Daily Archives

ନିରଞ୍ଜନ ଭୋଇ ଉଚ୍ଚ ବିଦ୍ୟାଳୟ ଖୁଣ୍ଟସମଲାଇକୁ ମିଳିଲା ପ୍ରକୃତି ମିତ୍ର ପୁରସ୍କାର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଖୁଣ୍ଟସମଲାଇ ବେଲପଡା ବ୍ଲକ ସୁଲେକେଲା, ଖପ୍ରାଖୋଲ ବ୍ଲକ ଜୁରିଆ ଆଦି ପଞ୍ଚାୟତ ଖୁଣ୍ଟସମଲାଇ ଗ୍ରାମର ନିରଞ୍ଜନ ଭୋଇ ଉଚ୍ଚ ବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ପ୍ରକୃତି ମିତ୍ର ୨୦୨୨ ପୁରସ୍କାର ମିଳିଛି । ଏଥିରେ
Read More...

ନାନ୍ଦୁପଲାଠାରେ ବିଶ୍ୱ ପରିବେଶ ଦିବସ ପାଳନ ସହ ବୃକ୍ଷ ରୋପଣ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ହରିଶଙ୍କର ରେଞ୍ଜ ନାନ୍ଦୁପଲାଠାରେ ବିଶ୍ୱ ପରିବେଶ ଦିବସ ଗତକାଲି ପାଳିତ ହୋଇଯାଇଛି । ହରିଶଙ୍କର ରେଞ୍ଜ ଅଧିକାରୀ ଗିରିଧାରୀ ନାଗଙ୍କ ଆହ୍ଵାନ କ୍ରମେ ଆୟୋଜିତ କାର୍ଯ୍ୟକ୍ରମରେ ଆମ ଜଙ୍ଗଲ ଯୋଜନା ଟିମ୍‌ ଲିଡ଼ର ସଞ୍ଜୀବ
Read More...

ବିଶ୍ୱ ପରିବେଶ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ

ପାଟଣାଗଡ, (ଗେରେଖନାଥ ବରିହା) : ପାଟଣାଗଡ ବ୍ଲକ ଲରମ୍ଭା ଠାରେ ବିଶ୍ୱ ପରିବେଶ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ "କୋସଲି ଡେରା" ପାଟଣାଗଡ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲରମ୍ଭା ଥାନା ସବ ଇନିସପେକ୍ଟର ଅନନ୍ତ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ
Read More...

ଜମୁନା ନଳକୂପ ଖନନ କରୁଥିବା ସମୟରେ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ

ତୁରେକେଲା, (କୈଳାଶ ସଗ୍ରିଆ) : ଜମୁନା ନଳକୂପ ଖନନ କରୁଥିବା ସମୟରେ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗତକାଲି ଜମୁନା ନଳକୂପ ଖନନ କରୁଥିବା ସମୟରେ ଗୌତମ କୁମାର(୩୨)ଙ୍କ ଅଚାନକ ମୃତ୍ୟୁ ହୋଇଯାଇଛି । ତେବେ ମୃତ୍ୟୃର କାରଣ ଅସ୍ପଷ୍ଟ ଥିବା ବେଳେ ତାଙ୍କ
Read More...

କବି ସୁଶାନ୍ତ କୁମାର ନାୟକଙ୍କ ‘ଭିନ୍ନ ଏକ ପୃଥିବୀ’ ପୁସ୍ତକ ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) କବି ସୁଶାନ୍ତ କୁମାର ନାୟକଙ୍କ ଦ୍ୱିତୀୟ କବିତା ସଂକଳନ ପୁସ୍ତକ 'ଭିନ୍ନ ଏକ ପୃଥିବୀ' ଗତକାଲି ଧାମରା ସଂଘ ଠାରେ ଲୋକାର୍ପିତ ହୋଇଯାଇଛି । କବି ଶ୍ରୀ ନାୟକଙ୍କ ଆବାହକତ୍ୱ ଓ ଅଙ୍ଗୁରବାଳା ପରିଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାମୁଖ୍ୟ ଭାବେ
Read More...

ବିଜେପି ପକ୍ଷରୁ ହିତାଧିକାରୀ କୃଷକ ସମାବେଶ ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଜଗଦଲପୁର ମଣ୍ଡଳ ଦେଏତି ଗ୍ରାମର ଆମ୍ବ ତୋଟାରେ ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ହିତାଧିକାରୀ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜଗଦଲପୁର ମଣ୍ଡଳ ସଭାପତି ହରେକୃଷ୍ଣ ପଟେଲଙ୍କ
Read More...

ବୈଶାଖୀ କବିତା ଆସର ଓ ଉନ୍ମୋଚନ ପର୍ବ ଅ’ପତ୍ରିକା ଓ ପେଞ୍ଜୋରାଣୀର ଉନ୍ମୋଚନ

ମ.ରାମପୁର, (ହେମନ୍ତ ସାହୁ) : ପ୍ରାକୃତିକ ପରିବେଶ ଭରା ଶାନ୍ତିବନରେ ଅ'ପତ୍ରିକା ଦ୍ୱାରା ବୈଶାଖୀ କବିତା ଆସର ଓ ପତ୍ରିକା ଉନ୍ମୋଚିତ ପର୍ବ ଯୁଗ୍ମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ ସାହିତ୍ୟିକ ତଥା ସାମ୍ବାଦିକ ହେମନ୍ତ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗାଦେଇ ଅନ୍‌ଲାଇନ ପତ୍ରିକାର
Read More...

ପିପି ଏକାଡେମୀ ପ୍ରେକ୍ଷାଳୟରେ ବିଶ୍ୱ ପରିବେଶ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପିପି ଏକାଡେମୀ ପ୍ରେକ୍ଷାଳୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏକମାତ୍ର ପୃଥିବୀ ପ୍ରସଙ୍ଗକୁ ନେଇ ପରିବେଶ ଦିବସ କରାଯାଉଥିବାରୁ ଆଗାମୀ ପୀଢି ବଂଶଧରମାନଙ୍କ ପାଇଁ ମାଟି, ପାଣି ଓ ପବନକୁ ପ୍ରଦୂଷଣ ମୁକ୍ତ ରଖିବା ସମସ୍ତଙ୍କ କର୍ତ୍ତବ୍ୟ
Read More...

ସତ୍ୟସାଇ ସେବା ସଂଗଠନ ତରଫରୁ ଅମୃତ ବିନ୍ଦୁ କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : ସତ୍ୟସାଇ ସେବା ସଂଗଠନ ତରଫରୁ ଆଜି ମ.ରାମପୁର ସତ୍ୟସାଇ ସେବା ସମିତିଠାରେ ଅମୃତ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସତ୍ୟସାଇ ସେବା ସଂଗଠର କଳାହାଣ୍ଡି ଜିଲ୍ଲା ସଭାପତି ବେଣୁଧର କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ରକ୍ତ ଦାନ
Read More...

ମୋହନଗିରୀ ଧବଳେଶ୍ଵର ପୀଠରେ ଶିବ ବିବାହ ଉତ୍ସବ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ମୋହନଗିରି ଧବଳେଶ୍ୱର ପୀଠଠାରେ ଶିବ ବିବାହ ଉତ୍ସବ ତିନି ଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଛି । ବର ପିତା ଭାବରେ ସୁରେଶ ମିଶ୍ର ସପତ୍ନୀକ ଏଵଂ କନ୍ୟା ପିତା ଭାବରେ ବିଷ୍ଣୁ ପ୍ରସାଦ ମହାପାତ୍ର ସପତ୍ନୀକ
Read More...