ମୀନାବଜାର ନିକଟରୁ ୨ ଘଣ୍ଟା ଭିତରେ ୫୫ଟି ମୋବାଇଲ ଚୋରି ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ କୋଶଳ କଳା ମଣ୍ଡପ ଠାରେ ଚାଲୁଛି ମିନା ବଜାର । ମୀନାବଜାରର ମଜା ନେବା ପାଇଁ ହଜାର ହଜାର ଲୋକଙ୍କ ଭିଡ ଜମିଥିବା ବେଳେ ଏହି ଭିଡର ସୁଯୋଗ ନେଇ ମାତିଛନ୍ତି ମୋବାଇଲ ଚୋର ବୋଲି ବିଳମ୍ବିତ ରାତ୍ରୀରେ ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ!-->…
Read More...
Read More...