Monthly Archives

January 2022

ମ.ରାମପୁର ବ୍ଲକରେ ଆଶାୟୀ ସମିତି ସଭ୍ୟମାନେ ବ୍ଲକ ମୁହାଁ, ସରପଞ୍ଚମାନେ ଗ୍ରାମ ପଞ୍ଚାୟତ ମୁହାଁ

ମ.ରାମପୁର, (ହେମନ୍ତ ସାହୁ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ପ୍ରାର୍ଥୀ ପତ୍ର ଦାଖଲର ତୃତୀୟ ଦିନ । ଆଜି ତୃତୀୟ ଦିବସରେ ସମିତି ସଭ୍ୟ ଆଶାୟୀମାନଙ୍କ ଗହଳି ବ୍ଲକ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିବା ବେଳେ ଆଶାୟୀ ସରପଞ୍ଚ ଏବଂ ୱର୍ଡ଼ ସଭ୍ୟ ପ୍ରାର୍ଥୀମାନେ ଗ୍ରାମ ପଞ୍ଚାୟତରେ ଭିଡ଼
Read More...

ବଲାଙ୍ଗିର ଜିଲ୍ଲା ପାଇଁ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ ଦଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଇଁ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀ ତାଲିକା ଜାରି କରିଛି କଂଗ୍ରେସ ଦଳ । ତାଲିକା ଅନୁସାରେ ଜୋନ୍‌ ନଂ.୧ରୁ ଗଣେଷ କୁମାର ସାହୁ, ଜୋନ୍‌ ନଂ.୨ରୁ ଧନଞ୍ଜୟ ପଟେଲ, ଜୋନ୍‌ ନଂ.୩ରୁ ସୁଷମା ବାରିକ, ଜୋନ୍‌ ନଂ.୪ରୁ ସୁଶୀଲ ମାଝୀ, ଜୋନ୍‌
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ନିର୍ବାଚନ ପାଇଁ ଦାଖଲ ହେଲା ସମୁଦାୟ ୫୭୧ ନାମାଙ୍କନ ପତ୍ର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପାଇଁ ସମଗ୍ର ରାଜ୍ୟରେ ତଥା ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ତୃତୀୟ ଦିନରେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଚାଲୁରହିଛି । ୧୭ ତାରିଖରୁ ୨୧ ତାରିଖ ଯାଏଁ ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ
Read More...

କଅଁସର୍ ଗ୍ରାମ ପଞ୍ଚାୟତସ୍ତରୀୟ ଯାଦବ ସମାଜର ନୂତନ କର୍ମକର୍ତ୍ତା ଚୟନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ କଅଁସର୍ ଗ୍ରାମ ପଞ୍ଚାୟତସ୍ତରୀୟ ଯାଦବ ସମାଜର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ଯାଦବ ସମାଜ ମହାସଂଘରେ ମୁଖ୍ୟ ଅତିଥି ଭାବେ ତରଣି ସେନ ବେମାଲ, ମନୋଜ ବିହାରି ବଗର୍ତ୍ତୀ ଓ କ୍ଷେତ୍ର ଜାଲ ଅତିଥି ଭାବେ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ନେଇ ଜିଲ୍ଲାପାଳଙ୍କ ପାଖରେ ଦାବୀ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଭାଙ୍ଗମୁଣ୍ଡା ଗ୍ରାମରୁ ୪୦ଟି ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବା ପାଇଁ ୨୦୧୭ ମସିହାରେ କ' ଫର୍ମରେ ଆବେଦନ କରିଥିଲେ । କିନ୍ତୁ ଦୁଃଖର ବିଷୟ ୨୦୨୩ ସୁଦ୍ଧା କେନ୍ଦ୍ର ଓ ରାଜ୍ୟ ସରକାର ସବୁ
Read More...

ଚଟୁଅନକା ଯୁବ ସଂଗଠନ ତରଫରୁ ମାସ୍କ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଚଟୁଅନକା ଯୁବ ସଂଗଠନ ତରଫରୁ ମାସ୍କ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଚଟୁଅନକା ପଞ୍ଚାୟତର ଯୁବକମାନଙ୍କୁ ନେଇ ଗଠିତ ଯୁବ ସଂଗଠନ ତରଫରୁ ଗାଁର ତାରିଣୀ ମନ୍ଦିରରୁ ଏକ ଶୋଭାଯାତ୍ରା ବାହାରି ମାସ୍କ
Read More...

ହନି ଟ୍ରାପ୍‌ ରାକେଟର ପର୍‌ର୍ଦ୍ଦାଫାସ କଲା କଟକ ଲାଲ୍‌ବାଗ ଥାନା ପୋଲିସ

କଟକ : ହନି ଟ୍ରାପ୍‌ ରାକେଟର ପର୍‌ର୍ଦ୍ଦାଫାସ କରିଛି କଟକ ଲାଲ୍‌ବାଗ ଥାନା ପୋଲିସ । ଏଥିରେ ପୋଲିସ ୩ ଅଭିଯୁକ୍ତ ଗିରଫ କରିଥିବା ବେଳେ ଘଟଣାରେ ସଂପୃକ୍ତ ଜଣେ ଯୁବତୀ ଫେରାର ହୋଇଥିବା ସୂଚନା ମିଳିଛି । ଗିରଫଙ୍କ ମଧ୍ୟରେ ଏକ ପ୍ରତିଷ୍ଠିତ କଲେଜର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ରହିଥିବା ବେଳେ
Read More...

ପାନ ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନସ୍ଥିତ ଜାଦବ ଭବନ ନିକଟସ୍ଥ ପାନ ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଭୋର ସକାଳୁ ତାଲା କାଟି ନେଇଗଲେ ପାଖାପାଖି ୪୦ ହଜାର ଟଙ୍କାର ସାମାନ । ସୂଚନା ଅନୁଯାଇ ଦୋକାନ୍‌ ମାଲିକ ସକାଳୁ ଦୋକାନ ଖୋଲିବା ପାଇଁ ଆସିଥିଲେ ଏହି ସମୟରେ ତାଲା କାଟା
Read More...

ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀ ମଦ, ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଉପରେ ନିଷେଧାଦେଶ ଜାରି କଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇସାରିଛି ଓ ତଦନୁସାରେ ଆସନ୍ତା ଫେବୃୟାରୀ ୧୬ ତାରିଖଠାରୁ ଫେବୃୟାରୀ ୨୪ ତାରିଖ ମଧ୍ୟରେ
Read More...

କାଇଁଚପୁର ପାଞ୍ଚାୟତର ବିକାଶ ପାଇଁ ଦୁଇ ମହିଳା ପ୍ରାର୍ଥିନୀଙ୍କ ନାମାଙ୍କନ ପତ୍ର ଦାଖଲ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକର କାଇଁଚପୁର ପଞ୍ଚାୟତ ଦୁଇ ମହିଳା ନେତ୍ରୀ ବୁଧବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେମାନେ ହେଲେ ବଡ଼ କାଇଁଚପୁରର ସରପଞ୍ଚ ପ୍ରାର୍ଥିନୀ କେ.ପୁନମ ରେଡ୍ଡୀ ଓ ମାଳିଜଗନ୍ନାଥପୁର ଗ୍ରାମର ମଞ୍ଜୁ ମହାପାତ୍ର ସମିତିସଭ୍ୟା ପ୍ରାର୍ଥିନୀ ଭାବେ
Read More...