om academy

ବଲାଙ୍ଗିର ଦିନ୍‌ କମିଟି ତରଫରୁ ବିଶ୍ଵ ପରିବେଶ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଦିନ୍‌ କମିଟି ତରଫରୁ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ସମ୍ମାନୀତ ଅତିଥି ଭାବେ ପୌରପରିକ୍ଷଦ ଅଧ୍ୟକ୍ଷା ଲିକା ସାହୁ, ମୁଖ୍ୟବକ୍ତା ଭାବେ ହେମନ୍ତ ପଣ୍ଡା, ସାମ୍ୱାଦିକ ବିରେନ୍ଦ୍ର ଝାଙ୍କର୍ ଓ ଅରୁଣ ମିଶ୍ର, ସଭାପତି ଜୟକୃଷ୍ଣ ମିଶ୍ର ମଞ୍ଚାସୀନ ଥିଲେ । ପ୍ରଶାନ୍ତ ମହାକୁର ସ୍ଵାଗତ ଭାଷଣ ଦେଇଥିବା ବେଳେ ଅର୍ଜୁନ ସାହୁ ସଭା ସଂଯୋଜନା କରିଥିଲେ ।

Leave A Reply

Your email address will not be published.

eighteen − 15 =