Daily Archives

ଘୋରଡିଆରେ ଶିବ ଓ ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀଜିଲ୍ଲା ଡେଲାଙ୍ଗ ବ୍ଲକରେ ଥିବା ସମସ୍ତ ଶିବମନ୍ଦିରରେ ପ୍ରତିବର୍ଷଭଳି ଚଳିତବର୍ଷ ଆନନ୍ଦ ଉଲ୍ଲାସର ସହ ଶିବବିବାହ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସାଊରିଆ ପଂଚାୟତ ଅନ୍ତର୍ଗତ ଘୋରଡିଆ (ସାଊରିଆ)ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ସୋମନାଥ
Read More...

ଗଞ୍ଜେଇ ଜବତ, ୩ ଗିରଫ

କଣ୍ଟାମାଳ, (ମମତା ମହାକୁର) : ଗଞ୍ଜେଇ ଚାଲାଣ ସଂପର୍କରେ ଖବର ପାଇ କଣ୍ଟାମାଳ ପୁଲିସ ତିଲକାମାଲ ଛକରେ ଜଗି ରହିଥିଲା । କାର୍‌(ସିଜି ୦୪ କେଏଚ୍‌ ୦୯୯୯)କୁ ଅଟକାଇ ତନଖି କରିଥିଲା । ଗାଡିରୁ ୩୩କେଜି ୨୦୦ଗ୍ରାମ ଗଞ୍ଜେଇ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନେ
Read More...

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍‌ ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନ ସମ୍ବିଳନୀ କକ୍ଷରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍‌ ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ମଧୁସୂଦନ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
Read More...

ଆଜି ବିଶ୍ୱ ପରିବେଶ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପରିବେଶ ସୁରକ୍ଷା ଜୀବନ ରକ୍ଷା । ଆଜି ବିଶ୍ୱ ପରିବେଶ ଦିବସ । ପ୍ରତିବର୍ଷ ଜୁନ୍‌ ମାସ ୫ ତାରିଖ ଦିନକୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯାଏ । ଆମ ପୃଥିବୀକୁ ବିଶ୍ୱତାପନରୁ ରକ୍ଷା କରିବା ପାଇଁ, ପରିବେଶକୁ ସବୁଜିମାରେ ପୂର୍ଣ୍ଣ କରିବା ପାଇଁ ଓ ପରିବେଶର
Read More...

ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଘଟଣା : ୨ ଅଭିଯୁକ୍ତ ଗିରଫ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ମାଧପୁର ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଘଟଣାରେ ୨ ଜଣ ଅଭିଯୁକ୍ତ ଗିରଫ । ସୂଚନା ଅନୁଯାୟୀ, ଗତ ଶୁକ୍ରବାର ରାତିରେ ମାଧପୁର ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ମୁଖ୍ୟ ଗେଟ୍‌ର ତାଲା କାଟି ବ୍ୟାଙ୍କର ୧ ଲକ୍ଷ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ମଧ୍ୟରେ ୨ ଜଣ ରହିଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ
Read More...

ସୁଖମୟ ଜୀବନ ପାଇଁ ମହିଳାମାନେ ଏହି ଦିଗ ଉପରେ ନଜର ଦିଅନ୍ତୁ

ସୁଶ୍ରୀ ସ୍ନେହଲତା ମନରେ ସବୁବେଳେ ପରିବାର ଚିନ୍ତା । ନିକଟତମ ଏବଂ ପ୍ରିୟଜନଙ୍କ ପ୍ରତ୍ୟେକ ସୁଖ ଏବଂ ଆବଶ୍ୟକତାର ଯତ୍ନ ! କିନ୍ତୁ ଏଭଳି ଉତ୍ସାହ ସହିତ ନିଜ ପାଇଁ କେବେ ଭାବୁଛନ୍ତି କି ? ଆମକୁ ମନେ ରଖିବାକୁ ହେବ ଯେ, ଜୀବନ ଯାତ୍ରାରେ ନିଜର ମଧ୍ୟ ଯତ୍ନର ଆବଶ୍ୟକ ରହିଛି । ଜୀବନ
Read More...

ଚନ୍ଦ୍ରଗିରି ଜଙ୍ଗଲରୁ ଦନ୍ତାହାତୀ କଙ୍କାଳ ଉଦ୍ଧାର ଘଟଣାରେ ଗାର୍ଡ ଓ ଫରେଷ୍ଟର ନିଲମ୍ଵିତ

ଆଠଗଡ଼ : ଆଠଗଡ଼ ବଡ଼ମ୍ବା ବନାଞ୍ଚଳ ଚନ୍ଦ୍ରଗିରି ଜଙ୍ଗଲରୁ ଦନ୍ତାହାତୀ କଙ୍କାଳ ମିଳିବା ଘଟଣାର ଖବର ପ୍ରସାରଣ ପରେ ନିଲମ୍ୱିତ ହେଲେ ଗାର୍ଡ ଓ ଫରେଷ୍ଟର । ଗୋପପୁର ସେକ୍ସନର ଫରେଷ୍ଟର ପ୍ରଦୀପ ପରିଡା ଓ ବିଟ ଗାର୍ଡ ତନ୍ମୟ ବେହେରାଙ୍କୁ ଆଠଗଡ଼ ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଯାଦବ ନିଲମ୍ୱିତ
Read More...

ନଳକୂପ ବିହୀନ ମଘାମରା ଗାଁର ରୁଗୁଡିପଡା

ପାଟଣାଗଡ, (ଗୋରେଖନାଥ ବରିହା) : ଦୀର୍ଘ ୩୦ ବର୍ଷରୁ ଅଧିକ ଦିନଧରି ପ୍ରାୟ ୧୦ ପରିବାର ବସବାସ କରିଆସୁଥିଲେ ମଧ୍ୟ ପାନୀୟ ଜଳର ସୁବିଧା ଅଛି ନାଁ ବିଦ୍ୟୁତ, ନାଁ ପଡ଼ାକୁ ଭଲ ରାସ୍ତା ଟିଏ ଅଛି । ଯାହାଫଳରେ କି ପଡ଼ାବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବର୍ତ୍ତମାନର ଡିଜିଟାଲ
Read More...

କାଳବୈଶାଖୀରେ ଭାଙ୍ଗିଲା ଗଛ, ଉଡିଲା ଆଜବେଷ୍ଟସ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ କାଳବୈଖାଖୀ ପ୍ରଭାବରେ ଜୋରରେ ପବନ ବହିବାରୁ ବହୁ ବଡ ବଡ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଯାଇଥିଲା । ଏପରିକି ପବନରେ ବହୁ ଘରର ଚାଲ ଛପର ସହ ଆଜବେଷ୍ଟସ ଉଡିଯାଇଛି । ବଙ୍ଗୋମୁଣ୍ଡାରେ କାଳବୈଶାଖୀ ପ୍ରଭାବରେ ଜୋରରେ ପବନ
Read More...