Monthly Archives

January 2022

ଡବ୍ଲ୍ୟୁଏଚ୍‌ ମୁଖ୍ୟଙ୍କ ଚେତାବନୀ : ଓମିକ୍ରନ୍‌ ପରେ ନୂଆ ଭାରିଆଂଟ ଆସିବ, କରୋନା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ସାରା ବିଶ୍ୱରେ ବୃଦ୍ଧି ପାଉଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌) ମୁଖ୍ୟ ଟେଡ୍ରୋସ ଅଡାନୋମ ମଙ୍ଗଳବାର ଦିନ ଚେତାବନୀ ଦେଇଛନ୍ତି ଯେ, କୋଭିଡ-୧୯ ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଏହା ସହିତ ଓମିକ୍ରନ୍‌ ଭାରିଆଂଟର ହାଲୁକା ହେବାର ଦାବୀ
Read More...

ରକ୍ତଦାନ କରି ଗର୍ଭବତୀ ମହିଳାଙ୍କ ଜୀବନ ବଂଚାଇଲେ ରାଜଲକ୍ଷ୍ମୀ : ଶୁଭେଚ୍ଛା ଜଣାଇଲା ନାରୀ ଶକ୍ତି ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା କାଳରେ ରକ୍ତ ଭଣ୍ଡାରଗୁଡିକରେ ରକ୍ତର ଘୋର ଅଭାବ ଦେଖା ଦେଉଥିବା ବେଳେ ରକ୍ତ ନ ପାଇବାରୁ ଅନେକ ରୋଗୀ ମାନେ ହଇରାଣ ହେଉଛନ୍ତି । ତେବେ ଆଜି ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ରକ୍ତ ଭଣ୍ଡାରଠାରେ । ଏକ ଘରୋଇ ଚିକିତ୍ସାଳୟରେ ଚିକତ୍ସିତ
Read More...

ବଲାଙ୍ଗିର ସିଭିଲ୍‌ କୋର୍ଟ ପରିସରରେ ସବ୍‌ ଜଜ୍‌ କୋର୍ଟ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନ ସାଢେ଼ ୯ଟା ସମୟରେ ସ୍ଥାନୀୟ ସିଭିଲ୍‌ କୋର୍ଟ ପରିସରରେ ଭର୍ଚୁଆଲ୍‌ ମାଧ୍ୟମରେ ସବ୍‌ ଜଜ୍‌ କୋର୍ଟ ଉଦ୍‌ଘାଟିତ ହୋଇଯାଇଛି । ଓଡ଼ିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଡ.ଏସ୍‌. ମୁରଲିଧର ଏବଂ ବିଚାରପତି ନ୍ୟାୟମୂର୍ତ୍ତି
Read More...

ନିଜ ଗୋଡରେ ଠିଆ ହେଲେ କିନ୍ନର : ବସ୍‌ କଣ୍ଡକ୍ଟର୍‌ ହେଲେ ୨ ଜଣ

ଭୁବନେଶ୍ୱର : ନିଜ ଗୋଡରେ ଠିଆ ହୋଇ ୨ କିନ୍ନର ଉଦାହରଣ ପାଲଟିଛନ୍ତି । କିନ୍ନର ସୁର୍‌ମୟୀ ଦାସ ଏବଂ ୱାସିମ୍‌ ଅହେମ୍ମଦ ବସ୍‌ କଣ୍ଡକ୍ଟର୍‌ ଭାବେ ଯୋଗ ଦେଇଥିବା ସୂଚନା ମିଳିଛି । ଏହି ସଫଳତା ପାଇଁ ଦୁହେଁ ମୀରା ପରିଡା ଓ ମେଘନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ୨ଜଣ ସପ୍ତାହେ ହେବ ମୋ’ ବସ୍‌ରେ
Read More...

ଚାରି ଅନାଥ ଶିଶୁର ଥଇଥାନ ବ୍ୟବସ୍ଥା କଲା ଜିଲ୍ଲା ପ୍ରଶାସନ

ବରଗଡ, (ନିରୋଜ କୁମାର ପାଣି) : ବରଗଡ ଜିଲ୍ଲା ଚକରକେନ୍ଦ ନିକଟର ଝାଙ୍କରପାଳି ଗାଁରେ ନିଜର ବୁଢ଼ୀ ଆଈଙ୍କ ପାଖରେ ରୁହନ୍ତି ଚାରି ଅନାଥ ଅସହାୟ ଶିଶୁ । ସେମାନେ ଅତି ଦୟନୀୟ ଅବସ୍ଥାରେ ଥିବାବେଳେ ସେମାନଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିବା ସହ ଥଇଥାନ କରିବାକୁ ନିବେଦନ କରିଥିଲେ । ସୂଚନା
Read More...

ରାସ୍ତା ପାଇଁ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଲେ କୁହିମୁଣ୍ଡା ଗ୍ରାମବାସୀ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ କୁହିମୁଣ୍ଡା ଗ୍ରାମରେ ଦୁର୍ଗମ ରାସ୍ତା ପାଇଁ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ । ଭାରତ ସ୍ଵାଧୀନ ହେବାର ୭୦ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଏହି ଗ୍ରାମକୁ ରାସ୍ତା ଖଣ୍ଡେ ହୋଇପାରିନି ।
Read More...

ଦେଓଗାଁ ବ୍ଲକ ଆଦିବାସୀ କଲ୍ୟାଣ ସଂଘର ବୈଠକ : ବିଜେଡି ସମର୍ଥନରେ ଲଢ଼ିଲେ ଜାତିରୁ ବାସନ୍ଦ କରିବାକୁ ହେଲା ନିଷ୍ପତ୍ତି

ଦେଓଗାଁ, (ମନୀଷ କୁମାର ସାହୁ) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଦେଓଗାଁ ବ୍ଲକ୍ ଶାଖା ପକ୍ଷରୁ ଦେଓଗାଁ ବ୍ଲକ ସିଂହାମୁଣ୍ଡାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍‌ କାର୍ଯ୍ୟକାରୀ ସଭାପତି ସୁରଥ ଧରୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ କୁଡ଼ାମିର୍ଧା ଜାତିର ଜିଲ୍ଲା ସମ୍ପାଦକ
Read More...

ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ୱିଲସନ ସିଂହଙ୍କୁ ଶ୍ରଦ୍ଧାଂଜଳି

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲାର ନାମକରା କ୍ରିକେଟ ଖେଳାଳି ତଥା ଓସିଏ ପ୍ୟାନାଲ୍ ଅମ୍ପୟାର ୱିଲସନ ସିଂହଙ୍କ ବିୟୋଗରେ ଜିଲ୍ଲା ତଥା ଜିଲ୍ଲା ବାହାରେ କ୍ରିକେଟ ପ୍ରେମୀ ତଥା କ୍ରୀଡାବିତ୍‌ମାନଙ୍କ ମଧ୍ୟରେ ଗଭୀର ଶୋକ ଖେଳି ଯାଇଛି । ଆଜି ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି
Read More...

ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ସୁବର୍ଣ୍ଣପୁର ଶାଖାର ବାର୍ଷିକ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସ୍ଥାନୀୟ ସୁବର୍ଣ୍ଣପୁର ଜିଲ୍ଲା ଅଏଁଲାଛାଟର ଫରେଷ୍ଟର ଗୋଦାମ ଠାରେ ସୁବର୍ଣ୍ଣପୁର ଶାଖାର ବାର୍ଷିକ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ । ଏଥିରେ ଅନୁଷ୍ଠାନକୁ ଆହୁରି ଆଗକୁ ନେବା ପାଇଁ ନୂଆ ନୂଆ ସଂଗ୍ରାମୀ ଭାଇ ମାନଙ୍କୁ ଦାୟିତ୍ଵମାନେ ପ୍ରଦାନ
Read More...

ସୁପ୍ରିମ୍‌କୋଟରେ ମଧ୍ୟ କରୋନା ଘନଉଛି

ନୂଆଦିଲ୍ଲୀ : ସୁପ୍ରିମ୍‌କୋଟରେ କରୋନା ଆତଙ୍କ ଖେଲାଇ ଦେଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସୁପ୍ରିମ୍‌କୋଟର ୧୦ ଜଣ ବିଚାରପତିଙ୍କ ସହ ଶତକଡା ୩୦ ଭାଗ କର୍ମଚାରୀଙ୍କ ରିର୍ପୋଟ ପଜିଟିଭ ଆସିଥିବା ସୂଚନା ମିଳିଛି । ଏହି ସଂକ୍ରମଣ କୋଟର କାମ ଉପରେ ପ୍ରଭାବ ପକାଇଛି । ଯେଉଁ କର୍ମଚାରୀଙ୍କ
Read More...