ମନରେଗା ଶ୍ରମ ଦିବସ ସୃଷ୍ଟି କରି ମ. ରାମପୁର ବ୍ଲକରେ ଅଲାତରା ଗ୍ରାମ ପଞ୍ଚାୟତ ପାଇଲା ଶ୍ରେଷ୍ଠ ପୁରସ୍କାର
କଳାହାଣ୍ଡି, ( ପି. କେ. ସାହୁ) କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକରେ ମୋଟ ୧୯ ଗୋଟି ଗ୍ରାମ ପଞ୍ଚାୟତ ମଧ୍ୟରେ ଅଲାତରା ଗ୍ରାମ ପଞ୍ଚାୟତକୁ ଆର୍ଥିକ ବର୍ଷ ୨୦୨୧-୨୨ ମନରେଗା ଯୋଜନାରେ ପଞ୍ଚାୟତର ୭୭୦ ଗୋଟି ଜବକାର୍ଡ ଥିବା ପରିବାରର ୧୪୭୩ ଜଣଙ୍କ ପାଇଁ ୬୯୩୦୦ ଦିନ ଶ୍ରମ ଦିବସ ସୃଷ୍ଟି!-->…
Read More...
Read More...