Monthly Archives

January 2022

ସରପଞ୍ଚ ପଦବୀ ନିଲାମ ପ୍ରସଙ୍ଗ : ଘଟଣାର ଅନୁଧ୍ୟାନ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ରିପୋର୍ଟ ଦେଲେ ବଲାଙ୍ଗିର…

ବଲାଙ୍ଗିର : ବଲାଙ୍ଗିରରେ ସରପଞ୍ଚ ନିଲାମୀ ପ୍ରସଙ୍ଗ ସାରା ଓଡ଼ିଶାରେ ଆଲୋଚନାର ବିଷୟ ପାଲଟି ଥିବାବେଳେ ଏ ସଂପର୍କରେ ବଲାଙ୍ଗିର ଜିଲ୍ଲାପାଳ ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ରିପୋର୍ଟ ଦାଖଲ କରିଥିବା ଜଣାପଡ଼ିଛି । ଗତକାଲି ଜିଲ୍ଲା ପ୍ରଶାସନର ଏକ ସ୍ୱତନ୍ତ୍ର ଟିମ୍ ବିଲେଇସର୍ଡା ଗାଁକୁ
Read More...

ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଦୁଇ ଲକ୍ଷ ତିରିଶ ହଜାର ଟଙ୍କା

ବାଲେଶ୍ୱର : ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ମିରିଗିଣି ନିକଟରେ ଜଣେ ଯୁବକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦୁଇ ଲକ୍ଷ ତିରିଶ ହଜାର ଟଙ୍କା ଲୁଟି ନେଇଥିବା ଖବର ମିଳିଛି । ସୂଚନା ଅନୁସାରେ ଆଜି ଟଣକା ଗାଁର ଶ୍ରୀକାନ୍ତ ମଲ୍ଲିକ ଏକ ପାୱାର ଟିଲର କିଣିବାକୁ ଦୁଇ ଲକ୍ଷ ତିରିଶ ହଜାର ଟଙ୍କା
Read More...

କେହି ଯଦି ଆତ୍ମହତ୍ୟା କରିବାକୁ ଯାଉଥିବା ଆପଣଙ୍କ ନଜରକୁ ଆସେ, ତେବେ ତା’ର ଜୀବନ ରକ୍ଷା ଜରୁରୀକାଳୀନ ନମ୍ବର…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜୀବନଠୁ କୌଣସି ଜିନିଷ ମୂଲ୍ୟବାନ ନୁହେଁ । ଯଦି କେହି ଲୋକ ଏପରି ଆତ୍ମହତ୍ୟା କରିବାକୁ ଯାଉଥିବା ଆପଣଙ୍କ ନଜରକୁ ଆସେ, ତେବେ ତା'ର ଜୀବନ ରକ୍ଷା ପାଇଁ କାଳ ବିଳମ୍ବ ନକରି ସଙ୍ଗେ ସଙ୍ଗେ ଜରୁରୀକାଳୀନ ନମ୍ବର ୧୧୨କୁ କଲ କରନ୍ତୁ ବୋଲି ଓଡ଼ିଶା ପୋଲିସ ବିଭାଗ
Read More...

ମୁଖ୍ୟମନ୍ତ୍ରୀଙ୍କ କୋଭିଡ-୧୯ ପରିସ୍ଥିତିର ସମୀକ୍ଷା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ-୧୯ ପରିସ୍ଥିତିର ସମୀକ୍ଷା କରିଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି । ଭୟଭୀତ ନ ହୋଇ କୋଭିଡ ନିୟମାବଳୀକୁ ପାଳନ କରିବା
Read More...

ଏଫ୍‌ସିଆଇ ଶ୍ରମିକଙ୍କ ଧାରଣା ବୁଧବାର ୧୨ ଦିନରେ ପହଞ୍ଚିଲା : ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ନିଷ୍ପତି

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ଏଫ୍‌ସିଆଇର ଶ୍ରମିକ ସଂଗଠନ ପକ୍ଷରୁ ସଭାପତି କେଶବ ଚନ୍ଦ୍ର ଦିଗାଲଙ୍କ ନେତୃତ୍ୱରେ ଏଫ୍‌ସିଆଇର ସମ୍ମୁଖରେ ଦିଆଯାଇଥିବା ଧାରଣା ବୁଧବାର ୧୨ ଦିନରେ ପହଞ୍ଚିଲା ମଧ୍ୟ ଗରିବ ଖଟିଖିଆ ମଜୁରିଆଙ୍କ ଦୁଃଖ ବୁଝିବାକୁ କେହି
Read More...

ବରଗାଁ ଛକରୁ ବଜ୍ରକାପ୍ତା ଜବତ ହେଲା : ୧ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ନିକଟସ୍ଥ ବରଗାଁ ଛକରୁ ଏକ ବଜ୍ରକାପ୍ତା ଜବତ୍‌ ହୋଇଥିବା ବେଳେ ଏହି ମାମଲାରେ ଜଣେ ଗିରଫ୍‌ ହୋଇଛି । ଭୁବନେଶ୍ୱର ଏସ୍‌ଟିଏଫ୍‌ ଟିମ୍‌ ଓ ବଲାଙ୍ଗିର ବନାଞ୍ଚଳ କର୍ମଚାରୀ ମାନେ ମିଳିତ ଭାବେ ଚଢ଼ାଉ କରି ବରଗାଁ ଛକରେ
Read More...

ଅନୁଗୁଳ ଜିଲ୍ଲା ଡାକ୍ତରଖାନାର ବରିଷ୍ଠ ଡାକ୍ତରଙ୍କ ପରଲୋକ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅନୁଗୁଳ ଜିଲ୍ଲା ଡାକ୍ତରଖାନାର ବରିଷ୍ଠ ଡାକ୍ତର ଆର.କେ.ଏସ. ମହାପାତ୍ରଙ୍କ ଆଜି ହୃଦଘାତରେ ମୃତ୍ୟୁ ହୋଇଛି । ଆଜି ସକାଳେ ସେ ଏକ ଘରୋଇ କ୍ଲିନିକରେ ରୋଗୀ ଦେଖୁଥିବା ବେଳେ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ଏଣୁ ସେ ନିଜେ ଏକ ଘରୋଇ ନର୍ସିଂ-ହୋମରେ
Read More...

ଖଡ଼ିଆଳ ବ୍ଲକ ବଡ଼ମହେଶ୍ଵର ଗ୍ରାମରେ ଅନୁଷ୍ଠିତ ହେଉଥିବା ରୟାଲ କ୍ରିକେଟ କ୍ଲବ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି

ଖଡ଼ିଆଳ, (ନିରାକାର ମେହେର) : ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ ଓ ଅନ୍ୟତମ ଅତିଥି ଭାବରେ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ବିଦୁର ଶବର ରହିଥିବା
Read More...

ପିଏପି ଦେଲା ଜିଲ୍ଲା ସାମ୍ବାଦିକ ସଂଘକୁ ମାସ୍କ ଓ ସେନିଟାଇଜର

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଭିଡର ତୃତୀୟ ଲହରରେ ଅବହେଳା କରିବା ଉଚିତ ନୁହେଁ । ସାମ୍ବାଦିକ ମାନେ କରୋନାର ସମ୍ମୁଖ ଯୋଦ୍ଧା । ସେମାନଙ୍କୁ ଏହି ତୃତୀୟ ଲହରର ସଂକ୍ରମଣରୁ ଦୁରେଇ ରଖିବା ପାଇଁ ପଲ୍ଲୀ ଆଲୋକ ପାଠାଗାର, ନଅଗାଁ (ଖ) ବଲାଙ୍ଗିର ତରଫରୁ ଆଜି ମାସ୍କ ଓ ସେନିଟାଇଜର ପ୍ରଦାନ
Read More...

ଅପର୍ଣ୍ଣା ଯାଦବ ଦିଲ୍ଲୀରେ ପହଂଚିଲେ, ବିଜେପିରେ ଯୋଗଦାନ

ନୂଆଦିଲ୍ଲୀ : ଆଜି ଉତ୍ତରପ୍ରଦେଶ ରାଜନୀତିରେ ଏକ ବଡ଼ ଧରଣର ଅଶାନ୍ତ ବାତାବରଣ ସୃଷ୍ଟି ହେବାର ସମ୍ଭାବନା ରହିଛି । ବାସ୍ତବରେ ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ଆଜି ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅପର୍ଣ୍ଣା ଯାଦବ ବିଜେପିରେ ଯୋଗଦେବା
Read More...