Daily Archives

ଟାଇକୋଣ୍ଡୋ ଜାତୀୟସ୍ତରୀୟ ନିମନ୍ତେ ଗଞ୍ଜାମର ରୁଦ୍ର ନାରାୟଣ ବେହେରା ମନୋନୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୨୦୨୨ ଗତ ମାର୍ଚ୍ଚ ମାସ ୧୬ ଓ ୧୭ ତାରିଖରେ ବାଙ୍ଗାଲୋର ସ୍ଥିତ ସ୍ପୋର୍ଟସ ଓଥୋରିଟି ଅଫ ଇଣ୍ଡିଆର ନେସନାଲ ସେଣ୍ଟର୍ ଅଫ ଏକ୍ସଲେନ୍ସ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଟାଇକୋଣ୍ଡୋ ଭାରତ ଦଳ ପାଇଁ ଚୟନ ପ୍ରକ୍ରିୟା ହୋଇଥିଲା । ସେଥିରେ ଓଡ଼ିଶାର ଗଞ୍ଜାମ
Read More...

ଦପଲାରେ ନିଆଁଲାଗି ମୂଲ୍ୟବାନ ଗଛ ନଷ୍ଟ

କଣ୍ଟାମାଲ, (ମମତା ମହାକୁର) : କଣ୍ଟାମାଲ ବ୍ଲକ ଦପଲା ଗ୍ରାପର ଦପଲା ଗାଁର ବିନୋଦ ବିହାରୀ ପ୍ରଧାନଙ୍କ ବାଡ଼ିପଟେ ପାଳଗଦା କୌଣସି କାରଣରୁ ନିଆଁଲାଗି ଯିବାରୁ ବଡ଼ ବଡ଼ ପାଳଗଦା ଦୁଇଟି ଭସ୍ମୀଭୂତ ହୋଇଯିବା ସହ ମୂଲ୍ୟବାନ ବାଉଁଶ ଓ ସାବୁଆନ ଗଛରେ ନିଆଁ ଲାଗି ଯିବା ଯୋଗୁଁ ଶତାଧିକ ଗଛ ନଷ୍ଟ
Read More...

ସମାଜସେବୀ ଟଙ୍କଧର ସାହୁଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମହାଲକ୍ଷ୍ମୀ ନଗରର ସମାଜସେବୀ ଟଙ୍କଧର ସାହୁ(୮୪)ଙ୍କ ପରଲୋକ ହୋଇଯାଇଛି । ମୂଳନିବାସୀ ଆଗଲପୁର ନଅଗାଁ(କ) ପଂଚାୟତ ଅନ୍ତର୍ଗତ ଡୁଡୁକାମୁଣ୍ଡା ସ୍ୱର୍ଗତ ସାହୁ ଜଣେ ସମାଜସେବୀ ତଥା ଶିକ୍ଷାର ପ୍ରଚାର ପ୍ରସାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ।
Read More...

ବିଶ୍ୱ ପର୍ଯ୍ୟାବରଣ ଦିବସରେ ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ବିଶ୍ୱ ପର୍ୟ୍ୟାବରଣ ଦିବସରେ ବିଶ୍ୱର ପରିବେଶ ସୁରକ୍ଷା ଏବଂ ମାନବ ସମାଜକୁ ସୁରକ୍ଷା ଦେବାପାଇଁ ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଓଡ଼ିଶା ତଥା ଓଡ଼ିଶା ବାହାରର ବିଭିନ୍ନ ସ୍ଥାନ ଯଥା ଭୁବନେଶ୍ୱରର ମା' ଶିଖରଚଣ୍ଡୀ ମନ୍ଦିର ପାଦଦେଶ ବଗିଚା, ସପ୍ତମ
Read More...

ପୁଇଁନ୍ତଲା ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୁଲ୍ୟରେ ଗଇଁନ୍ତଲା ଉନ୍ନିତ ଉଚ୍ଚ ବିଦ୍ୟାଳୟଠାରେ ପୁଇଁନ୍ତଲା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ସହଯୋଗିତାରେ ୧୫ ଟି କ୍ଲଷ୍ଟର ଛାତ୍ରଛାତ୍ରୀଙ୍କୁ ନେଇ ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି
Read More...

ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର ଛାତ୍ରଙ୍କ କୃତିତ୍ୱ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାର ମେଗା ନର୍ସରୀଠାରେ ବିଶ୍ୱ ପରିବେଶ ସୁରକ୍ଷା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ କବିତା ଲିଖନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏଥିରେ ବଲାଙ୍ଗିର ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର ଛାତ୍ର ଶ୍ରୀୟାଂଶ ସ୍ୱାଇଁ ପ୍ରଥମ ସ୍ଥାନ ଅଧିକାର
Read More...

ପ୍ରକୃତି ବନ୍ଧୁ ପୁରସ୍କାର ପାଇଲେ ସାମ୍ବାଦିକ ସୁଧୀର କୁମାର ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରକୃତି ବନ୍ଧୁ ପୁରସ୍କାର ପାଇଛନ୍ତି ବରିଷ୍ଠ ସାମ୍ବାଦିକ ସୁଧୀର କୁମାର ମିଶ୍ର । ପରିବେଶ ସୁରକ୍ଷା ପାଇଁ ସେ ପ୍ରାୟ ୧୦ ବର୍ଷରୁ ଉଦ୍ୟମରତ । ବଲାଙ୍ଗିର ସହର ମଧ୍ୟରେ ଥିବା ପୁରୁଣା ଗଛ ଗୁଡ଼ିକ ରାସ୍ତା ପ୍ରଶସ୍ତିକରଣ ଯୋଗୁଁ କଟା ଯାଉଥିବା ବେଳେ ସେ ଏହାର
Read More...

ଟୁକୁନି ସାହୁ ହେଲେ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ

ଭୁବନେଶ୍ୱର : ପୂର୍ବରୁ ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି ଦାୟିତ୍ୱରେ ଥିବା ମନ୍ତ୍ରୀ ଟୁକୁନି ସାହୁ ଏବେ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ଅନୁସାରେ ତାଙ୍କୁ ନୂତନ
Read More...

ବଦଳିଲା ନାହିିଁ ନବକିଶୋର ଦାସଙ୍କ ବିଭାଗ, ପୁଣି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହେଲେ

ଭୁବନେଶ୍ୱର : ନବୀନଙ୍କ ନୂଆ ଟିମ୍‌ରେ ପୁଣି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ପାଇଛନ୍ତି ନବକିଶୋର ଦାସ । ସମସ୍ତ ଦିଗ ପ୍ରତି ନଜର ରଖାଯାଇ ନୂତନ ଭାବେ ଗଢ଼ାଯାଇଥିବା ନବୀନଙ୍କ ଟିମ୍‌ରେ କିଛି ନୂଆଁ ଚେହେରା ଦେଖିବାକୁ ମିଳିଥିବା ବେଳେ ମହିଳାମାନଙ୍କୁ ମଧ୍ୟ ବିଶେଷ
Read More...

ନବୀନଙ୍କ ନୂଆ ଟିମ୍‌ : କିଏ ପାଇଲେ କେଉଁ ବିଭାଗ….

ଭୁବନେଶ୍ୱର : ନବୀନଙ୍କ ନୂଆ ଟିମ୍‌ରେ କିଏ କେଉଁ ବିଭାଗ ପାଇଲେ ଆସନ୍ତୁ ଜାଣିନେବା । କ୍ୟାବିନେଟ ପାହ୍ୟାରେ ଜଗନ୍ନାଥ ସାରକା - ଆଇନ, ଆଦିବାସୀ କଲ୍ୟାଣ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ, ନିରଞ୍ଜନ ପୂଜାରୀ- ଅର୍ଥ ଓ ସଂସଦୀୟ ବ୍ୟାପାର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ- କୃଷି ଓ କୃଷକ
Read More...