Daily Archives

ପଦ୍ମପୁରରେ ପ୍ରଥମ ଶୀତଳ ଷଷ୍ଠୀ ଉତ୍ସବ ସମ୍ପନ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶୀତଳ ଷଷ୍ଠୀ ଶୁଣିଲା ମାତ୍ରେ ହିଁ ମନରେ ଭରି ଉଠେ ଆଧ୍ୟାତ୍ମିକତା ଏବଂ ଅଲୌକିକତାର ଏକ ଚେତନା ଉତ୍ସ । ଜଗତ ଜନନୀ ମାତା ପାର୍ବତୀଙ୍କର ଦେବାଦୀଦେବ ମହାଦେବଙ୍କ ସହ ପବିତ୍ର ବିବାହ ଉତ୍ସବର ମନୋରମ ରୀତିନୀତି । ଜାହାର ଶାଖୀ ହୋଇଥାଏ ସମଗ୍ର ସୃଷ୍ଟି ।
Read More...

ସମ୍ପନ୍ନ ହେଲା ଦେବଦମ୍ପତିଙ୍କ ବିବାହ : ବରପାଲିରେ ସାଂସ୍କୃତିକ ମାହୋଲ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବରପାଲିଠାରେ ଶ୍ରୀ ଶ୍ରୀ କପିଳେଶ୍ୱର ବାବା ଓ ଜଗତ ଜନନୀ ମାତା ପାର୍ବତୀ ଦେବୀଙ୍କ ବିବାହ ଉତ୍ସବ, ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା ଚଳିତ ବର୍ଷ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଗତ ଦୁଇବର୍ଷର କଟକଣା ପରେ ଚଳିତବର୍ଷ ଚଳିତ ଥର ୨୪୫ତମ
Read More...

ଅବକାରୀ ବିଭାଗ ଓ ରେଳବାଇ ସୁରକ୍ଷା ପୋଲିସ ଦ୍ୱାରା ମିଳିତ ଚଢ଼ାଉରେ ଧରାହେଲା ଗଞ୍ଜେଇ

ରାଉରକେଲା, (ସସ୍ମିତା ପଧାନ) : ରାଉରକେଲା ରେଳ ଷ୍ଟେସନରେ ଅବକାରୀ ବିଭାଗ ଓ ରେଳବାଇ ସୁରକ୍ଷା ପୋଲିସ ଦ୍ୱାରା ମିଳିତ ଚଢ଼ାଉରେ ଗଞ୍ଜେଇ ଧରାପଡିଥିବା ନେଇ ସୂଚନା ମିଳିଛିି । ସୂଚନା ମୁତାବକ ଏହି ଚଢ଼ାଉରେ ସାଢ଼େ ଆଠକିଲୋ ବେଆଇନ ଗଞ୍ଜେଇ ଚୋରାରେ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗର
Read More...

ବିଶ୍ୱ ପରିବେଶ ଦିବସ ଅବସରରେ କ୍ଲିନ୍‌ ଏଣ୍ଡ୍‌ ଗ୍ରିନ୍‌ ଅନୁଷ୍ଠାନ ଏବଂ ରେଳବାଇ କର୍ମଚାରୀଙ୍କ ମିଳିତ ସହଯୋଗରେ ସଫେଇ…

ରାଉରକେଲା, (ସସ୍ମିତା ପଧାନ) : ବିଶ୍ୱ ପରିବେଶ ସୁରକ୍ଷା ଦିବସ ଉପଲକ୍ଷେ ରାଉରକେଲା ରେଳ ଷ୍ଟେସନ୍‌ଠାରେ କ୍ଲିନ ଏଣ୍ଡ୍‌ ଗ୍ରୀନ୍‌ ଅନୁଷ୍ଠାନ ଏବଂ ରେଳବାଇ ପକ୍ଷରୁ ମିଳିତ ସହଯୋଗରେ ସଫେଇ କାର୍ଯ୍ୟକ୍ରମ ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ରେଳ ଷ୍ଟେସନ ପ୍ରବନ୍ଧକ ଅଭୟ
Read More...

ବଲାଙ୍ଗିର ନାଗରିକ କମିଟିର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଆଇନ ମହାବିଦ୍ୟାଳୟଠାରେ ବଲାଙ୍ଗିର ନାଗରିକ କମିଟିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ଉପସଭାପତି ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପ୍ରଥମେ ସାଧାରଣ ସଂପାଦକ ମନୋରଂଜନ ସାହୁ ବିଗତ ବୈଠକର ବିବରଣୀ ପାଠ
Read More...

ଧର୍ମପରାୟଣା ମହିଳାଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ଗାନ୍ଧୀନଗରପଡା ବାସିନ୍ଦା ଅମୃତ ଚୋପଦାର (୮୨) ଗତ ଶୁକ୍ରବାର ରାତିରେ ପରଲୋକ ହୋଇଯାଇଛି । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ବହୁତ ଦିନ ହେଲା ସେ ଚିକିତ୍ସିତ ହେଉଥିଲେ । ସ୍ୱର୍ଗତା ଅମୃତା ଜଣେ ପରୋପକାରୀ ଓ ଧର୍ମପରାୟଣା ନାରୀ ଥିଲେ ।
Read More...

ପ୍ରକୃତି ବନ୍ଧୁ ପୁରସ୍କାର-୨୦୨୨ ପାଇଲେ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦମକିପାଲିର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇଙ୍କୁ ବୃକ୍ଷ ରୋପଣ ଓ ପରିବେଶ ସଚେତନତା ପାଇଁ ବିଶ୍ୱ ପରିବେଶ ଦିବସରେ ପ୍ରକୃତି ବନ୍ଧୁ-୨୦୨୨ ପୁରସ୍କାର ମିଳିଛି । ସେ ପୂର୍ବରୁ ୨୦୧୬ ପାଇଁ ମଧ୍ୟ
Read More...

ରୁଷ ପାଇଁ ଏକ ବଡ ଝଟ୍‌କା, ୟୁକ୍ରେନ ଯୁଦ୍ଧବିମାନ ଆକ୍ରମଣରେ ରୁଷର ୨ ଜଣ ଜେନେରାଲ ନିହତ : ପୁତିନ ଏପର୍ଯ୍ୟନ୍ତ ୯ ଜଣ…

ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ୧୦୦ ଦିନ ବିତିଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ଏହା କୌଣସି ନିର୍ଣ୍ଣାୟକ ମୋଡ଼ରେ ପହଂଚି ପାରିନାହିିଁ । ଗୋଟିଏ ପଟେ ରୁଷ ୟୁକ୍ରେନରେ ହଇଚଇ ସୃଷ୍ଟି କରୁଥିବା ବେଳେ ୟୁକ୍ରେନ ଯୁଦ୍ଧବିମାନ ମଧ୍ୟ ଘଟଣାସ୍ଥଳରେ ଠିଆ ହୋଇ ରୁଷର ସେନାକୁ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ମଧ୍ୟରେ ୧ ଜଣ ରହିଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୯୩ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଦିଲ୍ଲୀର ସ୍ୱାସ୍ଥ୍ୟ ଏବଂ ଗୃହମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବାସଭବନରେ ଇଡି ପକ୍ଷରୁ ଚଢ଼ାଉ

ନୂଆଦିଲ୍ଲୀ : ଦିଲ୍ଲୀ ସ୍ୱାସ୍ଥ୍ୟ ଏବଂ ଗୃହମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ କରୁଛି । ଆଜି ଦିନ ସତ୍ୟେନ୍ଦ୍ର ଜୈନଙ୍କ ବାସଭବନରେ ଇଡି ଚଢ଼ାଉ ଜାରି ରଖିଛି । କୋଲକାତା ଭିତ୍ତିକ କମ୍ପାନୀ ସହ ଜଡିତ ହାୱାଲା ବ୍ୟବସାୟ ସହ ଏହି
Read More...