Monthly Archives

August 2022

ହଙ୍ଗର ପ୍ରକଳ୍ପ ପକ୍ଷରୁ ତୁରୁମୁଙ୍ଗାରେ ଆର୍ଥିକ ପରିଚାଳନା କର୍ମଶାଳା ଅନୁଷ୍ଠିତ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ପଞ୍ଚାୟତ ସଭାଗୃହରେ ଦୁଇଦିନିଆ ଆର୍ଥିକ ପରିଚାଳନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ହଙ୍ଗର ପ୍ରକଳ୍ପ ପକ୍ଷରୁ ପାଟଣା ବ୍ଲକ ସଂଯୋଜକ ମିତ୍ରଭାନୁ ମହାନ୍ତ ଓ ଘଟଗାଁ ବ୍ଲକ ସଂଯୋଜିକା ସୁମତି ପିଲାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କର୍ମଶାଳାରେ
Read More...

ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁସ୍ତକ ପଠନ ଏକ ନିଶାରେ ପରିଣତ ହେଉ ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : 'ଶିଶୁ ଶ୍ରୀ ଭ୍ରାମ୍ୟମାଣ ପାଠାଗାର'ର ଆଉ ଏକ ଅଧ୍ୟାୟ କାର୍ଯ୍ୟକ୍ରମର ୯୪ ତମ ସଂସ୍କରଣ ଜିଲ୍ଲାର ସଦର ମହକୁମାଠାରୁ ୧୬ କିଲୋମିଟର ଦୂର ଏସ୍. ଡୁମ୍ବେରପାଲି ସ୍ଥିତ ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟ ପରିସର
Read More...

ପୁସ୍ତକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

କ.ନୂଆଗାଁ : କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ କୁଡୁତୁଳି ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ପୁସ୍ତକ ବିତରଣ କାର୍ଯ୍ୟର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁଡୁତୁଳି ପଞ୍ଚାୟତ ନୂତନ ସରପଞ୍ଚ ଶ୍ରୀଚନ୍ଦ୍ର ମଲ୍ଲୀକ ଯୋଗ ଦେଇ ପ୍ରଥମ ଶ୍ରେଣୀରେ ଅଧ୍ୟୟନ
Read More...

ବ୍ଲକସ୍ତରୀୟ କୃମିନାଶକ ସଚେତନତା କର୍ମଶାଳା ଅନୁଷ୍ଠିତ

ପାଟଣା : ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜାତୀୟ କୃମିନାଶକ କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ଏକ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅଗଷ୍ଟ ୧୨ରୁ ସମସ୍ତ ଶିଶୁ ଓ ଛାତ୍ରଛାତ୍ରୀମାନଙ୍କୁ କୃମିନାଶକ ବଟିକା ଖାଇବାକୁ ଦିଆଯିବାର ବ୍ୟବସ୍ଥା ସହ ବାଦ ପଡିଥିବା
Read More...

କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ଫୁଲ ଚାରା ରୋପଣ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ସ୍ଥିତ ଶିଶୁ ଶିକ୍ଷାୟତନ ଶ୍ରୀ ବିଦ୍ୟାବାଟିକା ପରିସରରେ କୁନି କୁନି ଛାତ୍ରଛାତ୍ରୀମାନେ ଅଭିନବ ଢଙ୍ଗରେ ବନ ମହୋତ୍ସବ ପାଳନ କରିଛନ୍ତି । ବିଦ୍ୟାବାଟିକାର ମୁଖ୍ୟ ଅନିଲ ଚାୱଡାଙ୍କ ଉପସ୍ଥିତିରେ ଫୁଲକୁଣ୍ଡ ପ୍ରସ୍ତୁତ କରାଯାଇଥିବା ବେଳେ କୁନି
Read More...

ମାଣ୍ଡିଆ ଚାଷୀଙ୍କୁ ନେଇ ବୈଠକ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହଲ ପଞ୍ଚାୟତ ପରମାନନ୍ଦପୁର ଠାରେ ମାଣ୍ଡିଆ ଚାଷୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୱାୟସନର ମିଲେଟ ମିଶନ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜିକା ପୂଜା
Read More...

ଶ୍ରୀମନ୍ଦିର ସରଘରେ ଅଗ୍ନିକାଣ୍ଡ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀମନ୍ଦିର ସରଘରେ ଗତକାଲି ରାତିରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ସେଥିରେ ଥିବା କିଛି ଚାଉଳ ଓ ଡାଲି ସମେତ ରୋଷେଇ ଉପକରଣ ପୋଡ଼ିଯାଇଛି । ସେବାୟତମାନେ ପାଣିଢାଳି ନିଆଁକୁ ଆୟତ୍ତ କରିଛନ୍ତି । ଏହି ସରଘର ଜଣେ ସୁଆର ସେବକଙ୍କ ଦଖଲରେ ଥିବା
Read More...

ସମ୍ବର୍ଦ୍ଧିତ ହେଲେ ମେଧାବୀ ଛାତ୍ରୀ ପ୍ରତ୍ୟାଶା ପ୍ରିୟଦର୍ଶିନୀ ହୋତା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗାଠାରେ ଅନୁଷ୍ଠିତ ହୋଇଥିବା ପ୍ରଧାନ ଆଚାର୍ଯ୍ୟ ଓ ସଂପାଦକ ସମ୍ମିଳନୀରେ ମ. ରାମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପଞ୍ଚମ ଶ୍ରେଣୀ ପ୍ରାଦେଶିକ ମେଧା ବୃତ୍ତିରେ ରାଜ୍ୟରେ ଅଷ୍ଟମ ସ୍ଥାନ ଅଧିକାର କରିଥିବାରୁ ସମ୍ବର୍ଦ୍ଧିତ
Read More...

୯ ଫୁଟର ଅଜଗର ସାପ ଉଦ୍ଧାର

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ବ୍ଲକ ବେଲଗାଁରୁ ୯ ଫୁଟର ଅଜଗର ସାପ ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କମଳ ଭୋଇଙ୍କ ଘରେ ଏକ ସାପ ରହିଥିବା ପରିବାର ଲୋକେ ଦେଖିବାକୁ ପାଇବା ପରେ ବିକିଜି ନାଗଙ୍କୁ ଖବର ଦେବା ପରେ ଶ୍ରୀ ନାଗ ଆସି ଉକ୍ତ ଅଜଗରକୁ ଉଦ୍ଧାର କରି ନେଇ ପାଖ
Read More...

ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ନାବାଳିକା : ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ନାବାଳିକା । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ପାଟଣାଗଡ ଅନ୍ତର୍ଗତ ଲଛିମାଲ ଗ୍ରାମରେ । ସୂଚନା ଅନୁସାରେ ଲଛିମାଲ ଗ୍ରାମର ଭରତ ନାଗଙ୍କ ୧୩ ବର୍ଷର ନାବାଳିକା ଝିଅ କୌଣସି କାରଣକୁ ନେଇ ଘରେ ବିଷ ପିଇ ଆତ୍ମହତ୍ୟା
Read More...