Daily Archives

ରେପୋ ଦର ଆଉ ୫୦ ବେସିସ ପଏଣ୍ଟ ବଢ଼ାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ

• ମୋଟ୍‌ ରେପୋ ଦର ୫.୪%ରେ ପହଞ୍ଚିଲା• ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୭.୨% ରହିବାର ପୂର୍ବାନୁମାନ• ଭାରତ ବିଲ ପେମେଣ୍ଟ ସିଷ୍ଟମ ବ୍ୟବହାର କରି ବିଲ୍‌ ପଇଠ କରିପାରିବେ ପ୍ରବାସୀ ଭାରତୀୟ• ଆର୍ଥିକ ବଜାରକୁ ସୁଦୃଢ଼ କରିବା ଏବଂ ଆର୍ଥିକ ସେବା ଆଉଟସୋର୍ସିଂରେ ରହିଥିବା ବିପତ୍ତି
Read More...

ତ୍ରିରଙ୍ଗା ଧ୍ୱଜା ଉଡାଇ ବିଦ୍ୟାର୍ଥୀଙ୍କ ପଦଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଏବଂ ଛତ୍ରପୁର ମୁଖ୍ୟ ଡାକଘର ମିଳିତ ଆନୁକୂଲ୍ୟରେ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂତ୍ତି ଉପଲକ୍ଷେ ତ୍ରିରଙ୍ଗା ଧ୍ୱଜା ଉଡାଇ ବିଦ୍ୟାର୍ଥୀଙ୍କ ପଦଯାତ୍ରା ମାଧ୍ୟମରେ ଦେଶମାତୃକାର ପ୍ରତି ସଚେତନତା କରାଇ
Read More...

ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ସରକାରଙ୍କୁ ଅନ୍ତିମ ଚେତାବନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ାସମ୍ବର କୃଷକ ସଂଗଠନର ସ୍ଥାୟୀ ସଭାପତି ବାଞ୍ଛାନିଧି ନାୟକଙ୍କ ସଭାପତିତ୍ଵରେ ପଦ୍ମପୁର ଗୋରୁ ବଜାରଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚାଷୀମାନ୍ନଙ୍କ ବିଭିନ୍ନ ସମସ୍ୟା ଦିଗରେ ଆଲୋଚନା କରାଯାଇ ରାଜବୋଡାସମ୍ବର କୃଷକ ସଂଗଠନ
Read More...

ପ୍ରତି ଗ୍ରାମ ପଞ୍ଚାୟତରେ ହେବ ତ୍ରିରଙ୍ଗା ଯାତ୍ରା : ପଦ୍ମପୁର ବିଜେପିର ନିଷ୍ପତ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିରଙ୍ଗା ଯାତ୍ରା ଓ ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ସଫଳ କରାଇବା ପାଇଁ ଏକ ପ୍ରସ୍ତୁତି ବୈଠକ ନୃସିଂହନାଥ ସ୍ଥିତ ଆଇଓସିଏଲ ଗେଷ୍ଟ ହାଉସ୍‌ଠାରେ ବିଜେପିର କାର୍ଯ୍ୟକର୍ତ୍ତାମାନଙ୍କ ଏକ ସମ୍ମିଳନୀ ଜିଲ୍ଲା ସାଧାରଣ
Read More...

ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରିଣୀ ବୈଠକ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ପ୍ରଭାକର ମିଶ୍ର ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ନାଗରିକ ମଂଚର ସଂପାଦକ ମନୋରଂଜନ ମିଶ୍ର ପୂର୍ବ ସଭାର ବିବରଣୀ ପଠନ
Read More...

ଦୁଇ ଦିନରେ ଦୁଇଗୋଟି ଅସହାୟ ଶବ ସତ୍କାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ଦ୍ୱାରା ଗତ ଦୁଇ ଦିନରେ ଦୁଇଗୋଟି ଅଚିହ୍ନା ଏବଂ ଅସହାୟ ଶବ ସତ୍କାର କରାଯାଇଛି । ପ୍ରଥମତଃ ବରଗଡ଼ ଜିଲ୍ଲା ଭେଡେନ ଅଞ୍ଚଳରେ ରହିଥିବା ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ଚିକିତ୍ସିତ ଅବସ୍ଥାରେ
Read More...

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ପରାମର୍ଶଦାତା କମିଟିର ସଦସ୍ୟ ରୂପେ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶିଷ୍ଟ ଆଦିବାସୀ ନେତା ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ପରାମର୍ଶଦାତା କମିଟିର ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି । ଭାରତ ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ବିଜ୍ଞପ୍ତି ସଂଖ୍ୟା
Read More...

ଭାରତକୁ ଆଉ ୨ଟି ପଦକ

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ୨ଟି ପଦକ ମିଳିଛି । ଭାରତ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ଜିତିଛି । ହେଭିଓ୍ୱଟ୍ ପାରା ପାୱାରଲିଫ୍ଟିଂରେ ଭାରତର ସୁଧୀର ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ଲଙ୍ଗ୍ ଜମ୍ପ୍‌ରେ ମୁରଲୀ ଶ୍ରୀଶଙ୍କର ରୌପ୍ୟ ପଦକ ଜିତିଛନ୍ତି ।
Read More...

୩ ଦିନିଆ ଦିଲ୍ଲୀଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନୀତି ଆୟୋଗ ବୈଠକ ଆସନ୍ତା ୭ ତାରିଖରେ ବସିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ନୀତି ଆୟୋଗର ଏହି ୭ମ ପରିଷଦ ବୈଠକରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା କାଲିଠାରୁ ୩ ଦିନିଆ (୬ରୁ ୮ ତାରିଖ) ଦିଲ୍ଲୀଗସ୍ତରେ ଯିବେ
Read More...

ଆଦର୍ଶ ବିଦ୍ୟାଳୟରେ ବନ ମହୋତ୍ସବ

ରେଙ୍ଗାଲି : ରେଙ୍ଗାଲି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ରେଙ୍ଗାଲି ବ୍ଳକ୍ ଉନ୍ନୟନ ଅଧିକାରୀ ଶଙ୍କର ପ୍ରସାଦ ସାହୁ ମୁଖ୍ୟ ଅତିଥି ରୂପେ ରେଙ୍ଗାଲି ବନାଞ୍ଚଳ ଅଧିକାରୀ ପୃଥ୍ୱିରାଜ ବେହେରା, ବନପାଳ ରବୀନ୍ଦ୍ର ବେହେରା, ରେଙ୍ଗାଲି
Read More...