Monthly Archives

January 2022

ପାର୍କ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ : ବର୍ଷେ ନ ପୁରୁଣୁ ସ୍ଥିତି ବେହାଲ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ସ୍ଥାନୀୟ ପଞ୍ଚାୟତରେ କୋଟି କୋଟି ଟଙ୍କାର ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ପାର୍କ ନିର୍ମାଣ ନାଁରେ ଲକ୍ଷାଧିକ ଟଙ୍କାର ଅନିୟମିତତା ହୋଇଥିବା ଜଣାପଡିଛି । ବର୍ଷେ ନ ପୁରୁଣୁ ସ୍ଥିତି ବେହାଲ ହୋଇ
Read More...

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ଦିବସରେ ଡେଲାଙ୍ଗ ବ୍ଲକରେ ୨୪୭ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଗତକାଲି ୱାର୍ଡ ସଭ୍ୟ ୧୮୪, ସରପଞ୍ଚ ୪୧ ଓ ସମିତି ସଭ୍ୟ ପାଇଁ ୨୨ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ
Read More...

ରୋଟାରୀ କ୍ଲବ୍‌ ପକ୍ଷରୁ କିଶୋରମାନଙ୍କୁ କରୋନା ଟୀକାଦାନ ବ୍ୟବସ୍ଥା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ସେକ୍ଟର-୨ ସ୍ଥିତ ଡିସୌଜା ସ୍କୁଲ୍‌ରେ କିଶୋରମାନଙ୍କ ପାଇଁ ରୋଟାରୀ କ୍ଲବ୍‌ ପକ୍ଷରୁ କରୋନା ଟୀକାଦାନ ବ୍ୟବସ୍ଥା କରାଯାଇଛି । ଗତକାଲି ଏଥିପାଇଁ ରୋଟାରୀ କ୍ଲବ୍‌ର ଷ୍ଟିଲ୍‌ ସିଟି ଶାଖା ପକ୍ଷରୁ ମହାନଗର ନିଗମ ସହଯୋଗରେ ଏହି ଟୀକାଦାନ
Read More...

ଆଇପିଏଲ୍‌ ସିଜନ ୩ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଚେନାଇ ସୁପର କିଙ୍ଗସ ମାରିଲା ଚାମ୍ପିୟାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ସହର ମିନି ଷ୍ଟାଡିୟମରେ ରମ୍ଭା ପ୍ରିମିୟର ଲିଗ-୩ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ଅବସରରେ ଚେନାଇ ଓ ରାଜସ୍ଥାନ ରୟାଲସ ମଧ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚରେ ପ୍ରଥମେ ଟସ ଜିତି ଚେନାଇ ଦଳ ଫିଲଡିଂ
Read More...

ନରସିଂହଙ୍କ ଅଚାନକ ଡୁଡୁକା ଧାନ ବିକ୍ରୟ କେନ୍ଦ୍ର ପରିଦର୍ଶନ : ଧାନକିଣାରେ ଅବ୍ୟବସ୍ଥା ଓ ଦୁର୍ନୀତି ଜଳଜଳ ଦିଶୁଛି…

ସ୍ଥିତିରେ ସୁଧାର ନ ଆଣିଲେ ପରିସ୍ଥିତି ଭୟଙ୍କର ହୋଇପାରେ - ନରସିଂହବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଅଚାନକ ଲୋଇସିଂହା ନିର୍ବାଚନ ମଣ୍ଡଳି ସ୍ଥିତ ଆଗଲପୁରର ଡଡୁକା ଠାରେ ଥିବା ଧାନ ବିକ୍ରୟ କେନ୍ଦ୍ରକୁ ପରିଦର୍ଶନରେ ଯାଇଥିଲେ । ସେଠାରେ ଦେଖାଯାଇଥିଲା
Read More...

ମୋବାଇଲ ଚୋରି ନେଇ ଟାଉନ ଥାନାରେ ଅଭିଯୋଗ କଲେ ବଙ୍ଗାଳୀ ରାଜମିସ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୋବାଇଲ ଚୋରି ନେଇ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ଜଣେ ବଙ୍ଗାଳୀ ରାଜମିସ୍ତ୍ରୀ । ୱେଷ୍ଟ ବେଙ୍ଗଳରୁ ଆସି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ନିକଟସ୍ଥ ସୋମନାଥନଗର ଠାରେ ଏକ ଭଡା ଘରେ ରହି ରାଜମିସ୍ତ୍ରୀ ଭାବେ କାମ କରୁଥିବା କୌଶିକ ଦାଶ ନାମକ ଜଣେ ବଙ୍ଗାଳୀ
Read More...

ଓଡ଼ିଶୀ ସଂକୀର୍ତ୍ତନ ଗାୟକ ଅଭିରାମ ମହାରଣାଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାଉରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗଙ୍ଗପୁର ଗ୍ରାମର ଓଡ଼ିଶୀ ସଂକୀର୍ତ୍ତନ ଗାୟକ ଅଭିରାମ ମହାରଣା (୭୮)ଙ୍କ ଆଜି ଅପରାହ୍ନରେ ତାଙ୍କ ବାସଭବନରେ ପରଲୋକ ଘଟିଛି । ତାଙ୍କର ଏହି ମୃତ୍ୟୁ ଖବର ଶୁଣି ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ
Read More...

ଖୁସି ବାଣ୍ଟୁଥିବା ମଣିଷ ବିଭୁତି ସାହୁ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ନୁହଁନ୍ତି ସେ କୌଣସି ଦଳର ରାଜନେତା ବା ନୁହନ୍ତି ସେ କୌଣସି ଅନୁଷ୍ଠାନର ସଭାପତି କିମ୍ବା କର୍ମକର୍ତ୍ତା ତଥାପି ବିନା ଡାକରାରେ ପହଂଚି ଯାଆନ୍ତି କମ୍ବଳ ଖଣ୍ଡିଏ ଧରି ସେହି ମଣିଷ ପାଖରେ ଯାହାର ଶୀତ ଦିନେ ଘୋଡେଇ ହେବାକୁ ଚାଦର ଖଣ୍ଡିଏ ନହିଁ, ବର୍ଷା ଦିନେ
Read More...

୧୬ ତମ ବୁଢାରଜା କ୍ରିକେଟ କପ୍‌ ସମାପନ : ଡଙ୍ଗାଘାଟ ଦଳ ବିଜୟୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ୍ ଦହିଗାଁ ଗ୍ରାମ ପଚାଂୟତ ବ୍ରାହ୍ମଣଡିହି ଗ୍ରାମ ୧୬ ତମ ବୁଢାରଜା କ୍ରିକେଟ୍ କପ୍ ସମାପନ ହୋଇଯାଇଛି । ବାଦିମାଲ ଏବଂ ଡଙ୍ଗାଘାଟ ମଧ୍ୟରେ ଫାଇନାଲ ମ୍ୟାଚରେ ଡଙ୍ଗାଘାଟ ଦଳ ବିଜୟ ହୋଇଥିଲେ ଏହି ଅବସର ସରପଚଂ ପ୍ରାର୍ଥୀନୀ
Read More...

ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୬ ପ୍ରାର୍ଥୀ ପତ୍ର ଦାଖଲ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ୩ୟ ଦିବସରେ ୧୧୧୯ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଆଜି ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୬ ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି । ସେଥି ମଧ୍ୟରେ ଓ୍ବାର୍ଡ ସଭ୍ୟ ସଭ୍ୟା ପାଇଁ ୬୯୭, ସରପଞ୍ଚ ପଦବୀ
Read More...