତୀ ତାଣ୍ଡିଙ୍କ ନେତୃତ୍ୱରେ
Read More...

ମାଣ୍ଡୋସିଲ ପଞ୍ଚାୟତଠାରେ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅମୃତ ମହୋତ୍ସବ ତ୍ରିରଙ୍ଗା ଶୋଭାଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମାଣ୍ଡୋସିଲ ପଞ୍ଚାୟତଠାରେ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅମୃତ ମହୋତ୍ସବ ତ୍ରିରଙ୍ଗା ଶୋଭାଯାତ୍ରା ସମାଜସେବୀ ଲଲିତ ଜଗତଙ୍କ ନେତୃତ୍ଵରେ ଏବଂ ପଞ୍ଚାୟତ ସରପଞ୍ଚ ଓମ୍ ପ୍ରକାଶ ନାୟକଙ୍କ ତତ୍ତ୍ଵାବଧାନରେ ତ୍ରିରଙ୍ଗା ଶୋଭାଯାତ୍ରା
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଭରସୁଜା ଗ୍ରା.ପ.ରୁ ୧ ଜଣ, ବୁଦୁଲା ଗ୍ରା.ପ.ରୁ ୧ ଜଣ, ଝରଣୀପାଲି ଗ୍ରା.ପ.ରୁ ୧ ଜଣ, ନୁନିଆପାଲି ଗ୍ରା.ପ.ରୁ ୧ ଜଣ,
Read More...

ଶେଷ ଶ୍ରାବଣ ପୂର୍ଣ୍ଣିମାରେ ଦେବଦେବ ମହାଦେବଙ୍କୁ ପୂଜାର୍ଚ୍ଚନା ତଥା ଭାଗବତ ଟୁଙ୍ଗି ପୁରାଣ ପାଠ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ରାଣୀପୁର ଝରିଆଲ୍ ଶେଷ ଶ୍ରାବଣ ପୂର୍ଣ୍ଣିମାରେ ଦେବଦେବ ମହାଦେବଙ୍କୁ ପୂଜାର୍ଚ୍ଚନା ତଥା ଭାଗବତ ଟୁଙ୍ଗି ପୁରାଣ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୁଇବାହାଲ ଜଗନ୍ନାଥ ଭାଗବତ ଟୁଙ୍ଗିର ୧୫ ଜଣ ଭକ୍ତ ଓ ସେବାୟତଙ୍କ ଦ୍ଵାରା ପୁରାଣ ପାଠ ଓ
Read More...

ବେଲପଡାରେ ଗଙ୍ଗାଧର ଜୟନ୍ତୀ ଓ ଆଲୋଚନାଚକ୍ର ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ବେଲପଡା ଆନୁକୂଲ୍ୟରେ ପବିତ୍ର ରକ୍ଷା ବନ୍ଧନ ଓ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସାରସ୍ଵତ ସଭାରେ କଣ୍ଟାବାଞ୍ଜି କେ.ଭି କଲେଜର ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ସଂଜୟ କୁମାର ମିଶ୍ର ମୁଖ୍ୟ
Read More...

ସ୍ୱାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ ନିଶାମୁକ୍ତ ଭାରତ ଅଭିଯାନର ସଚେତନତା ଶୋଭାଯାତ୍ରା ଓ ଶିକ୍ଷାନୁଷ୍ଠାନ ମାନଙ୍କରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ଅନୁକମ୍ପାରେ ନିଶା ମୁକ୍ତ ଭାରତ ଅଭିଯାନ ଓ ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ବଲାଙ୍ଗିର ଜିଲ୍ଲାପାଳ ଉପସ୍ଥିତ
Read More...

ଦୀପ ତଳ ଅନ୍ଧାର : ସ୍ଵାଧୀନତାର ୭୫ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଅତିଥିପଡା ବାସିନ୍ଦା

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ବର୍ଥଲା ପଞ୍ଚାୟତ ପାଟଣାଗଡ଼ରୁ ହରିଶଙ୍କର ଯିବା ରାସ୍ତାରେ ପଢୁଥିବା ଅତିଥିପଡ଼ା ସ୍ୱାଧୀନତାର ୭୫ ବର୍ଷ ବିତିବାକୁ ଯାଉଥିବା ବେଳେ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଥିବା ନେଇ ବାରମ୍ବାର ବ୍ଲକ ପ୍ରଶାସନକୁ ପଡ଼ା ବାସିନ୍ଦା ଅଭିଯୋଗ କରି
Read More...

ପାଟଣାଗଡ ଥାନାରେ ରାକ୍ଷୀ ବାନ୍ଧିଲେ ନାଇସ କିଡସ୍‌ ଇଣ୍ଟର୍‌ନ୍ୟାସନାଲ୍‌ ସ୍କୁଲର କୁନିକୁନି ଛାତ୍ରଛାତ୍ରୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ସକାଳ ୧୦ଟା ସମୟରେ ନାଇସ କିଡସ୍‌ ଇଣ୍ଟର୍‌ନ୍ୟାସନାଲ୍‌ ସ୍କୁଲର କୁନିକୁନି ଛାତ୍ରଛାତ୍ରୀମାନେ ପାଟଣାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତାଙ୍କୁ ଛାତ୍ରୀମାନେ ରାକ୍ଷୀ ବାନ୍ଧିଥିଲେ ।
Read More...