Yearly Archives

2021

ଆମ୍ବୁଲାନ୍ସକୁ ପିଟିଲା ବାଇକ : ୩ ଗୁରୁତର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବୁର୍ଡା ଛକ ଠାରେ ଆମ୍ବୁଲାନ୍ସକୁ ଏକ ବାଇକ ପିଟି ନେଇଛି । ଫଳରେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ସଇଁନ୍ତଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମତେ ଦେଓଗାଁ ବିଳାପୁର ଠାରୁ କୁମ ଦିନି ଖାଡିଆ, ପ୍ରଦୀପ…
Read More...

ବଲାଙ୍ଗିର ଜିଲ୍ଲା ବିଜେପି ଉପସଭାପତି ରାକେଶ ମିଶ୍ରଙ୍କୁ ଜନ୍ମ ଦିନ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବିଜେପି ଉପସଭାପତି ରାକେଶ ମିଶ୍ରଙ୍କୁ ଇ-ମେଲ୍‌ ମାଧ୍ୟମରେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଉପସଭାପତି ଶ୍ରୀ ମିଶ୍ରଙ୍କର ନିରାମୟ ଜୀବନ କାମନା କରିବା ସହ ୨୦୨୧…
Read More...

ଡ଼ଙ୍ଗାବାହାଲ ଗାଁରେ ବିଶ୍ୱ ଆଦିବାସୀ ଦିବସ ପାଳନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କୁଇକେଡା ପଞ୍ଚାୟତ ଅଧିନସ୍ଥ ଡଙ୍ଗାବାହାଲ ଗ୍ରାମ ସ୍ଥିତ ସ୍ଥାନୀୟ କ୍ଲବ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦିବାକାର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ଆଦିବାସୀ ନେତା…
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍କା ଛାତ୍ର କଂଗ୍ରେସ କମିଟୀ ପକ୍ଷରୁ ବିକ୍ଷୋଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନରେ ମହାଦୁର୍ନୀତି ପ୍ରତିବାଦରେ ସୋମବାର ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ କମିଟୀ ପକ୍ଷରୁ ଜିଲ୍ଲା ସଭାପତି ବିକାଶ ପଶୁପାଳକଙ୍କ ନେତୃତ୍ୱରେ ଜିଲ୍ଲାର ବହୁ ଛାତ୍ରନେତା ମାନେ ଉପସ୍ଥିତ ରହି ଗଞ୍ଜାମ ଜିଲ୍ଲାପାଳଙ୍କ…
Read More...

ବରଗଡ଼ ଶିକ୍ଷା ଜିଲ୍ଲା ପ୍ରାଥମିକ ବିଦ୍ୟାଳୟରେ ଦୁର୍ନୀତି : ତଦନ୍ତ ପାଇଁ ଦାବୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଶିକ୍ଷା ଜିଲ୍ଲାର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟଗୁଡିକରେ କରୋନା କଟକଣା ସମୟରେ ଜିନିଷ କିଣାରେ ମିଥ୍ୟା ବିଲ୍ ଦେଇ ଅର୍ଥ ଆତ୍ମସାତ ଅଭିଯୋଗରେ ଗତକାଲି ବରଗଡ଼ ଜିଲ୍ଲା ଭାଜପା ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ…
Read More...

ବିଶ୍ୱ ପାରମ୍ପରିକ ଆଦିବାସୀ ଦିବସ ପାଳନ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲାର କର୍ଲା ମୁଣ୍ଡା ବ୍ଲକ ଅନ୍ତର୍ଗତ ବୋରପଦର ପଞ୍ଚାୟତ ଅଗାଧୁପୁର ଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ସୋମବାର ବିଶ୍ୱ ପାରମ୍ପରିକ ଆଦିବାସୀ ଦିବସ ପାଳନ ହୋଇଯାଇଛି । ଏଥିରେ ସାମାଜିକ କର୍ମୀ ସୁରେଶ ଚୌଧୁରୀ,…
Read More...

ପାଇକମାଲରେ ନୂତନ ବିଡିଓଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକରେ ନୂତନ ବିଡିଓ ଭାବେ ଉପାଞଳି ମାଝୀ ସୋମବାର ଯୋଗଦାନ କରିଛନ୍ତି । ଯୋଗଦାନ ପୂର୍ବରୁ ସେ ଟିଟିଲାଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ କୋଭିଡ ଦାୟିତ୍ୱରେ ଥିଲେ । ଗତକାଲି ପୂବାହ୍ନରେ ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗଦାନ କଲାପରେ…
Read More...

ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସପ୍ତମ ବେତନ ପ୍ରଦାନ, ଚାକିରୀ ସର୍ତ୍ତାବଳୀ ସହ ପେନସନ୍ ପ୍ରଦାନ, ୧୭୭ ନୂତନ ଅନୁଦାନ ପ୍ରାପ୍ତ କରିବା, ନୂତନ କଲେଜକୁ ଅନୁଦାନ ପ୍ରଦାନ, ଅନୁଦାନ ନୀତିରୁ ଅସଙ୍ଗତି ଦୂରୀକରଣ ଓ ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି କରିବା ସମେତ ସ୍କୁଲ, କଲେଜ…
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୪ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୫୬୫କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮ଜଣ, ବାଲେଶ୍ୱର ଜିଲ୍ଲାରୁ ୬ଜଣ, କନ୍ଧମାଳ…
Read More...

ସିନେମା ଷ୍ଟାଇଲ୍‌ରେ ୩ଜଣଙ୍କୁ ଉଠାଇ ନେଲା ଏସ୍‌ଟିଏଫ୍‌

ହରଭଙ୍ଗା, (ବଂଶୀଧର ମାଝୀ) : ସୋମବାର ଅପରାହ୍ନ ପ୍ରାୟ ୪ ଟା ସମୟରେ ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥର ବାମଣ୍ଡା ଛକ ନିକଟରୁ ପୋଲିସ୍ ବିଭାଗର ସ୍ୱତନ୍ତ୍ର ଟାସ୍କ ଫୋର୍ସ ଟିମ୍‌ ହଠାତ୍‌ ସାଧା ପୋଷାକରେ ଆସି ସିନେମା ଷ୍ଟାଇଲ୍‌ରେ ଏକ ଅଟୋ ଭିତରୁ ୩ ଜଣଙ୍କୁ ଉଠାଇ ନେଇଥିବା ଦେଖିବାକୁ…
Read More...