Yearly Archives

2021

ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଅଞ୍ଚଳର ବିକାଶ ହୋଇ ପାରୁନାହିଁ : ସାଧାରଣରେ ଆଲୋଚନା

ନୂଆପଡା, (ନିରୋଜ କୁମାର ପାଣୀ) : କୋମନା ବ୍ଲକ ଅନ୍ତର୍ଗତ ଲଖନା ଗ୍ରାମ ପଞ୍ଚାୟତ ବନ ଜଙ୍ଗଲରେ ଘେରା ପ୍ରାକୃତିକ ସବୁଜିମା ବେଷ୍ଟିତ ଏକ ଆଦିବାସୀ ଓ ହରିଜନ ବହୁଳ ଅଞ୍ଚଳ । ଏଠାରେ ଉନ୍ନୟନର ସମସ୍ତ ଆନୁସଙ୍ଗିକ ସୁବିଧା ଥିଲେ ସୁଦ୍ଧା ଜନପ୍ରତିନିଧିମାନଙ୍କ ନୀରବତା ଓ ଜିଲ୍ଲା ପ୍ରଶାସନର…
Read More...

ଟିଟିଲାଗଡ ବିଜେପି ତରଫରୁ ବିଶ୍ୱ ଯୋଗ ଦିବସ ପାଳିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଉପଲକ୍ଷେ ସର୍ବତ୍ର ଅନେକ ଉତ୍ସାହର ସହିତ ଯୋଗ ଦିବସ ପାଳିତ ହୋଇଛି । ଟିଟିଲାଗଡ ନଗର ବିଜେପି ତରଫରୁ ମଧ୍ୟ ସ୍ଥାନୀୟ ଘଣ୍ଟାସୁନି ମନ୍ଦିରରେ ଅନେକ ଉତ୍ସାହର ସହିତ ଯୋଗ ଦିବସ ପାଳିତ ହୋଇଛି । ଟିଟିଲାଗଡ ନଗର ବିଜେପି ସଭାପତି…
Read More...

ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସାମଗ୍ର ବିଶ୍ୱରେ ଜୁନ୍ ୨୧ ତାରିଖରେ ଯୋଗ ଦିବସ ପାଳିତ ହୋଇ ଆସୁଥିବା ବେଳେ ସୁସ୍ଥତା ପାଇଁ ଯୋଗ ବାର୍ତ୍ତାରେ ଆଜି ପାଳିତ ହୋଇଛି ଆନ୍ତର୍ଜାତୀୟ ଯୋଗ ଦିବସ । ଶାରୀରିକ କ୍ରିୟାରେ ସଂହତି ଓ ରୋଗ ପ୍ରତିରୋଧକ ଶକ୍ତିରେ ବୃଦ୍ଧି ସହ ମାନସିକ ଦକ୍ଷତାରେ…
Read More...

ଦେଓଗାଁ ବ୍ଲକରେ ଆଜି ୩ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ଦେଓଗାଁ ବ୍ଲକରେ ୩ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଜରାସିଂହା ପଞ୍ଚାୟତରେ ୨ଜଣ ଓ କୁଳୁତାପଡ଼ା ପଞ୍ଚାୟତରେ ଜଣେ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟ ଆସିଛି ।
Read More...

ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଂଘର ପ୍ରତିଷ୍ଠା ଦିବସ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଦେଓଗାଁ ବ୍ଲକ୍ ଅନ୍ତର୍ଗତ ଖଲିଆପାଲିରେ ଅଖିଳ ଭାରତୀୟ ଗୋଣ୍ଡବାନା ଗୋଣ୍ଡ ମହାସଂଘର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦେଓଗାଁ ବ୍ଲକ୍ ଗୋଣ୍ଡାବାନା ଗୋଣ୍ଡ ମହାସଂଘର ସଭାପତି ସୁରଥ ଧରୁଆ ଯୋଗଦେଇ ଗୋଣ୍ଡ ସପ୍ତରଙ୍ଗି ଖଣ୍ଡା ଉତ୍ତୋଳନ…
Read More...

ଦୁଇ ଅସହାୟ ମହିଳାଙ୍କୁ ସହାୟତା କଲେ ସମାଜ ସେବୀ ଶ୍ରୀକର ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇନ୍ତଲା ବ୍ଲକ୍‌ର ରଣ୍ଡା ଗାଁରେ ରହନ୍ତି ସ୍ୱାମୀହରା ଉର୍‌କୁଲି ନନ୍ଦ । ତିନୋଟି ପୁଅ ସହ ତାଙ୍କ ସଂସାର । ବଡପୁଅ ଶମ୍ଭୁର ତିନୋଟି ଝିଅ, କୁକୁଡା କୋକାନ କରି ଚଳୁଥିଲେ । ଏକ ଅଜଣା ଗାଡିର ଧକ୍କାରେ ତାଙ୍କର ମେରୁଦଣ୍ଡ ଭାଙ୍ଗିଗଲା ।…
Read More...

ମାଁ ମେଟାକାନି ମନ୍ଦିର ଯୋଗ କମିଟି ତରଫରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ମାଁ ମେଟାକାନି ମନ୍ଦିର ଯୋଗ କମିଟି ତରଫରୁ ସ୍ଥାନୀୟ ହାଟପଦାପଡା ପାର୍କଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ କମିଟିର ସଭାପତି ଲୋଟସ ଷଢଙ୍ଗି ଏହି କାର୍ୟ୍ୟକ୍ରମରେ ଯୋଗ ଦେଇ ସମସ୍ତଙ୍କୁ ପ୍ରତହ୍ୟ ଯୋଗ କରିବା…
Read More...

ରିନବଚନ ଓ ବିରମୁଣ୍ଡାର ଦୁଇଟି ରାସ୍ତା ଉଦ୍‌ଘାଟନ ଓ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ଦେଲେ ନରସିଂହ

ସବୁ ଗାଁକୁ ରାସ୍ତା ଓ ପାନୀୟ ଜଳ ନିଶ୍ଚିତ କରାଯିବ - ନରସିଂହବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଜି ମାଧିଆପାଲି ପଞ୍ଚାୟତର ରିନବଚନ ଓ ବିରମୁଣ୍ଡା ଠାରେ ଦୁଇଟି ଗ୍ରାମ୍ୟ ରାସ୍ତାର ଉଦ୍‌ଘାଟନ କରିଛନ୍ତିି । ରୁରାଲ ୱାର୍କ୍ସ ଡିଭିଜନ ଦ୍ୱାରା ନିର୍ମିତ ଏହି…
Read More...

ବଲାଙ୍ଗିର ଜିଲ୍ଲାରେ ୩୦ ଜଣ ନୂଆ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୩୦ ଜଣ ନୂଆ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଆଗଲପୁର ବ୍ଲକରେ ଜଣେ, ବଲାଙ୍ଗିର ପୌରାଂଚଳରେ ୪ ଜଣ, ବଙ୍ଗୋମୁଣ୍ଡା ବ୍ଲକରେ ୨ ଜଣ, ବେଲପଡ଼ା ବ୍ଲକରେ ୪ ଜଣ, ଦେଓଗାଁରେ ୩ ଜଣ, ଖପ୍ରାଖୋଲ ବ୍ଲକରେ ୬…
Read More...

ରାଷ୍ଟ୍ରୀୟ ମାନବ ଅଧିକାର ସଂଗଠନର ବରଗଡ ଜିଲ୍ଲା ଅଧ୍ୟକ୍ଷ ହେଲେ ପରିବେଶ କର୍ମୀ ରାଜକୁମାର ସେଠ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ପ୍ରଦେଶରେ ସଦା ସର୍ବଦା ଲୋକଙ୍କ ସେବାରେ ଯୋଡ଼ି ହୋଇ, ଅନେକ ସମସ୍ୟାକୁ ସଠିକ ରୂପେ ସମାଧାନ କରି ଚାଲିଥିବା ଲୋକନାଥ ଶଙ୍କର ସିଂହ ଅନୁମୋଦନ କ୍ରମେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଆରଥା ମାଥୁର ଓଡ଼ିଶା ପ୍ରଦେଶର ସୂଚନା ଅଧିକାର, ମାନବାଧିକାର ଏବଂ ପରିବେଶ…
Read More...