Monthly Archives

March 2022

ବର୍ଣ୍ଣାଳି ସଂଗଠନର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାର ଏକ ଅଗ୍ରଣୀ କଳା ଓ ସାମାଜିକ-ସାଂସ୍କୃତିକ ସଂଗଠନ ‘ବର୍ଣ୍ଣାଳି’ର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଶ୍ରମିକ ମଙ୍ଗଳ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରିଥିଲେ ସଭାପତି ପ୍ରଭାକର ମିଶ୍ର, ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ
Read More...

ଯୁଧିଷ୍ଟିର ମିଶ୍ର ସ୍ମାରକୀ ମିଷ୍ଟର ଓଡିଶା ୨୦୨୨ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା : ସ୍ଥାନୀୟ ପ୍ରତିଯୋଗୀ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସାମ୍ବାଦିକ ଭବନଠାରେ ଜିଲ୍ଲା ଏମେଚର ବଡି ବିଲ୍ଡର୍ସ ଏସୋସିଏସନ୍‌ ତରଫରୁ ଆସନ୍ତା ଅପ୍ରେଲ ଦୁଇ ଓ ତିନି ତାରିଖରେ ହେବାକୁ ଥିବା ଯୁଧିଷ୍ଟିର ମିଶ୍ର ସ୍ମାରକୀ ୧୯ତମ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
Read More...

ବର୍ଷାଙ୍କ ଶବ ସତ୍କାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସାଇ ମନ୍ଦିର ନିକଟ ରାସ୍ତାକଡରେ ଗତକାଲି ବୁଧବାର ଦିନ ସକାଳୁ ଝୁଲନ୍ତା ଅବସ୍ଥାରେ ଏକ ଯୁବତୀଙ୍କ ଶବ ଦେଖିବାକୁ ମିଳିଥିଲା ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ସାଜିଥିଲା । ତେବେ ବରଗଡ଼ ପୋଲିସ ଦ୍ୱାରା ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର
Read More...

ବିଜୁ ଜନତା ଦଳ ତରଫରୁ ପାଟଣା ମହାରାଜା ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଜୟନ୍ତୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଜୁ ଜନତା ଦଳ ତରଫରୁ ଆଜି ପୂର୍ବାହ୍ନରେ ପାଟଣା ମହାରାଜା ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ୧୧୧ତମ ଜୟନ୍ତୀ ପାଳନ ଉପଲକ୍ଷେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛକରେ ରହିଥିବା ପ୍ରତିମୂର୍ତ୍ତି ଓ ରାଜେନ୍ଦ୍ର ପାର୍କ
Read More...

ଏଚ୍‌ଆଇଭି, ଯକ୍ଷ୍ମା ଓ ରକ୍ତଦାନ ସଂର୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଦେଓଗାଁ, (କେପିଏନ୍‌ଏସ୍‌) : ନୂତନ ଭାରତର ପଞ୍ଚସ୍ତୋରୀତମ ସ୍ୱାଧୀନତା ପୂର୍ତ୍ତି ଅବସରରେ ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରେଡ଼ ରିବନ୍‌ କ୍ଲବ ତରଫରୁ ତୃତୀୟ ତଥା ଅନ୍ତିମ ପର୍ୟ୍ୟାୟରେ ଏଚ୍‌ଆଇଭି, ଯକ୍ଷ୍ମା ଓ ରକ୍ତଦାନ ସଂର୍ପର୍କିତ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ମୁଖ୍ୟ ରାସ୍ତା କଡ଼ରେ ପଡ଼ିଛି ପୋକମାଛି ଭଣ ଭଣ ଗାଈର ମୃତଦେହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡ଼ାର ମୁଖ୍ୟ ରାସ୍ତା କଡ଼ରେ ପଡ଼ିଛି ପୋକମାଛି ଭଣ ଭଣ ଗାଈର ମୃତ ଦେହ । ଗତକାଲି ରାତିରୁ କୌଣସି କାରଣବଶତଃ ଗାଈଟି ମରି ପଡ଼ିଥିବା ବେଳେ ଗାଈର ଶବକୁ କେହି ଉଠାଇନଥିବା ଦେଖିବାକୁ ମିଳିଛି । ଶାନ୍ତିପଡ଼ା ଛକରୁ ସିଆର୍‌ପିଏଫ୍‌ କାର୍ଯ୍ୟାଳୟ
Read More...

ଓପନ୍‌ ଫର୍‌ ଅଲ୍‌ ଫାଉଣ୍ଡେସନ୍‌ର ୫ ଦିନିଆ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଫୁଟବଲ ଖେଳକୁ ପ୍ରୋତ୍ସାହିତ କରିବା ତଥା ଗ୍ରାମାଞ୍ଚଳରୁ ପ୍ରତିଭାକୁ ଚିହ୍ନଟ କରିବା ପାଇଁ ନୂତନ କରି ଗଠନ ହୋଇଥିବା ଓପନ୍‌ ଫର୍‌ ଅଲ୍‌ ଫାଉଣ୍ଡେସନ୍‌ର ୫ଦିନିଆ ଫୁଟବଲ ପ୍ରତିଯୋଗିତା ଇସ୍ପାତ ଷ୍ଟାଡିୟମ ଠାରେ ଉଦ୍‌ଯାପିତ ହୋଇଯାଇଛି । ସୂଚନା ଯୋଗ୍ୟ ଯେ, ଗତ
Read More...

ନିଷ୍ଠା ପରିବାର ଓ ଶହୀଦ ରଞ୍ଜନ ଦାଶ ସ୍ମୃତି କମିଟି ତରଫରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ କିଛି ପରିମାଣରେ ଦୂର କରିବା ପାଇଁ ନିଷ୍ଠା ପରିବାରର ପ୍ରୟାସ ଜାରି ରହିଛି । ଶହୀଦ ରଞ୍ଜନ ଦାଶଙ୍କ ଷଷ୍ଠ ଶହୀଦ ବାର୍ଷିକି ପାଳନ ଅବସରରେ ନିଷ୍ଠା ପରିବାର ଓ ଶହୀଦ ରଞ୍ଜନ ଦାଶ ସ୍ମୃତି କମିଟି ଖଣ୍ଡହତା ବରଗଡ଼ର ମିଳିତ
Read More...

ଖଡ଼ିଆଳ ପୌର ପରିଷଦ ଅଧକ୍ଷ ରୂପେ ଦାୟିତ୍ୱ ନେଲେ ଉଜ୍ୱଳ ଗୁପ୍ତା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ପୌର ପରିଷଦ ଅଧକ୍ଷ ରୂପେ ଉଜ୍ଜ୍ୱଳ ଗୁପ୍ତା ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂଜା ଅର୍ଚ୍ଚନା କରି ଅଧ୍ୟକ୍ଷ ପଦର ଦାୟିତ୍ୱ ନେଇଛନ୍ତି ଉଜ୍ୱଳ ଗୁପ୍ତା । ପ୍ରଥମେ ଅଧକ୍ଷ କୋଠରୀ ସମ୍ମୁଖରେ ମୁଣ୍ଡିଆ ମାରି ଦାୟିତ୍ୱ ନେଇଥିଲେ ।
Read More...

ମୁଁ ଅକ୍ଷମ, ସରକାର ମୋତେ ସାହାଯ୍ୟ କରନ୍ତୁ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗମ୍ଭାରୀଗୁଡା ଗ୍ରାମର ଗରିବ ପାତ୍ରଙ୍କ ସାନପୁଅ ଚିତ୍ରସେନ ପାତ୍ର ବୟସ ୩୪ ପରିବାର କହିଲେ ତାଙ୍କ ତିନୋଟି ଝିଅ ଏବଂ ବଡ଼ଭାଇ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ପରିବାର ଓ ବୃଦ୍ଧ ବାପା ମା । ଦିନଥିଲା ଘରର ଆର୍ଥିକ ସ୍ଥିତିକୁ ସୁଧାର
Read More...