Yearly Archives

2021

ଶିକ୍ଷକ ନିରଞ୍ଜନ ନାହକଙ୍କ ଅସ୍ୱାଭାବିକ ମୃତ୍ୟୁ : ରହସ୍ୟ ଭିତ୍ତିରେ ଜଣେ ମହିଳାଙ୍କ ପ୍ରେମ ସମ୍ପର୍କ : ମହିଳା ଅଟକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ ମଥୁରା ଗୁଡିମାଳ ଗ୍ରାମର ନିରଞ୍ଜନ ନାହକଙ୍କ ମୃତ୍ୟୁ ହୋଇଛି । କଳମ୍ବ ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ୟ୍ୟରତ କରୁଥିଲେ ନିରଞ୍ଜନ ନାହକ । ମଙ୍ଗଳବାର ସକାଳୁ ମାର୍ଦା ମନ୍ଦିର ଛକ ନିକଟରେ…
Read More...

‘ରାମ ନବମୀ’ରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା : କରୋନା ସଙ୍କଟ କାଳରେ ‘ମର୍ଯ୍ୟାଦା’…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ରାମ ନବମୀରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ କରୋନା ସଂକ୍ରମଣର ସୁରକ୍ଷା ପାଇଁ 'ଦବାଇ ଭି, କାଡ଼ାଇ ଭି'ର ମନ୍ତ୍ର ମନେ ରଖିବାକୁ ଦେଶବାସୀଙ୍କୁ ଆହ୍‌ହ୍ୱାନ କରିଛନ୍ତି । ସେ ଟୁଇଟ୍ କରି କହିଛନ୍ତି, ଆଜି 'ରାମ ନବମୀ' ଏବଂ…
Read More...

ହାତୀ ଉପଦ୍ରବ : ଗୋଟିଏ ଦିନରେ ୪ ଜଣ ନିରୀହଙ୍କ ଜୀବନ ହାନୀ

ଆଗଲପୁର, (କେପିଏନ୍‌ଏସ୍‌) : ଦିନକୁ ଦିନ ହାତୀ ଉପଦ୍ରବରେ ନିରୀହଙ୍କ ମୁଣ୍ଡ ଗଡି ଚାଲିଥିବା ବେଳେ ଆଜି ପୁଣି ହାତୀ ଆକ୍ରମଣରେ ୪ ନିରୀହଙ୍କ ମୁଣ୍ଡ ଗଡିଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି ଭୋର ସକାଳ ୫ ଟାରେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ପଞ୍ଚାୟତର ଦର୍ଲିପାଲି…
Read More...

କରୋନାରେ ଭୀଷଣ ‌ସ୍ଥିତି : ମହାରାଷ୍ଟ୍ରରେ ଲକ୍‌ଡ଼ାଉନ୍‌ ନି‌ଷ୍ପତ୍ତି, ଝାଡଖଣ୍ଡରେ ଲକଡାଉନ୍ ଘୋଷଣା, କର୍ଣ୍ଣାଟକରେ…

ନୂଆଦିଲ୍ଲୀ : କରୋନାଙ୍କ ବିଷୟରେ ସମାନ ପ୍ରକାରର ସ୍ୱର ଶୁଣାଯାଉଛି ଯେ, ଅବସ୍ଥା ଅତ୍ୟନ୍ତ ଖରାପ । ଜ୍ୱର, କାଶ, ଥଣ୍ଡା ଯୋଗୁଁ ପରିବାର ମାନେ ଭୟଭୀତ । ସେମାନେ ପଜିଟିଭ୍‌ କି ନୁହେଁ ତାହା ଜଣା ନାହିଁ, କାରଣ ପରୀକ୍ଷା ସରିବାକୁ ସେମାନଙ୍କୁ ତିନିରୁ ଚାରି ଦିନ ଅପେକ୍ଷା କରିବାକୁ ପଡିବ ।…
Read More...

କରୋନା ଉତ୍‌ପାତ୍‌ : ରାଜ୍ୟରେ ୫ ହଜାର ପାଖାପାଖି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା, ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ଉତ୍‌ପାତ୍‌ ବଢ଼ି ବଢ଼ି ଚାଲିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୮୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୮୧୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୦୩୭ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ…
Read More...

ଦିବଂଗତ ସାମ୍ବାଦିକ ଯତୀଶ ଖମାରିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ସହର ସ୍ଥିତ ସ୍ଥାନୀୟ ଜଲାରାମ ହୋଟେଲ ପରିସରରେ ପାଟଣାଗଡର ବରିଷ୍ଠ ସାମ୍ବାଦିକ ଯତୀଶ ଚନ୍ଦ୍ର ଖମାରିଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ମହାମାରୀ କୋଭିଡ-୧୯ର ଭୟାବହତାକୁ ନେଇ ଜାରି ହୋଇଥିବା କୋଭିଡ-୧୯ ନିୟମ…
Read More...

ଗାଳ୍ପିକା ଗାୟତ୍ରୀ ସରାଫ୍‌ଙ୍କ କଥା ସମଗ୍ର କଥାୟନ-୧ ଓ କଥାୟନ-୨ ପ୍ରକାଶ ପାଇଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗାଳ୍ପିକା ଗାୟତ୍ରୀ ସରାଫ୍‌ଙ୍କ କଥା ସମଗ୍ର କଥାୟନ-୧ ଓ କଥାୟନ-୨ ଇତି ମଧ୍ୟରେ ପ୍ରକାଶିତ ହୋଇ ପାଠକାର୍ପିତ ହୋଇଛି । ଏହି ଅବସରରେ ଗାଳ୍ପିକା କହିଛନ୍ତି ଯେ, ପାଠକମାନେ ମୋର ଈଶ୍ୱର । ସେମାନେ ଚାହିଁଲେ ମୋର ସବୁ ଗପ ଏକାଠି ପଢ଼ିବାକୁ । ତେଣୁ ମୋର ଏଇ କଥା…
Read More...

ଡେଲାଙ୍ଗରେ ମାକ୍ସ ଚେକିଂ କଡାକଡି : ଆମାନିଆଙ୍କ ଠାରୁ ଫାଇନ୍‌ ଆଦାୟ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ମହାମାରୀ କରୋନା ଦ୍ୱିତୀୟ ଲହର ଏବେ ଦେଶରେ ଭୟଙ୍କର ରୂପ ନେଇଛି । ପ୍ରତ୍ୟକ ଦିନ ଏହି ସଂକ୍ରମିତ ରୋଗରେ ଲୋକମାନେ ମୃତ୍ୟୁ ବରଣ କରୁଛନ୍ତି । ଧନଜୀବନ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି । ଡେଲାଙ୍ଗ ତହସିଲ…
Read More...

କରୋନାରେ ଅଧ୍ୟାପକଙ୍କ ମୃତ୍ୟୁ : ପରିବାର ସଦସ୍ୟ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା କଣାସ ଦୟାବିହାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ପ୍ରକାଶ ନାୟକ (୫୯) ଆଉ ଇହଧାମରେ ନାହାନ୍ତି । ତାଙ୍କର କରୋନା ପଜିଟିଭ୍‌ରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ସେ ୨୦୨୨ ମସିହା…
Read More...

ବଲାଙ୍ଗିର ଜିଲ୍ଲାର ବରପୁତ୍ର ବର୍ଷିୟାନ ଆଦିବାସୀ ନେତା ଲୋକପ୍ରିୟ ସମାଜସେବୀ ସ୍ୱର୍ଗତ ବ୍ରଜ କିଶୋର ସିଂ ଭୋଇଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଟିଟିଲାଗଡ ବ୍ଲକ ତରଫରୁ ସ୍ଥାନୀୟ ଆଦିବାସୀ ଭବନ ଠାରେ ଦିବଙ୍ଗତ ବର୍ଷିୟାନ ଆଦିବାସୀ ନେତା, ଲୋକପ୍ରିୟ ସମାଜସେବୀ ତଥା ବଲାଙ୍ଗିର ଜିଲ୍ଲାର ବରପୁତ୍ର ସ୍ୱର୍ଗତ ବ୍ରଜ କିଶୋର ସିଂଭୋଇ(୭୩)ଙ୍କ ଅକାଳ ବିୟୋଗରେ ବ୍ଲକ ସଭାପତି ପଦ୍ମନ…
Read More...