Monthly Archives

March 2022

ପୁଅର ଦୁର୍ଘଟଣା ଦୁଃଖରେ ମ୍ରିୟମାଣ ହୋଇ ସାମ୍ବାଦିକ ବାପା ହୃଦଘାତର ଶିକାର : ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି,…

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁଅର ଦୁର୍ଘଟଣା ଦୁଃଖରେ ମ୍ରିୟମାଣ ହୋଇ ସାମ୍ବାଦିକ ବାପା ହୃଦଘାତର ଶିକାର ହୋଇଥିବା ସୂଚନା ମିଳିଛି । ହୃଦଘାତର ଶିକାର ହୋଇଥିବା ବାପା କହିଛନ୍ତି ଯେ, ପ୍ରିୟ ଶୁଭେଚ୍ଛୁ ଓ ବନ୍ଧୁଗଣ, ମୋ ସାନପୁଅ ସୂର୍ଯ୍ୟକାନ୍ତର ବାଇକ ଦୁର୍ଘଟଣାରେ ଗୋଡଭାଙ୍ଗି
Read More...

ଘଟିବିରୀ ନିକଟରେ ହାତୀ ଶାବକର ମୃତଦେହ ଉଦ୍ଧାର

ଢେଙ୍କାନାଳ, (ତାପସ ଦାସ) : ଘଟିବିରୀ ନିକଟରେ ହାତୀ ଶାବକର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଶବ ବ୍ୟବଛେଦ ନିମନ୍ତେ ଓୟୁଏଟିକୁ ନମୂନା ପଠାଯାଇଥିବା ସୂଚନା ରହିଛି । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କୁହାଯାଇଛି । ମୃତକ ଶାବକର ବୟସ ୧.୫ରୁ ୨ବର୍ଷ ହୋଇଥିବା ସୂଚନା
Read More...

ବିଭତ୍ସ ହତ୍ୟାକାଣ୍ଡ : ଘରେ ପଶି ଶାଶୁ ବୋହୂଙ୍କୁ ଗଳାକାଟି ହତ୍ୟା

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ନୂଆପଡ଼ାରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ଆଜି ମଧ୍ୟାହ୍ନରେ ଘରେ ପଶି ଦୁଇ ଜଣ ଦୁର୍ବୃତ୍ତ ଶାଶୁ ପ୍ରେମଶିଳା ମେହେର ଏବଂ ବୋହୂ ଅମ୍ବିକା ମେହେରଙ୍କୁ ଗଳାକାଟି ହତ୍ୟା କରିଥିବା ମିଳିଥିବା ଖବରରେ କୁହାଯାଇଛି । ଘରେ ପୁରୁଷ ଲୋକେ
Read More...

ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ମାତୃ ବିୟୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ମହକୁମା ଛତ୍ରପୁରରେ ଅବସ୍ଥାପିତ ଅବସରପ୍ରାପ୍ତ ଡ଼ିଏସ୍‌ପି ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ମାତୃ ମାଣିକ୍ୟ ଦେବୀଙ୍କ ୮୮ ବର୍ଷ ବୟସରେ ଗତ ୨୯ ତାରିଖ ପ୍ରତ୍ୟୁଷ ୩ ଘଣ୍ଟା ୩୦ ମିନଟ୍‌ ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁଶଯ୍ୟା
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଯୁବକ ମୃତ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଫାଣ୍ଡି ଅଧିନ ବଜରାପୁର ଗାଁରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ମୃତ ଯୁବକ ଜଣକ ବଜରାପୁର ଗ୍ରାମର ବାବାଜୀ ମହାଳିକଙ୍କ ସାନପୁଅ ହେମନ୍ତ ମହାଳିକ ବୋଲି ଜଣାପଡିଛି । ସୂଚନାନୁଯାୟୀ, ବୁଧବାର ସନ୍ଧ୍ୟା ସମୟରେ
Read More...

ଏପ୍ରିଲ୍ ୨ରୁ ସକାଳୁଆ ସ୍କୁଲ୍

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ୍ ୨ରୁ ସକାଳୁଆ ସ୍କୁଲ୍ ଖୋଲାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରଥମରୁ ୮ମ ଶ୍ରେଣୀ ପିଲାଙ୍କ ପାଠପଢା ସକାଳ ୬.୩୦ରୁ ୧୦ଟା ପର୍ଯ୍ୟନ୍ତ ଏବଂ ୯ମ ଓ ୧୦ମ ଶ୍ରେଣୀ ପିଲାଙ୍କ
Read More...

ରାଜ୍ୟର ଚାଷ ଜମିରେ ଜଳସେଚନ ବ୍ୟବସ୍ଥାକୁ ସୁଦୃଢ କରିବା ସହ ଜଳ ସଂରକ୍ଷଣ ଦିଗରେ ଆଗକୁ ବଢିବା ପାଇଁ ୮,୫୨୩ କୋଟି…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ଚାଷ ଜମିରେ ଜଳସେଚନ ବ୍ୟବସ୍ଥାକୁ ସୁଦୃଢ କରିବା ସହ ଜଳ ସଂରକ୍ଷଣ ଦିଗରେ ଆଗକୁ ବଢିବା ପାଇଁ PeoplesBudgetOdisha2022ରେ ୮,୫୨୩ କୋଟି ଆବଣ୍ଟିତ ହୋଇଛି । ଗତ ବର୍ଷ ତୁଳନାରେ ଏଥିରେ ୨୩% ବୃଦ୍ଧି ହୋଇଥିବା ବେଳେ ‘ନଦୀ ଗର୍ଭ ଜଳସଂରକ୍ଷଣ ପ୍ରକଳ୍ପ’,
Read More...

ଚାଷ ଓ ଚାଷୀଙ୍କ ଉନ୍ନତିକୁ ପ୍ରାଥମିକତା ଦେଇ ଚଳିତ କୃଷି ବଜେଟରେ ୨୦,୩୪୪ କୋଟି ଆବଣ୍ଟିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚାଷ ଓ ଚାଷୀଙ୍କ ଉନ୍ନତିକୁ ପ୍ରାଥମିକତା ଦେଇ ଚଳିତ କୃଷି ବଜେଟରେ ରାଜ୍ୟ ସରକାର ଗତ ବର୍ଷ ତୁଳନାରେ ୧୭% ଅଧିକ ମୋଟ ୨୦,୩୪୪ କୋଟି ଆବଣ୍ଟିତ କରିଛନ୍ତି । ଏଥିରେ ପ୍ରମୁଖ କ୍ଷେତ୍ର ଭାବେ ‘କାଳିଆ’ ଯୋଜନା ପାଇଁ ୧,୮୭୪ କୋଟି ଓ ‘ଶସ୍ୟ ଉତ୍ପାଦନ ପରିଚାଳନା’
Read More...

ଓଡ଼ିଆ ଭାଷା, ସଂସ୍କୃତି ଏବଂ ଐତିହ୍ୟ କ୍ଷେତ୍ରର ବିକାଶ ପାଇଁ ୧୩୨ କୋଟି ଆବଣ୍ଟିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ପିପୁଲସ୍‌ ବଜେଟ ଓଡିଶା ୨୦୨୨ରେ ଓଡ଼ିଆ ଭାଷା, ସଂସ୍କୃତି ଏବଂ ଐତିହ୍ୟ କ୍ଷେତ୍ରର ବିକାଶ ପାଇଁ ୧୩୨ କୋଟି ଆବଣ୍ଟିତ ହୋଇଛି । ଏଥିରେ କଳାକାରମାନଙ୍କ ସାମାଜିକ ସୁରକ୍ଷା ପାଇଁ କଳାକାର ସହାୟତା ଯୋଜନାରେ ୪୬ କୋଟି ଏବଂ
Read More...

ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨,୦୦୦ କୋଟି ବ୍ୟୟବରାଦ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପିପୁଲ୍‌ ବଜେଟ୍‌ ଓଡିଶା ୨୦୨୨ରେ ମିଶନ ଶକ୍ତି ଅଧୀନ ବିଭିନ୍ନ କାର୍ଯ୍ୟକ୍ରମ ଲାଗି ୨,୦୦୦ କୋଟି ବ୍ୟୟବରାଦ ହୋଇଛି । ଏଥିରେ 'ମିଶନ ଶକ୍ତି' ଗୃହ ନିର୍ମାଣ ସହ ଏସ୍‌ଏଚ୍‌ଜି ସଦସ୍ୟାଙ୍କ ଆୟ ବୃଦ୍ଧିକୁ
Read More...
error: Content is protected !!