pakka

ବଦଳିଲା ନାହିିଁ ନବକିଶୋର ଦାସଙ୍କ ବିଭାଗ, ପୁଣି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହେଲେ

bbehera

ଭୁବନେଶ୍ୱର : ନବୀନଙ୍କ ନୂଆ ଟିମ୍‌ରେ ପୁଣି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ପାଇଛନ୍ତି ନବକିଶୋର ଦାସ । ସମସ୍ତ ଦିଗ ପ୍ରତି ନଜର ରଖାଯାଇ ନୂତନ ଭାବେ ଗଢ଼ାଯାଇଥିବା ନବୀନଙ୍କ ଟିମ୍‌ରେ କିଛି ନୂଆଁ ଚେହେରା ଦେଖିବାକୁ ମିଳିଥିବା ବେଳେ ମହିଳାମାନଙ୍କୁ ମଧ୍ୟ ବିଶେଷ ଦୃଷ୍ଟି ଦିଆଯାଇଛି । କିଛି ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ ହୋଇଥିଲେ ମଧ୍ୟ ନବକିଶୋର ଦାସଙ୍କ ବିଭାଗ ପରିବର୍ତ୍ତନ ହୋଇନାହିିଁ ।

jay balangir
Leave A Reply

Your email address will not be published.

five × four =