Daily Archives

ମନ୍ଦିରରୁ ଚୋରି ସାମଗ୍ରୀ ଜବତ : ଦୁଇ ଗିରଫ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା ଅନ୍ତର୍ଗତ କୁମୁଣ୍ଡାଲ ଗ୍ରାମର ପ୍ରସିଦ୍ଧ ନୀଳକଣ୍ଠେଶ୍ଵର ମନ୍ଦିରରୁ ଶନିବାର ବିଳମ୍ବିତ ରାତ୍ରରେ ଚୋରି ହୋଇଥିବା ନେଇ ଡେଲାଙ୍ଗ ହାଟ ଫାଣ୍ଡିରେ ମନ୍ଦିର ସେବକ ହୁଲାସ ରଣା ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ମନ୍ଦିର କବାଟ ତାଲା
Read More...

ଆହ୍ଲାବାଦ ବ୍ୟାଙ୍କ ନିକଟରେ ଦୁର୍ଘଟଣା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ନବ ବର୍ଷର ଦ୍ବିତୀୟ ଦିନ ସନ୍ଧ୍ୟା ସମୟରେ ଚଟୁଅନକାସ୍ଥିତ ଆହ୍ଲାବାଦ ବ୍ୟାଙ୍କ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଦୁଇଟି ବାଇକ ମୁହାଁମୁହିଁ ହେବା ଫଳରେ ଚଟୁଅନକା ଗ୍ରାମର ଯୁଗୀ ପୁଟେଲ ଆହତ ହୋଇଥିଲେ । ଘଟଣା ସ୍ଥଳରେ
Read More...

ଜଡ଼ାଗଞ୍ଜାରେ ଶ୍ରୀ ଅରବିନ୍ଦ ପାଠଚକ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଅରବିନ୍ଦ ପାଠଚକ୍ର ସଂଗଠନ, ବରଗଡ ଜିଲ୍ଲା ଆନୁକୂଲ୍ୟରେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ଅନ୍ତର୍ଗତ ଜଡାଗଞା ଗ୍ରାମରେ ବ୍ଳକ ଆବାହକ ଧନପତି ଦେବତାଙ୍କ ସଂଯୋଜନାରେ ଶ୍ରୀ ଅରବିନ୍ଦ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି ।
Read More...