Daily Archives

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ସହଯୋଗରେ ଚାରା ରୋପଣ

ରେଙ୍ଗାଲି : ସରଣ୍ଡା ଉଚ୍ଚ ବିଦ୍ୟାଳୟରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଅତାବିରା ସେବା କେନ୍ଦ୍ର ପକ୍ଷରୁ ଗୁରୁବାର ଚାରାରୋପଣ କରାଯାଇଛି । ସେବା କେନ୍ଦ୍ରର ବ୍ରହ୍ମାକୁମାରୀ ବନିତା ଭଉଣୀଙ୍କ ତତ୍ୱାବଧାନରେ ତଥା ସରଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୮୩୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୮୩୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୬୯ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୧୮୧ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ
Read More...

ସ୍ୱାଧୀନତା ଦିବସରେ ଜିଓ ଆରମ୍ଭ କରିପାରେ ୫ଜି ସେବା

ନୂଆଦିଲ୍ଲୀ : ଦେଶର ସ୍ମାର୍ଟ ଫୋନ ଓ ଇଣ୍ଟରନେଟ ବ୍ୟବହାରକାରୀମାନଙ୍କ ପାଇଁ ଖୁବ୍‌ ଶୀଘ୍ର ୫ଜି ସେବା ଉପଲବ୍ଧ ହେବ । ନିକଟରେ ଅନୁଷ୍ଠିତ ସ୍ପେକ୍ଟ୍ରେମ ନିଲାମରେ ୪ଟି କମ୍ପାନି ୫ଜି ସ୍ପେକ୍ଟ୍ରମ କ୍ରୟ କରିଛନ୍ତି । ଏମାନଙ୍କ ମଧ୍ୟରୁ ରିଲାଏନ୍ସ ଜିଓ ଚଳିତମାସ ୧୫ ତାରିଖ ବା ସ୍ୱାଧୀନତା
Read More...

ଅସହାୟ ମହିଳାଙ୍କ ଶବ ସତ୍କାର କଲା ମାହେଶ୍ୱରୀ ସଂଗଠନ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଲକର ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାହେଶ୍ୱରୀ ସଂଗଠନ ପକ୍ଷରୁ ଜଣେ ଅସହାୟ ମହିଳାଙ୍କ ଶବ ସତ୍କାର କରାଯାଇଛି । ସୂଚନା ଅନୁସାରେ, ଆଗଲପୁର ଗାଁର ବରଗଡିଏନ୍‌ ମେହେର (୮୭)ଙ୍କ ମୃତ୍ୟୁ ହୋଇଥିଲା । ତାଙ୍କର ନିଜର ପରିବାର ଲୋକେ ନଥିବାରୁ ଗାଁ
Read More...

ଥାନା ଅଧିକାରଙ୍କ ମହାନତା : ମାନସିକ ବିକୃତ ବ୍ୟକ୍ତିଙ୍କୁ କଲେ ସହାୟତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଥାନା ଅଧିକାରଙ୍କ ମହାନତା । ରାସ୍ତାକଡରେ ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କୁ କଲେ ସହାୟତା । ସୂଚନା ଅନୁସାରେ ରାସ୍ତାରେ ଯାଉଥିବା ବେଳେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅଧିକାରୀ ବୀରବର ଭଗତଙ୍କ ନଜର ପଡ଼ିଥିଲା ଜଣେ ମାନସିକ ବିକୃତ
Read More...

ବାଇକ ଆରୋହୀଙ୍କ ଠାରୁ ଲୁଟ ଅଭିଯୋଗ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ପାଟଣାଗଡ ରାସ୍ତାର ଓଏଭି ନିକଟରେ ଗୁରୁବାର ଜଣେ ବାଇକ ଆରୋହୀଙ୍କ ଠାରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଲୁଟେରାମାନେ ତାଙ୍କ ଠାରୁ ମୋବାଇଲ, ଟାବଲେଟ ସହ କାଗଜପତ୍ର ଲୁଟି ନେଇଥିବା ଅଭିଯୋଗ ହୋଇଛି । ପୁଲିସର ସୂଚନା ଅନୁସାରେ ବେଲପଡା ବ୍ଲକ କପାଣି
Read More...

ମୁସଲିମ ସମାଜ ପକ୍ଷରୁ ବୃକ୍ଷ ରୋପଣ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ହିଆଲ ପଞ୍ଚାୟତ ଝୀନି, ଖୁଟୁଲମୁଣ୍ଡା, ତେତେଲଖୁଣ୍ଟି ଗାଁର ମୁସଲିମ ସମାଜ ପକ୍ଷରୁ ଗୁରୁବାର ବୃକ୍ଷରୋପଣ କରାଯାଇଥିଲା । ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଫିରୋଜ ଖାଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଗକୁ ମଧ୍ୟ କାର୍ୟ୍ୟକ୍ରମ ଜାରି ରହିବ
Read More...

କାର୍ଯ୍ୟରତ ଶିକ୍ଷକଙ୍କ ଲାଗି ସ୍ୱତନ୍ତ୍ର ଓଟିଇଟି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିନା ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)ରେ ସ୍କୁଲରେ କାର୍ଯ୍ୟରତ ଶିକ୍ଷକମାନଙ୍କ ଲାଗି ସ୍ୱତନ୍ତ୍ର ଓଟିଇଟି ହେବ । ଏକାଧିକ ଥର ପରୀକ୍ଷା ଦେଇ ବିଫଳ ହୋଇଥିବା, ଆଦୌ ଓଟିଇଟି ଦେଇନଥିବା ଶିକ୍ଷକ ଶିକ୍ଷୟତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ ।
Read More...

ମହଙ୍ଗା ପଡିଲା ନକଲି ସାର୍ଟିଫିକେଟରେ ନାମଲେଖା : ବିଜେବିର ୩ ଛାତ୍ରଛାତ୍ରୀଙ୍କ ନାମଲେଖା ବାତିଲ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ ନାମ ଲେଖାଇଥିବା ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ୩ ଜଣ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅଭିଯୁକ୍ତ ଛାତ୍ରଛାତ୍ରୀଙ୍କ ନାମଲେଖା ବାତିଲ ନେଇ ସାମସ୍‌ ପୋର୍ଟାଲରେ ଅପଡେଟ କରିବାକୁ
Read More...

ଅବସରପ୍ରାପ୍ତ ଯବାନଙ୍କୁ ଜନ୍ମମାଟିରେ ଭବ୍ୟ ସ୍ୱାଗତ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ରିନବଚନ ପଞ୍ଚାୟତ ଉଚ୍ଚବାହାଲ ଗ୍ରାମରେ ଜନ୍ମିତ ସୁରେନ୍ଦ୍ର ଦୋରା ଯବାନ ଭାବେ ୨୦୦୦ ମସିହାରୁ ଗତ ୨୨ ବର୍ଷ ଧରି ଦେଶ ମାତୃକାର ସେବା କରି ଅବସର ନେଇଛନ୍ତି । ଗୁରୁବାରରୁ ସେ ଗାଁକୁ ଫେରିଥିବାରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଇଚ୍ଛାପୁରଠାରୁ
Read More...