Yearly Archives

2021

ଆର୍ନ୍ତଜାତୀୟ ଯୋଗ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଆର୍ନ୍ତଜାତୀୟ ଯୋଗ ଦିବସ, ୨୦୧୫ ମସିହା ୨୧ ଜୁନ୍‌ରେ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚେଷ୍ଟାରେ ଜାତି ସଂଘ ଯୋଗକୁ ଆର୍ନ୍ତଜାତୀୟ ମାନ୍ୟତା ପ୍ରଦାନ କରିଛି । ସାରା ବିଶ୍ୱ ଯୋଗର ମହତ୍ୱ ବୁଝି ପାରିଲା ଏବଂ ଆଜିର ଏହି ଦିନକୁ…
Read More...

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ : କ୍ଷତିପୂରଣ ଦାବୀରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ

କଳାହାଣ୍ଡି, (ପି କେ ସାହୁ) : ଏକ ଅଜଣା ଗାଡି ଧକ୍କାରେ କାଉଗୁଡା ଗ୍ରାମର ଗଜିନ୍ଦ୍ର ହରିଜନ(୩୫)ଙ୍କ ମୃତ୍ୟୁ ଘଟିଛି । ପରିବାରବର୍ଗ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଭବାନୀପାଟଣା ରାୟଗଡା ୬ନଂ ରାଜ୍ୟ ରାଜପଥରେ ଗଛ ପକେଇ ଅବରୋଧ କରିଥିଲେ । ପ୍ରାପ୍ତ ସୂଚନା ମୁତାବକ ରବିବାର ଅପରାହ୍ନ…
Read More...

ବୋନ-କ୍ୟାନ୍ସରରେ ପୀଡିତ ନବ ନାହାକଙ୍କୁ ମିଳିଲା ପ୍ରାଥମିକ ସହାୟତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ସହରର ୯ ନମ୍ବର ୱାର୍ଡ, ବରପଲ୍ଲୀ ବାସିନ୍ଦା, ଜଣେ ଗ୍ରାମ୍ୟସମାଜସେବୀ ନବ ନାହାକ(୨୮) ଦୀର୍ଘ ଦିନ ହେଲା ବୋନ କ୍ୟାନ୍ସରରେ ପୀଡିତ ଅଛନ୍ତି । ତାଙ୍କର ବାମଗୋଡ ଆଣ୍ଠୁର ଅପରେସନ ଲାଗି ପ୍ରାୟ ଆଠ ଲକ୍ଷ ଟଙ୍କା ଆବଶ୍ୟକ ଥିବା…
Read More...

କୋଭିଡ-୧୯ ଟିକାକରଣ ସମ୍ପର୍କିତ ସଦ୍ୟତମ ସୂଚନା

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଦିଆଯାଇଛି ୨୯.୧୦ କୋଟି ଡୋଜରୁ ଅଧିକ ଟିକାଟିକାକରଣ ପାଇଁ ଏବେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ପାଖରେ ଉପଲବ୍ଧ ଅଛି ୩.୦୬ କୋଟିରୁ ଅଧିକ ଡୋଜ ନୂଆଦିଲ୍ଲୀ, (ପିଆଇବି) : ଦେଶବ୍ୟାପୀ ଟିକାକରଣ ଅଭିଯାନର ଏକ ଅଂଶସ୍ୱରୂପ ଭାରତ ସରକାର ରାଜ୍ୟ ଓ…
Read More...

ବ୍ରହ୍ମପୁର ମୁନିସିପାଲ ପକ୍ଷରୁ ନୂଆଁ ଧରଣର ଭେଣ୍ଡିଂ ଜୋନ ନିର୍ମାଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମ ୨୭ ନମ୍ବର ୱାର୍ଡ ଅନ୍ତର୍ଗତ ଗୋଷାଣୀ ନୂଆଁଗାଁ ଥାନା ନିକଟ ଫ୍ଲାଇ-ଓଭର ବ୍ରିଜ ଠାରେ ନୂଆଁ ଧରଣର ଭେଣ୍ଡିଂ ଜୋନ ନିର୍ମାଣ ହେବ ଏବଂ ଏହା ସହ ଏହାର ସୌନ୍ଦର୍ୟ୍ୟକରଣ ବିସ୍ତୀର୍ଣ୍ଣ ରୂପେ ହେବ ବୋଲି ବିଏମସି କମିଶନର…
Read More...

ବଣଭୋଜି କରିବାକୁ ଯାଇଥିବା ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ : ଜଣେ ମୃତ, ତିନି ଗୁରୁତର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବଣଭୋଜି କରିବାକୁ ଯାଇଥିବା ଦୁଇ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ପୋଲସରା ବ୍ଳକ ଅନ୍ତର୍ଗତ ମଧୁପଲ୍ଲୀ ଗ୍ରାମର ଗୋଟିଏ ଗୋଷ୍ଠୀ…
Read More...

ଆଜିଠାରୁ ୧୮ରୁ ଉର୍ଦ୍ଧ ବର୍ଷ ପାଇଁ ଟୀକାକରଣ

ଜିଲ୍ଲାର ବିଭିନ୍ନ ବ୍ଲକର ୩୦ଟି ସହ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଚକ୍ଷୁ ଚିକିତ୍ସା କେନ୍ଦ୍ରର ଗୋଟିଏ କେନ୍ଦ୍ରରେ ଟୀକା ପ୍ରଦାନଦ୍ଵିତୀୟ ଡୋଜ଼ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ…
Read More...

ଦେଉଳ ଗାଁ ପଞ୍ଚାୟତ ସରପଞ୍ଚ ସୁରେଶ ପୁଟେଲଙ୍କ ଅକାଳ ବିୟୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଦେଉଳ ଗାଁ ପଞ୍ଚାୟତ ସରପଞ୍ଚ ସୁରେଶ ପୁଟେଲ(୪୬)ଙ୍କ ଗତକାଲି ସନ୍ଧ୍ୟାରେ ଅକାଳ ବିୟୋଗ ଘଟିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ସେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା…
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୬୩୩କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣ ରହିଥିବା ବେଳେ ବରଗଡ଼ ଏବଂ କଟକରୁ ୫ ଜଣ ଲେଖାଏଁ…
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା ହେଲା ନୂଆ ଯୋଜନା ଆଶୀର୍ବାଦ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅପ୍ରେଲ ପହିଲା ୨୦୨୦ ଦିନ ବା ତା ପରେ ଉଭୟ ବାପା, ମା' ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ପିଲାମାନଙ୍କ ଶିକ୍ଷା, ଭରଣପୋଷଣ ତଥା ଯତ୍ନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶୀର୍ବାଦ ନାମରେ ନୂଆ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନା…
Read More...