Monthly Archives

June 2022

ଚୋରା ବ୍ୟାଟେରୀ ଜବତ : ୨ ଭାଇ ସମେତ ୪ ଗିରଫ

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଥିବା ବିଭିନ୍ନ ନେଟ୍‌ୱର୍କ କମ୍ପାନୀର ଟାୱାରରୁ ବ୍ୟାଟେରୀ ଚୋରି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଏଥିସହ ପ୍ରାୟ ଚାଳିଶି ଲକ୍ଷ ଟଙ୍କାର ଚୋରା ବ୍ୟାଟେରୀ ପୋଲିସ ଜବତ କରିଛି । ଗଞ୍ଜାମ ଜିଲ୍ଲାର ଆସିକା ସୋରଡା ଶେରଗଡ ଥାନା
Read More...

ଆସନ୍ତାକାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୩ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୩ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ବାରାହ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାରରେ ଲାଗି ମହିଳାଙ୍କ ମୃତ୍ୟୁ

ଲମତାପୁଟ : ଲମତାପୁଟ ବ୍ଲକ ନନ୍ଦପୁର ଥାନା ଅଧୀନ କାପୁଗୁଡା ଗ୍ରାମରେ ବାରାହ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାରରେ ଲାଗି ମହିଳାଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ମୃତକ ମହିଳା ଜଣକ ହେଲେ ରାଧା ଖରା । ସୂଚନା ଅନୁସାରେ ଲମତାପୁଟ ବ୍ଲକ ନନ୍ଦପୁର ଥାନା ଅଧୀନ କାପୁଗୁଡା ଗ୍ରାମର
Read More...

ଗୁଡଭେଲାଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୁନ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ମାସର ଦ୍ୱିତୀୟ ସୋମବାର ଦିନ ଗୁଡଭେଲା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ
Read More...

ସିବିଆଇ ଜାଲରେ ପୋଷ୍ଟାଲ ଇନ୍ସପେକ୍ଟର

ସୁନ୍ଦରଗଡ, (ସସ୍ମିତା ପଧାନ) : ସିବିଆଇ ଜାଲରେ ପୋଷ୍ଟାଲ ଇନ୍ସପେକ୍ଟର । ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ସୁନ୍ଦରଗଡ ମୁଖ୍ୟ ଡାକଘରର ପୋଷ୍ଟାଲ ଇନସପେକ୍ଟର ଉଜ୍ୱଳ କୁମାର ଧରାପଡିଛନ୍ତି । ସୂଚନା ଅନୁସାରେ ଗ୍ରାମୀଣ ଡାକ ସେବକ ବିକାଶ କିସ୍ ପଟ୍ଟାଙ୍କ ବକେୟା ଦରମା ବିଲ କରିବା ପାଇଁ
Read More...

ଚଳିତ ବର୍ଷ କଟକରେ ଅନୁଷ୍ଠିତ ହେବ ବାଲିଯାତ୍ରା

କଟକ : ଚଳିତ ବର୍ଷ କଟକରେ ଅନୁଷ୍ଠିତ ହେବ ବାଲିଯାତ୍ରା । ଆନୁଷ୍ଠାନିକ ଭାବେ କଟକ ଜିଲ୍ଲାପାଳ ଏ ନେଇ ସୂଚନା ଦେଇଛନ୍ତି । କୋଭିଡ ପାଇଁ ଗତ ୨ ବର୍ଷ ହେଲା ବାଲିଯାତ୍ରା ବନ୍ଦ ରହିଥିଲା । ବାଲିଯାତ୍ରାରେ ବହୁ ବ୍ୟବସାୟୀ ଯୋଗ ଦେଇ ନିଜର ସାମଗ୍ରୀ ବିକ୍ରି ପାଇଁ ପସରା ଖୋଲିଥାନ୍ତି । ଏଥିସହ ବହୁ
Read More...

କୋଶଳ ମୁକ୍ତି ମୋର୍ଚ୍ଚାର ସାଂଗଠନିକ ବୈଠକ

ବାଳିପଟା ଗାଁର ଉଇହୁଙ୍କା ଘରେ ରହୁଥିବା ଦୁଃଖଦେଇ ବିଶିଙ୍କ ଘରଠାରୁ ବଲାଙ୍ଗିର ପର୍ଯ୍ୟନ୍ତ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ପଦଯାତ୍ରା କରିବାକୁ ନିଷ୍ପତ୍ତି ପାଟଣାଗଡ଼, (ଗୋରେଖନାଥ ବରିହା) : କୋଶଳ ମୁକ୍ତି ମୋର୍ଚ୍ଚା ପାଟଣାଗଡ଼ ପକ୍ଷରୁ ସାଂଗଠନିକ ବୈଠକ ନୁନହାଡଠାରେ ଅନୁଷ୍ଠିତ
Read More...

କରାଟେ ଓ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରାଟେ ସ୍କୁଲ ଆନୁକୂଲ୍ୟରେ ୮ ଦିନ ଧରି ସେଞ୍ଚୁରିଆନ ପବ୍ଲିକ ସ୍କୁଲଠାରେ କରାଟେ, ଆତ୍ମରକ୍ଷା, ଯୋଗ ଓ ଅସ୍ତ୍ର ଚାଳନା ପ୍ରଶିକ୍ଷଣ ଶିବିରର ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ
Read More...

ଟିପ୍ପର ଧକ୍କାରେ ଚାଲିଗଲା ନାବାଳକଙ୍କ ଜୀବନ

ଅନୁଗୁଳ : ଅନୁଗୁଳ ଟ୍ରାଫିକ ଛକରେ ଟିପ୍ପର ଧକ୍କାରେ ଜଣେ ନାବାଳକର ମୁତ୍ୟୁ ଘଟିଛି । ମୃତ ନାବାଳକ ଜଣକ ହେଲେ ଆୟୁଷ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି ସୂଚନା ଅନୁସାରେ ସ୍ଥାନୀୟ ମିଶ୍ରପଡାର ନାବାଳକ ଆୟୁଷ କଦମ ପଡିଆକୁ ନିଜ ଭାଇସହ ଖେଳିବାକୁ ଆସୁଥିଲେ । ଅନୁଗୁଳ
Read More...

ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ

ନବରଙ୍ଗପୁର : ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।ସୂଚନାନୁସାରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ମୁଣ୍ଡିବେଡା ପଞ୍ଚାୟତରେ ବଜ୍ରପାତରେ ୩ ଜଣଙ୍କ ଜୀବନ ଚାଲିଯାଇଥସିବା ବେଳେ ଏଥିସହ ୪ଟି ଗୋରୁଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା । ହଠାତ ବଜ୍ରପାତ ହେବା ସହ ବର୍ଷା
Read More...