Daily Archives

ପିଆରୀ ସାହୁଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କଛାରପାଲିର ପିଆରୀ ସାହୁଙ୍କ ଶନିବାର ଦିନ ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ଅଦୁସାରେ ସେ ବୃଦ୍ଧାବସ୍ଥା ଯୋଗୁଁ ଶଯ୍ୟାସାୟୀ ଥିଲେ । ପୁଅ ବିଦ୍ୟାଧର ସାହୁ, ବଡ ଝିଅ ମାଧୁରୀ ସାହୁ, ସାନ ଝିଅ ବୁଇ ସାହୁ ସମେତ ପରିବାର ବର୍ଗ ଓ ନାତି
Read More...

ଭୀମଡ଼ୁଙ୍ଗରୀ ତଳେ ୧୪ ଟିକିଆ ହାତୀପଲ : ନଷ୍ଟ କରିଦେଲେ ଧାନ ସହ ପନିପରିବା, ଚିନ୍ତାରେ ଚାଷୀ

ଦେଓଗାଁ, (ମନୀଷ କୁମାର ସାହୁ) : ଭୀମଡ଼ୁଙ୍ଗରୀ ତଳେ ୧୪ ଟିକିଆ ହାତୀପଲ ଧାନ ସହ ପନିପରିବା ସବୁ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଆସନ୍ତା ୪ ତାରିଖ ଦିନ ଆପଣ ମଣ୍ଡିରେ ଧାନ ବିକ୍ରି କରିପାରିବେ, ସେଥିପାଇଁ ଆପଣଙ୍କୁ ମୋବାଇଲ ମାଧ୍ୟମରେ ଜଣାଇ ଦିଆଗଲା ବୋଲି ରୁଗୁଡ଼ିପାଲି
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଦିବାସୀଙ୍କୁ ଅଣଦେଖା ନେଇ ଅସନ୍ତୋଷ : ପୂର୍ବତନ ମନ୍ତ୍ରୀ ତଥା ଆଦିବାସୀ ନେତା…

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ ଆଦିବାସୀ ଓ ପଛୁଆ ବର୍ଗଙ୍କୁ ରାଜ୍ୟ ସରକାର ଅଣଦେଖା କରୁଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିଥିବା ନେଇ ଆଜି ପୂର୍ବତନ ମନ୍ତ୍ରୀ ତଥା ଆଦିବାସୀ ନେତା ସୁରେନ୍ଦ୍ର
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୧୦ରୁ ଜଣେ ଚିହ୍ନଟ ହୋଇଥିବା ବେଳେ ୱାର୍ଡ ନମ୍ବର ୨ରୁ ୪ ଜଣ ଓ କଣ୍ଟାବାଞ୍ଜି ଏନ୍‌ଏସି
Read More...

ବଲାଙ୍ଗିରରେ ଆଦିବାସୀଙ୍କ ଘନଘୋର ରଣ ହୁଙ୍କାର : ଟାଙ୍ଗୀ, ତରୱାଲ, ଧନୁ, ତୀର ତଥା ପାରମ୍ପରିକ ଅସ୍ତ୍ରଶସ୍ତ୍ର ନେଇ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜି ଆଦିବାସୀ ମାନଙ୍କ ଏକ ବିଶାଳ ରାଲି ଦେଖିବାକୁ ମିଳିଛି । ଆଦିବାସୀଙ୍କ ରଣ ହୁଙ୍କାରରେ ପ୍ରକମ୍ପିତ ହୋଇଛି ସହର । ଧନୁ, ତୀର, ଟାଙ୍ଗୀ, ତରୱାଲ ଆଦି ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଦେଇ ଆଦିବାସୀ ମାନେ ସହରର ବିଭିନ୍ନ ଦିଗରୁ ବିଶାଲ ପଟୁଆର
Read More...

ସାମ୍ବାଦିକ ଭବନ ଠାରେ ମାତା ସାବିତ୍ରୀ ବାଇ ଫୁଲେ ଜୟନ୍ତୀ ସମାରୋହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ପଶ୍ଚିମ ଓଡିଶା ମହିଳା ସଂଗଠନ ତରଫରୁ ମାତା ସାବିତ୍ରୀ ବାଇ ଫୁଲେ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀମତୀ ସବିତା ନନ୍ଦ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ତରଭା ଏଇଏସ୍‌ କଲେଜର ଅଧ୍ୟକ୍ଷା
Read More...

ରୁଣୀମହୁଲ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା : ଅଜଣା ଗାଡି ଧକ୍କାରେ ବାଇକ ଅରୋହୀ ମୃତ୍ୟୁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ଥାନା ରୁଣୀମହୁଲ ଛକ ନିକଟରେ ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁକ ବ୍ୟକ୍ତି ଜଣକ ହେଲେ ଦେଓଗାଁ ଥାନା ଝରାବାହାଲ ଗାଁର ଗୋବିନ୍ଦ ବଗର୍ତ୍ତି ବୋଲି ଜଣାପଡିଛି । ଗୋବିନ୍ଦ ନିଜ ସମ୍ପର୍କୀୟଙ୍କୁ
Read More...

ଗତ ୨୪ ଘଂଟାରେ ୪୨୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୨୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୪୭ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୩୫୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୪୬ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

କନିଷ୍ଟ ବର୍ଗର ଶ୍ରେଣୀ-କ ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କ ଆଡ୍‌ହକ୍‌ ନିଯୁକ୍ତିକୁ ନିୟମିତ କଲେ ଓଡିଶା ସରକାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ୬୮ ଜଣ ଓଡ଼ିଶା ପ୍ରଶାସନିକ ଅଧିକାରୀ ଶ୍ରେଣୀ- କ(କନିଷ୍ଟ ବର୍ଗ)ଙ୍କ ଆଡ୍‌ହକ୍‌ ନିଯୁକ୍ତିକୁ ନିୟମିତ କରିଛନ୍ତି ଓଡିଶା ସରକାର । ଏଥିରେ ବଲାଙ୍ଗିର ଜିଲ୍ଲାର ଜିଲ୍ଲା ଉପନିବନ୍ଧକ ପଦ୍ମନାଭ ପୁରୋହିତ, ଲୋଅର ସୁକତେଲ ପ୍ରକଳ୍ପ ଜୋନ ଅଧିକାରୀ ଶଙ୍କର୍ଷଣ ପ୍ରଧାନ,
Read More...

ଖଇରାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ବୈଠକ

ସଂରକ୍ଷିତ ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷ ପଦବୀ ଗୁଡିକକୁ ତୁରନ୍ତ ଲାଗୁ ନେଇ ଉଠିଲା ଦାବୀ୩ ତାରିଖରେ ଜିଲ୍ଲାପାଳ ଅଫିସ ଘେରାଉ ପାଇଁ ନିଷ୍ପତ୍ତି ବଙ୍ଗୋମୁଣ୍ଡ, (ମନୀଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଖଇରା ଗାଁର ଖେଳ ପଡିଆଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ବଙ୍ଗୋମୁଣ୍ଡା
Read More...