ମ. ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀ ନେଇ ଆଦିବାସୀ ମିଳିତ ସଂଗ୍ରାମ ମଞ୍ଚର ଦାବୀପତ୍ର ପ୍ରଦାନ
ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ମ. ରାମପୁର ରାଜସ୍ୱ ମାନ୍ୟତା ପାଇଁ ସମସ୍ତ ଯୋଗ୍ୟତା ରଖିଥିବା ବେଳେ ଏ ନେଇ ଦୀର୍ଘ ବର୍ଷ ଧରି ବିଭିନ୍ନ ସଙ୍ଗଠନ ତରଫରୁ ଦାବୀ ହେଉଛି । ଆଜି ମଧ୍ୟ ଆଦିବାସୀ ସଂଗ୍ରାମ ମଞ୍ଚ ତତଫରୁ ଏହି ଦାବୀ ନେଇ ଶୋଭାଯାତ୍ରା ଓ ଦାବୀ ପତ୍ର ପ୍ରଦାନ!-->…
Read More...
Read More...