ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଥିବା ଲୋପାମୁଦ୍ରାଙ୍କୁ ସହଯୋଗର ହାତ ବଢ଼ାଇଲା ନାରୀ ଶକ୍ତି ଫାଉଣ୍ଡେସନ୍
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଟିକ୍ରାପଡ଼ାରେ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଥିବା ଲୋପାମୁଦ୍ରାଙ୍କୁ ସହଯୋଗର ହାତ ବଢ଼ାଇଛି ନାରୀ ଶକ୍ତି ଫାଉଣ୍ଡେସନ୍ । ସୂଚନା ଅନୁସାରେ ତିନି ଦିନ ହେଲା ଟିକ୍ରାପଡ଼ାର ବାସୁଦେବ ମିଶ୍ରଙ୍କ ଘର ସାମ୍ନାରେ ତାଙ୍କ ପତ୍ନୀ ଲୋପାମୁଦ୍ରା ନିଜ ୬!-->…
Read More...
Read More...