Yearly Archives

2021

ସଇଁନ୍ତଲା ଡାକ୍ତରଖାନାରେ କରୋନା କଟକଣା ଫୁ : କୋଭିଡ଼ ପରୀକ୍ଷା ପାଇଁ ଲମ୍ବା ଲାଇନ, ସଂକ୍ରମଣ ବୃଦ୍ଧି ଆଶଙ୍କା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଦିନକୁ ଦିନ କରୋନାର ଦ୍ଵିତୀୟ ଲହରିରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଛି । ହେଲେ ଅନେକ ସଙ୍ଗଠନ ପକ୍ଷରୁ ସଚେତନତା କରିବା ସହ ରାଜ୍ୟ ସରକାର ଲକଡାଉନ ମଧ୍ୟ ଘୋଷଣା କରିଛନ୍ତି ହେଲେ ଲୋକଙ୍କୁ ସଚେତନତା ଅଭାବରୁ ଦିନକୁ ଦିନ…
Read More...

ଶୁଖିଲା ଖାଦ୍ୟ ଏବଂ ରାସନ ସାମଗ୍ରୀ ବଣ୍ଟନ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଛତ୍ରପୁର ସହରାଞ୍ଚଳରେ ଚିହ୍ନଟ ହୋଇଥିବା ଗରୀବ ଭୋକିଲା ଲୋକଙ୍କୁ ଶୁଖିଲା ଖାଦ୍ୟ ଏବଂ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି । ଜିଲ୍ଲା-ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ…
Read More...

ବଙ୍ଗୋପସାଗରେ ଦାନା ବାନ୍ଧୁଛି ବାତ୍ୟା : ଭୟ ବଢାଇଲା ସାଇକ୍ଲୋନ୍ ସେଣ୍ଟର୍‌ର ଆକଳନ

ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ଆସନ୍ତା ୨୩ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ମାଧବନ ରାଜୀବନ ଟ୍ୱିଟ କରି ସୂଚନା ଦେଇଛନ୍ତି । କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ…
Read More...

ମହିଳାଙ୍କ ଜୀବନ ବଞ୍ଚେଇଲେ ରକ୍ତଦାତା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସମାଜରୂପୀ ଗାଡିର ମହିଳା ଓ ପୁରୁଷ ହେଉଛନ୍ତି ଦୁଇଟି ଯାକ ଗୋଟିଏ ଗୋଟିଏ ଚକ ଯାହାଫଳରେ ସମାଜ ଚଳଚଞ୍ଚଳ ହୋଇଉଠେ ଯାହାକି କରୋନା ସମୟରେ ମଧ୍ୟ ପୁରୁଷ ରକ୍ତଦାତା ମାନେ ରକ୍ତଦେଇ ପ୍ରମାଣିତ କରିଛନ୍ତି । ଆଜି କଣ୍ଟାବାଞ୍ଜି ରକ୍ତ ଭଣ୍ଡାରରେ ତିନି ଜଣ…
Read More...

ଆସନ୍ତା କାଲି ସକାଳ ୭ଟାରୁ ସାଢେ଼ ୯ଟା ଯାଏଁ ବଲାଙ୍ଗିର ସହରରେ ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ଘୋଷଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୩୨ / ୩୩ କେଭି ଲାଲଟିକ୍ରା ଗ୍ରୀଡ୍‌(ଏସ୍‌ଏସ୍‌) ମରାମତି ପାଇଁ ସଟ୍‌ଡାଉନ୍‌ ଯୋଗୁଁ ସକାଳ ୭ଟାରୁ ସାଢେ଼ ୯ଟା ଯାଏଁ ବଲାଙ୍ଗିର ସହରରେ ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ଘୋଷଣା କରାଯାଇଛି । ସଂପୃକ୍ତ ବିଭାଗ ପକ୍ଷରୁ କୁହାଯାଇଛି ଯେ, ମରାମତି ପାଇଁ ଏହି…
Read More...

ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୮୮, ବଲାଙ୍ଗିର ପୌରାଂଚଳରୁ ୩୩, ବଲାଙ୍ଗିର ବ୍ଲକରୁ ୫୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରନ୍ତଙ୍କ ସଂଖ୍ୟା ୨୮୮ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୩୩ ଓ ବଲାଙ୍ଗିର ବ୍ଲକ ଅଂଚଳରୁ ୫୬ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧ରୁ ୧, ୨ରୁ ୯, ୫ରୁ ୫, ୧୫ରୁ ୧, ୧୭ରୁ ୧,…
Read More...

ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ଘରକୁ ଘର ବୁଲି ସ୍କ୍ରିନିଂ ଟେଷ୍ଟ : ଆଶା କର୍ମୀ, ସ୍ୱଚ୍ଛସାଥୀ ଏଥିରେ ସାମିଲ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡି) : ଗଞ୍ଜାମ ଜିଲ୍ଲାରେ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ସ୍କ୍ରିନିଂ ଟେଷ୍ଟ ଆରମ୍ଭ ହୋଇଛି । ଆଶା କର୍ମୀ, ସ୍ୱଚ୍ଛସାଥୀ, ସୁପରଭାଇଜରମାନେ ଏହି କାର୍ଯ୍ୟରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ତ୍ୱରାନ୍ୱିତ କରୁଥିବା ଜିଲାପାଳ ବିଜୟ ଅମୃତା କୁଳାଙ୍ଗେ ସୂଚନା…
Read More...

ରାଧାକୃଷ୍ଣ ମନ୍ଦିରରୁ ଚୋରି

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଗୌଡ଼ପଡ଼ାସ୍ଥିତ ରାଧାକୃଷ୍ଣ ମନ୍ଦିରରୁ ଗତ ରାତିରେ ଚୋରି ହେଇଥିବା ନେଇ କମିଟୀ ତରଫରୁ ମ.ରାମପୁର ଥାନାରେ ଲିଖିତ ଅଭିଯୋଗ ହେଇଛି । ତେବେ ଏଥିପୂର୍ବରୁ କିଛି ମାସତଳେ ମଧ୍ୟ ଏହି ମନ୍ଦିର ସମେତ ମ.ରାମପୁରର ବିଭିନ୍ନ ମନ୍ଦିରରୁ ଚୋରୀ…
Read More...

ଗ୍ରାମାଞ୍ଚଳରେ ଘାରିଛି କରୋନା ଭୟ, ଗୋଚ୍ଛାଡ଼େଙ୍ଗେନ ପଂଚାୟତରେ ୩୫ରୁ ଅଧିକ ସଂକ୍ରମିତ : ୪ ମୃତ

-କରୋନା ପଜିଟିଭ ମାନୁନାହାନ୍ତି କୋଭିଡ଼ ଗାଇଡ଼ଲାଇନ୍‌ମ.ରାମପୁର, (ହେମନ୍ତ ସାହୁ) : ଏବେ ବିଶ୍ୱମହାମାରୀ କରୋନାର ପ୍ରଭାବ ସହରଠାରୁ ଆରମ୍ଭ କରି ଗ୍ରାମଂଚଳରେ ପହଂଚିଛି । ତେବେ ସହର ଅପେକ୍ଷା ଗାଁରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବଢୁଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ…
Read More...

ଆଦିବାସୀମାନଙ୍କୁ ମିଥ୍ୟା ଅବକାରୀ କେସ୍‌ରେ ଫସାଇ ହଇରାଣ ଘଟଣାରେ ସଂପୃକ୍ତ ଅବକାରୀ ଉପନିରୀକ୍ଷକଙ୍କ ବିରୁଦ୍ଧରେ…

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଦିବାସୀମାନଙ୍କୁ ମିଥ୍ୟା ଅବକାରୀ କେସ୍‌ରେ ଫସାଇ ହଇରାଣ ଘଟଣାରେ ସଂପୃକ୍ତ ଅବକାରୀ ଉପନିରୀକ୍ଷକଙ୍କ ବିରୁଦ୍ଧରେ ଆଦିବାସୀ ସଂଘ କଡା ଅଭିଯୋଗ କରିଛି । ସଂଘର ଅଭିଯୋଗ ଅନୁସାରେ ଅବକାରୀ ବିଭାଗର ଉପନିରୀକ୍ଷକ ବିଶ୍ଵନାଥ ପରିଡା ଯୋଗଦେବା ଦିନଠାରୁ ବଡ଼ ବଡ଼ ମଦ…
Read More...