Daily Archives

ବଲାଙ୍ଗିର ଦିନ୍‌ କମିଟି ତରଫରୁ ବିଶ୍ଵ ପରିବେଶ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଦିନ୍‌ କମିଟି ତରଫରୁ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ସମ୍ମାନୀତ ଅତିଥି ଭାବେ ପୌରପରିକ୍ଷଦ ଅଧ୍ୟକ୍ଷା ଲିକା ସାହୁ, ମୁଖ୍ୟବକ୍ତା ଭାବେ ହେମନ୍ତ ପଣ୍ଡା,
Read More...

ବିଶ୍ଵ ପରିବେଶ ଦିବସରେ ସଚେତନତା ବାର୍ତ୍ତା ଦେଲେ ବଲାଙ୍ଗିର ୟୁଥ୍ ଏକ୍ସନ କମିଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳ ୯ଟା ସମୟରେ ବଲାଙ୍ଗିର ୟୁଥ୍ ଏକ୍ସନ କମିଟି ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶ୍ଵ ପରିବେଶ ଦିବସ ପାଳନ ଓ ଲୋକମାନଙ୍କୁ ବୃକ୍ଷ (ଚାରା) ବଣ୍ଟନ ସହ ସଚେତନତା ବାର୍ତ୍ତା ଦିଆଯାଇଥିଲା । ବଲାଙ୍ଗିରରେ ବଢୁଥିବା ଉତ୍ତାପକୁ
Read More...

ହରିଶଙ୍କରର ମା’ ବିନ୍ଧ୍ୟବାସିନୀ ମନ୍ଦିରରେ ଶୀତଳ ଷଷ୍ଠୀ ଓ ଶିବ ବିବାହ ଉତ୍ସାହ ଉଦ୍ଦୀପନାର ସହ ସମ୍ପନ୍ନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ହରିଶଙ୍କର ଐତିହାସିକ ତୀର୍ଥ ପୀଠଠାରେ ସର୍ବ ଭାରତୀୟ ବିନ୍ଧ୍ୟଗିରୀବାସୀ ବିଂଝାଲ ସମାଜ ପକ୍ଷରୁ ଶୀତଳ ଷଷ୍ଠୀ ଓ ଶିବ ବିବାହୋତ୍ସବ ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ ହୋଇଯାଇଛି । ଜୁନ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି
Read More...

ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ଜଳଧର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ରା ବ୍ଲକ ସହ ଶିକ୍ଷାଧିକାରୀ ସତ୍ୟଭାମା ବେହେରା ମୁଖ୍ୟଅତିଥି,
Read More...

ଯୁବ ହଷ୍ଟେଲସର ବିଶ୍ୱ ପରିବେଶ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଯୁବ ହଷ୍ଟେଲସ ରାଉରକେଲା ଶାଖା ଆନୁକୂଲ୍ୟରେ ତଥା ଭାରତ ସ୍କାଉଟ ଓ ଗାଇଡ ରାଉରକେଲା ଜିଲ୍ଲାର ସହଯୋଗରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ ସାମୁହିକ ପଦଯାତ୍ରା ଆମ୍ବାଗାନ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ
Read More...

ଜିଲ୍ଲା ଜୁନିଅର ରେଡକ୍ରସ ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ଜୁନିଅର ରେଡକ୍ରସ ଆନୁକୂଲ୍ୟରେ ସ୍ଥାନୀୟ ଜୟ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟଠାରେ ଜୁନିଅର ରେଡକ୍ରସ ୟୁନିଟ ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ଲୋକନାଥ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ
Read More...

ଲୁହାସିଂହା କୃଷି ସମବାୟ ସମିତି ନିର୍ବାଚନରେ ୧୪ଟି ନିର୍ଦ୍ଦେଶକ ପଦବୀ ପାଇଁ ଜଣେ ଲେଖାଏଁ ନାମାଙ୍କନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲୁହାସିଂହା ପ୍ରାଥମିକ କୃଷି ସମବାୟ ସମିତି ନିର୍ବାଚନର ନିର୍ଦ୍ଦେଶକ ପଦବୀ ପାଇଁ ଶୁକ୍ରବାର ଦିନ ନାମାଙ୍କନ ପତ୍ର ଦାଖଲର ଶେଷ ହୋଇଯାଇଛି । ଏହି ସମବାୟ ସମିତିରେ ୧୫ଟି ନିର୍ଦ୍ଦେଶକ ପଦବୀ ଥିବାବେଳେ ୧୪ ଟି ନିର୍ଦ୍ଦେଶକ
Read More...

ବିଶ୍ଵ ପରିବେଶ ଦିବସର ମହତ୍ତ୍ଵକୁ ବୁଝିଥିବା ଗାଁ ନାଗଫେଣା

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକର ଯୁବା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଣ ପାହାଡ ଘେରା ଏକ ଆଦିବାସୀ ବହୁଳ, ୨ଶହ ପରିବାର ବିଶିଷ୍ଟ ଗାଁ ନାଗଫେଣା ଗ୍ରାମରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ଭୋଜରାଜ ସିଂ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଫିରିଙ୍ଗିମାଲକୁ ପ୍ରକୃତି ମିତ୍ର ପୁରସ୍କାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଫିରିଙ୍ଗିମାଲକୁ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ପ୍ରକୃତି ମିତ୍ର ୨୦୨୨ ପୁରସ୍କାର ମିଳିଛି । ଏଥିରେ ସଂପୃକ୍ତ ବିଦ୍ୟାଳୟକୁ ଏକ ମାନପତ୍ର ସହ କୋଡ଼ିଏ ହଜାର ଟଙ୍କା
Read More...

ସଙ୍ଗୁରଜିଭଟା ଗାଁର ଏକ କୂଅରୁ ମାଙ୍କଡକୁ ଉଦ୍ଧାର କଲା ବନ ବିଭାଗ ନେଇ ସୂଚନା ଦେଲେ ଡିଏଫ୍‌ଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲାଠୋର ରେଞ୍ଜ ଅନ୍ତର୍ଗତ ସଙ୍ଗୁରଜିଭଟା ଗାଁର ଏକ କୂଅରେ ଗୋଟିଏ ମାଙ୍କଡ ପଡି ଯାଇ ଦୀର୍ଘ ସମୟ ଧରି ଫସି ରହି କଷ୍ଟ ପାଉଥିଲା । ତେବେ ସ୍ଥାନୀୟ ଲୋକେ ମାଙ୍କଡକୁ ଦେଖି ସଙ୍ଗେ ସଙ୍ଗେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଲାଠୋର ରେଞ୍ଜର
Read More...