କରୋନା ସଂକ୍ରମଣ ନଛୋଡ଼ବନ୍ଧା ସ୍ଥିତିରେ : ଦିନକରେ ବଲାଙ୍ଗିର ଜିଲ୍ଲାରେ ୩୫୮ ସଂକ୍ରମିତ ଚିହ୍ନଟ, ବଲାଙ୍ଗିର ପୌରାଂଚଳରୁ…
ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ସଂକ୍ରମଣର ନଛୋଡ଼ବନ୍ଧା ପରିସ୍ଥିତି ଆସି ପହଂଚିଛି । ଗତକାଲି ସଂକ୍ରମଣର ସଂଖ୍ୟା ଦେଖି ଲୋକେ ତଟସ୍ଥ ହୋଇ ଯାଇଥିବା ବେଳେ ଆଜି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୩୫୮ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରେ ୱାର୍ଡ ନଂ.୧ରୁ!-->…
Read More...
Read More...