ଲୋୟର୍ ସୁକ୍ତେଲ୍ ବିସ୍ଥାପିତଙ୍କୁ ଭେଟିଲେ ଜିଲ୍ଲାପାଳ : ପଚାରି ବୁଝିଲେ ସୁବିଧା ଅସୁବିଧା
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଶାନ୍ତିପଡ଼ା ସ୍ଥିତ ସିଆର୍ପିଏଫ୍ ସମ୍ମୁଖସ୍ଥ ଲୋୟର୍ ସୁକ୍ତେଲ୍ ବିସ୍ଥାପିତଙ୍କ କଲୋନୀକୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଚଂଚଳ ରାଣା ପହଂଚି ବିସ୍ଥାପିତଙ୍କୁ ଭେଟିବା ସହ ସେମାନଙ୍କ ସୁବିଧା ଅସୁବିଧା ବୁଝିଛନ୍ତି । ଜିଲ୍ଲାପାଳଙ୍କ ଏହି!-->…
Read More...
Read More...