Daily Archives

ବୋଡାସମ୍ବର ଜମିଦାରଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଜିଲ୍ଲା ପରିଷଦ ଜୋନ ୨ ନମ୍ବରର ଜିଲ୍ଲା ପରିଷଦ ସଭ୍ୟ ଭାବେ ବୋରାସମ୍ବରର ଜମିଦାର ସୁରେନ୍ଦ୍ର ପ୍ରତାପ ସିଂହ ବରିହା ବିଜୟୀ ହେବା ପରେ ପଲସଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଇରା ଗ୍ରାମକୁ ଆଜି ପ୍ରଥମ ଗ୍ରସ୍ତ
Read More...

ସଇଁତଳାରେ ଶୀତଳଷଷ୍ଠୀ ମହୋତ୍ସବ ମହାଆଡମ୍ବର ସହ ସମ୍ପନ୍ନ : ବାଇ ଓ ଆଦିବାସୀ ନୃତ୍ୟ ମୁଖ୍ୟ ଆକର୍ଷଣ

ସଇଁତଳା, (ପ୍ରମୋଦ ସେଲମା ) : ବଲାଙ୍ଗିର ଜିଲ୍ଲା ସଇଁତଳା ସହରରେ ଗତ ୨ ଦିନ ଧରି ମହାଆଡମ୍ବର ସହ ଶୀତଳ ଷଷ୍ଠୀ ମହୋତ୍ସବ ଚାଲିଥିବା ବେଳେ ଆଜି ସମ୍ପନ୍ନ ହୋଇଯାଇଛି । ଗତ ୪ ତାରିଖ ପ୍ରଥମ ଦିନରେ ଭୁବନେଶ୍ୱର ବାବାଙ୍କ ଠାରେ ରୁଦ୍ରାଭିଷେକ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Read More...

ବିଶ୍ୱ ପରିବେଶ ଦିବସରେ କବିତା ପାଠ

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : କଣ୍ଟାବାଞ୍ଜିର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ଯଯାତି, ଯୁକ୍ତିପ୍ରକାଶ ଓ ଚୋଳଗଙ୍ଗଙ୍କ ଶୁଭ ବ୍ରତୋପନୟ ଅବସରରେ ବିଶ୍ୱ ପରିବେଶ ଦିବସ ପାଳନ ସହିତ ପରିବେଶ ଭିତ୍ତିକ କବିତା ପାଠ ଅନୁଷ୍ଠିତ ହୋଇଯାଇଛି ।ନିର୍ଝରିଣୀର ସଭାପତି
Read More...

ଶୀତଳଷଷ୍ଠୀ ଉପଲକ୍ଷେ ବଲାଙ୍ଗିର ଜେଏସ୍ଏମ୍ କଲେଜ ଦ୍ୱାରା ଥଣ୍ଡା ପାନୀୟ ଜଳ ବା ସରବତ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁଇ ବର୍ଷ ପରେ ଏ ବର୍ଷ କରୋନା କଟକଣା ନଥିବା ଯୋଗୁଁ ବଲାଙ୍ଗିରରେ ପାଳିତ ହେଉଛି ଶୀତଳଷଷ୍ଠୀ ତଥା ଶିବ ବିବାହ । ଅନେକ ପର୍ଯ୍ୟଟକ ମଜା ନେଉଥିବା ବେଳେ ଶିବ ଏବଂ ପାର୍ବତୀଙ୍କ ବିବାହ ଶେଷ ପର୍ଯ୍ୟାୟରେ ଉପନୀତ । ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କ ପାଇଁ
Read More...

ରୋଟାରୀ କ୍ଲବ ଷ୍ଟିଲ ସିଟି ତରଫରୁ ଡଃ ସରିତା ମଲ୍ଲ ସମ୍ବର୍ଦ୍ଧିତ

ରାଉରକେଲା, (ସସ୍ମିତା ପଧାନ) : ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ତରଫରୁ ରେଲୱେ କଲୋନୀ ନିକଟସ୍ଥ ଶାନ୍ତି ଭବନ ଠାରେ ଅଧ୍ୟାପିକା ଡଃ ସରିତା ମଲ୍ଲଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଉଛି । ଷ୍ଟିଲ ସିଟିର ଉପଦେଷ୍ଟା ରୋଟାରୀଆନ ଡଃ ଅଞ୍ଜନା ମୈତ୍ର ସିହ୍ନାଙ୍କ ଆବାହକତ୍ୱ ଓ ସଭାପତି
Read More...

ଡୁଙ୍ଗୁରିପାଲି ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡୁଙ୍ଗୁରିପାଲି ବ୍ଲକ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ
Read More...

ଅଗଷ୍ଟ ୯ରୁ ଆରମ୍ଭ ହେବ ବଲାଙ୍ଗିର କ୍ରାନ୍ତି ଦିବସ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବଲାଙ୍ଗିର ଜିଲାର ଦିବଙ୍ଗତ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତିଚାରଣ ଏବଂ ସମ୍ମାନ ପ୍ରଦର୍ଶନ ସକାଶେ ଆସନ୍ତା ଅଗଷ୍ଟ ୯ରୁ ସେପ୍ଟେମ୍ବର ୯ ତାରିଖ ଏକମାସ ବ୍ୟାପୀ ବଲାଙ୍ଗିର କ୍ରାନ୍ତି ଦିବସ ଉତ୍ସବ ପାଳନ କରାଯିବ
Read More...

ଅଶ୍ୱିନୀ-ଅବନୀଙ୍କ କାର୍ଟୁନ୍‌ ସର୍ବଭାରତୀୟସ୍ତରୀୟ ପ୍ରତିଯୋଗିତାରେ ପୁରସ୍କୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଛତିଶଗଡ ଏନ୍‌ଭାୟରମେଂଟ କନ୍‌ଜର୍‌ଭେସନ୍‌ ବୋର୍ଡ ସହଯୋଗରେ ରାୟପୁର(ଛତିଶଗଡ)ରୁ ପ୍ରକାଶିତ ପ୍ରତିଷ୍ଠିତ ମାସିକ କାର୍ଟୁନ୍‌ ପତ୍ରିକା ‘କାର୍ଟୁନ୍‌ ଓା୍ୱଚ୍‌’ର ଆବାହକତ୍ୱରେ ସଂପ୍ରତି ଅନୁଷ୍ଠିତ ଏକ ସର୍ବଭାରତୀୟ କାର୍ଟୁନ୍‌ ପ୍ରତିଯୋଗିତାରେ ଓଡିଶାର ବହୁ
Read More...

ଟ୍ରେନିଂ ଗଲେ ତହସିଲଦାର, ଡେଲାଙ୍ଗ ବିଡ଼ିଓଙ୍କୁ ଅତିରିକ୍ତ ଦାୟିତ୍ୱ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଡେଲାଙ୍ଗର ତହସିଲଦାରଙ୍କୁ ପ୍ରାଶାସନିକ ପ୍ରଶିକ୍ଷଣ ନେବା ପାଇଁ ସରକାରୀ ଆଦେଶ ମିଳିବା ପରେ ତାଙ୍କ ସ୍ଥାନରେ ଡେଲାଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଥିବା ଜଣାପଡିଛି ।ମିଳିଥିବା ସୂଚନା ଅନୁଯାୟୀ,
Read More...

ବର୍ଣ୍ଣାଢ୍ୟ ପଟୁଆରରେ ଦେବୀଙ୍କ ଘଟଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରରେ ବର୍ଣ୍ଣାଢ୍ୟ ସାମାରୋହରେ ଉତ୍ସବମୁଖର ହୋଇଉଠିଥିବା ଠାକୁରାଣୀ ଯାତ୍ରା ସୋମବାର ସନ୍ଧ୍ୟାରେ ଶେଷ ଘଟଯାତ୍ରା ଭାବେ ସୀତାରାମପଲ୍ଲୀ ଗ୍ରାମକୁ ଦେବୀଙ୍କ ଆଗମନ ହେଉଅଛି । ଶେଷ ଘଟଯାତ୍ରା ଅବସରରେ ବିଭିନ୍ନ
Read More...