Monthly Archives

March 2022

ଡ. ଅମୂଲ୍ୟ କୁମାର ପଣ୍ଡାଙ୍କ ପୁସ୍ତକ ଉନ୍ମୋଚନ

ରାଉରକେଲା, (ସସ୍ମିତା ପ୍ରଧାନ) : ଏନ୍‌ଆଇଟିର ପ୍ରାକ୍ତନ ପ୍ରଫେସର ତଥା ରାଉରକେଲା ଇସ୍ପାତ କାରଖାନାର ପୂର୍ବତନ ମହାପ୍ରବନ୍ଧକ ଡ. ଅମୂଲ୍ୟ କୁମାର ପଣ୍ଡାଙ୍କ ପୁସ୍ତକ 'ଇନଫ୍ଲୁଏନ୍ସ ଅଫ୍ ସ୍ପିରିଚୁଆଲିଟି ଅନ୍‌ ମାଇଁ ଲାଇଫ୍ ଜର୍ଣ୍ଣି'ର ଛେଣ୍ଡ ସ୍ଥିତ ଶିବାନନ୍ଦ ଆଶ୍ରମଠାରେ ଉନ୍ମୋଚିତ
Read More...

ଆର୍ଯ୍ୟସମାଜ ଏକ ସଂସ୍କାରବାଦୀ ଆନ୍ଦୋଳନ : ସ୍ୱାମୀ ଆର୍ଯ୍ୟବେଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାରତ ବର୍ଷରେ ଆର୍ଯ୍ୟସମାଜ ଏକ ସଂସ୍କାରବାଦୀ ଆନ୍ଦୋଳନ ବୋଲି ଗତକାଲି ବୁଦ୍ଧମନ୍ଦିରଠାରେ ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲ ପକ୍ଷରୁ ଆୟୋଜିତ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ରକୁ ଉଦ୍‌ଘାଟନ କରି ବିଶିଷ୍ଟ ଆର୍ଯ୍ୟସନ୍ନ୍ୟାସୀ ତଥା ବିଶ୍ୱ ଆର୍ଯ୍ୟସମାଜର
Read More...

ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୌର ପରିଷଦ ନିର୍ବାଚନ ଘୋଷଣା ପରେ ବର୍ତ୍ତମାନ ସହରମାନଙ୍କରେ ପୁଣି ରାଜନୈତିକ ମହୋଲ ସରଗରମ ହେବାକୁ ଲାଗିଛି । ସେହି ପରିପ୍ରେକ୍ଷୀରେ ଗତକାଲି ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ବିଜେପି ଦଳ ପକ୍ଷରୁ ମୋଟ ୧୧ଟି ୱାର୍ଡ ପାଇଁ ପ୍ରାର୍ଥୀପତ୍ର ଦାଖଲ
Read More...

ଗ୍ୟାସ ଟ୍ୟାଙ୍କରକୁ ଧକ୍କା ଦେଲା ଟ୍ରକ : ଡ୍ରାଇଭର ଗୁରୁତର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ୧୬ ନଂ ଜାତୀୟ ରାଜପଥ ଜୟଶ୍ରୀ ଛକଠାରେ ଗତକାଲି ସନ୍ଧ୍ୟାରେ ଏକ ହାଇଡ୍ରୋକ୍ଲୋରିଂ ଏସିଡ଼ ଭତ୍ତି ଗ୍ୟାସ ଟାଙ୍କି ଗାଡିକୁ ଏକ ଟ୍ରକ ନଂ ଏନ୍‌ଏଲ୍‌ ୦୨ଏନ୍‌ ୪୮୪୩କୁ ଧକ୍କା ଦେଇଥିଲା । ଫଳରେ ଟ୍ରକ ହେଲ୍‌ପର୍‌ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା
Read More...

ଗଞ୍ଜାମ ଏନ୍‌ଏସିରେ ବିଜେଡି ଅଧ୍ୟକ୍ଷା ପାର୍ଥିନୀ ଜୁଲି ପାତ୍ରଙ୍କ ସମେତ ୧୦ କାଉନ୍ସିଲର ପାର୍ଥୀଙ୍କ ନାମାଙ୍କନ ପତ୍ର…

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସିରେ ଆଗାମୀ ପୌର ନିର୍ବାଚନ ପାଇଁ ବିଜେଡି ଅଧ୍ୟକ୍ଷା ପାର୍ଥିନୀ ଜୁଲି ପାତ୍ରଙ୍କ ସମେତ ୧୦ ଜଣ କାଉନ୍ସିଲର ପାର୍ଥୀ ଗତକାଲି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଉପସ୍ଥିତରେ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଜେଡିର
Read More...

ଆସନ୍ତା ୮ ତାରିଖ ଦିନ ସକାଳ ୦୬.୦୦ରୁ ସନ୍ଧ୍ୟା ୦୮.୦୦ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ବିଦ୍ୟୁତ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜନସାଧାରଣଙ୍କୁ ଉପଯୁକ୍ତ ସୁରକ୍ଷିତ କ୍ଲିୟରେନ୍ସ ଦେବା ପାଇଁ ଧୁବାବାହାଲି ଗ୍ରାମରେ ଗୋଟିଏ ନୂତନ ଉଚ୍ଚ ଟାୱାର ନିର୍ମାଣ ଓ ତାର ଟାଣିବା ପାଇଁ ନିଷ୍ପତ୍ତି ନିଆଯାଇଅଛି । ୧୩୨ କେ.ଭି. ବଲାଙ୍ଗିର- ସୋନପୁର ଲାଇନରେ ଉକ୍ତ କାର୍ଯ୍ୟ କରିବା ପାଇଁ ତା
Read More...

ନୁଆଁ ଖଇରପାଲି ଗ୍ରାମରେ ରକ୍ତଦାନ ଶିବିର : ୫୧ ୟୁନିଟ ରକ୍ତ ସଂଗ୍ରହ

ବରଗଡ, (ନିରୋଜ କୁମାର ପାଣୀ) : ରକ୍ତଦାନ ଜୀବନ ଦାନ । ଏକବିଂଶ ଶତାବ୍ଦୀର ବିଜ୍ଞାନ ଯୁଗରେ ମଣିଷ ଯେତେ ଆଗକୁ ବଢିଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ରକ୍ତର କୌଣସି ବିକଳ୍ପ ବ୍ୟବସ୍ଥା ବାହାରି ନାହିଁ । ଯଦି ଜଣେ ମଣିଷକୁ ରକ୍ତର ଅଭାବ ହୁଏ ତେବେ ଆଉ ଜଣେ ମଣିଷ ରକ୍ତଦାନ କଲେ ତାହା ପୂରଣ
Read More...

ଡ୍ରିମ୍ସ କ୍ୟାଚର କ୍ରିକେଟ ଉଦ୍‌ଯାପିତ : ଖଇରପାଲି ଚମ୍ପିୟାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଜମଲା ହାଇସ୍କୁଲ ପଡ଼ିଆରେ ଆୟୋଜିତ ୨୨ତମ ଡ୍ରିମ୍ସ କ୍ୟାଚରର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ସେମି ଫାଇନାଲରେ ଘନାମାଲ ଦଳ ସାରଙ୍ଗପୁର ଦଳକୁ ହରାଇ ଏବଂ ଦ୍ୱିତୀୟ ସେମିଫାଇନାଲରେ ଖଇରପାଲି ଦଳ ମହୁଲପାଲି ଦଳକୁ
Read More...

ନାଚଗୀତ ମାଧ୍ୟମରେ ଜଙ୍ଗଲ ସୁରକ୍ଷା ସଚେତନତା

ବୌଦ୍ଧ, (ବଂଶୀଧର ମାଝୀ) : ଲୋକଙ୍କ ସଚେତନତା ଅଭାବରୁ ଜଙ୍ଗଲରେ ନିଆଁ ଲାଗି ଅନେକ ଗଛଲତା ପୋଡ଼ି ନଷ୍ଟ ହେବା ସହ ଜୀବଜନ୍ତୁ ମଧ୍ୟ ପ୍ରାଣ ହରାଇଥାନ୍ତି । ତେଣୁ ଜଙ୍ଗଲରେ କେମିତି ନିଆଁ ନଲାଗିବ ସେଥିପ୍ରତି ବନବିଭାଗ ପକ୍ଷରୁ ସଚେତନତା ସୃଷ୍ଟି କରାଯାଇଛି । କଣ୍ଟାମାଳ ରେଞ୍ଚ ଅନ୍ତର୍ଗତ
Read More...

ବେଆଇନ କୋଇଲା ଚାଲାଣ, ୨୫ ହଜାର ଅସୁଲି

ବୌଦ୍ଧ, (ବଂଶୀଧର ମାଝୀ) : ବେଆଇନ କୋଇଲା ଚାଲାଣ ଅଭିଯୋଗରେ ୨ଟି ଗାଡ଼ିକୁ ଅଟକ ରଖିଛି ବ୍ଲକ ପ୍ରଶାସନ । ଅପରାହ୍ନରେ ଏକ ହାଇୱା ଓ ଟ୍ରାକ୍ଟର ଯୋଗେ କୋଇଲା ଚାଲାଣ ହେଉଥିବା ଖବର ପାଇ କଣ୍ଟାମାଳ ତହସିଲଦାର ରୀନା ପ୍ରଧାନ ଓ ମନମୁଣ୍ଡା ରାଜସ୍ବ ନୀରିକ୍ଷକ ସୁରେନ୍ଦ୍ର ସାହୁ ଓଡ଼ିଆଗୋଠ ଠାରେ
Read More...