Yearly Archives

2021

ସାଧାରଣରେ ଚର୍ଚ୍ଚା : ଭଲ କାମ କଲେ ବଦଳି, ସରକାରୀ ଟଙ୍କା ହଡ଼ପ କରି ଖାଇଲେ ସାବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା ସରକାର ଗତ କିଛିଦିନ ତଳେ ବିଡିଓମାନଙ୍କ ବଦଳି ତାଲିକା ପ୍ରକାଶ ହେବା ପରେ ପୁଣି ଥରେ ପରିବର୍ତ୍ତନ କରି ନୂଆ ତାଲିକା ପ୍ରକାଶ କରିଛନ୍ତି । ମାତ୍ର କମ୍‌ ଦିନରେ ବଦଳି ହୋଇ ଆସିଥିବା କେତେକ ବିଡିଓ ଯେଉଁମାନେ ସ୍ୱଚ୍ଛତା ଓ ନିଷ୍ଠାର ସହ ସରକାରୀ
Read More...

ସାଂପ୍ରତିକ ସ୍ଥିତିରେ ଆଇନ ଶିକ୍ଷାର ଉପାଦେୟତା ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟରେ ଚାଲିଥିବା ଦ୍ୱିଦିବସୀୟ ଜାତୀୟ ଆଲୋଚନାଚକ୍ରରେ ଦ୍ୱିତୀୟ ଦିନରେ ସାଂପ୍ରତିକ ସ୍ଥିତିରେ ଆଇନ ଶିକ୍ଷାର ଉପାଦେୟତା ଉପରେ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଅଧ୍ୟାପିକା ପ୍ରଜ୍ଞା ପରମିତା ପଣ୍ଡାଙ୍କ ସଂଯୋଜନା ଓ ଆଇନ
Read More...

ବରଗଡ ଜିଲ୍ଳାରେ ଆହେତୁକ ନିଶା କାରବାର ଉପରେ ଅଙ୍କୁଶ ଓ ସାଧାରଣ ଜନତାଙ୍କ ସୁରକ୍ଷା ଦାବୀ କଲା ସମ୍ବିଧାନ ସୁରକ୍ଷା ମଂଚ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲାରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେଉଥିବା ବେଳେ ବରଗଡ଼ ସହର ଓ ଅନ୍ୟ ବ୍ଲକରେ ନିଶା କାରବାର ଦ୍ରୁତ ଗତିରେ କାୟା ବିସ୍ତାର କରି ଚାଲିଛି । ଯୁବକମାନେ ମୁଖ୍ୟତଃ ଏହି ନିଶା ସେବନରେ ଗ୍ରାସ ହୋଇ ନିଜ ଜୀବନକୁ ଖରାପ କରିବା ସହ
Read More...

ଆଜି ଅଯୋଧ୍ୟାରେ ୧୨ ଲକ୍ଷ ଦୀପ ଜଳିବ, ସୃଷ୍ଟି ହେବ ବିଶ୍ୱ ରେକର୍ଡ : ପ୍ରସ୍ତୁତି ଶେଷ

ଅଯୋଧ୍ୟା : ଅଯୋଧ୍ୟାରେ ଆଲୋକ ଉତ୍ସବ ପାଇଁ ପ୍ରସ୍ତୁତି ଶେଷ ହୋଇଛି ଏବଂ ଆଜି ଛୋଟି ଦୀପାବଳି ଦିନ ଅଯୋଧ୍ୟାରେ ୧୨ ଲକ୍ଷ ଦୀପ ଜାଳିବାକୁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି । ଏହି ୧୨ ଲକ୍ଷ ଦୀପ ମଧ୍ୟରୁ ୯ ଲକ୍ଷ ୫୧ ହଜାର ଦୀପ ସାରଜୁ କୂଳରେ ରାମଙ୍କ ପାଖରେ ଜଳିବ । ଏକାସାଙ୍ଗରେ ଏତେ ସଂଖ୍ୟକ ଦୀପକୁ
Read More...

ପୂର୍ବତନ ବିଜୁ ଯୁବ ବାହିନୀ ସଭାପତିଙ୍କ କଂଗ୍ରେସ ଦଳରେ ଯୋଗଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନିର୍ବାଚନ ମଣ୍ଡଳୀରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କର ବିକାଶମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ତଥା ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସର ଆଦର୍ଶରେ ଅନୁପ୍ରାଣିତ ହୋଇ ମିର୍ଦ୍ଧାପାଲି ପଂଚାୟତର ପୂର୍ବତନ ବିଜୁ ଯୁବବାହିନୀର ସଭାପତି ଆନନ୍ଦ
Read More...

ସଦର ବ୍ଲକର ବିଭିନ୍ନ ପଞ୍ଚାୟତ ବୁଲିଲେ ନରସିଂହ : ପ୍ରକଳ୍ପ ଉଦ୍‌ଘାଟନ ସହ ଶୁଣିଲେ ଲୋକଙ୍କ ସମସ୍ୟା

ବିଜୁଳି ସଂଯୋଗ ଓ ପାନୀୟ ଜଳ ଶୀଘ୍ର ପହଞ୍ଚାଇବାକୁ ନିର୍ଦ୍ଦେଶ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାଁର ପ୍ରତ୍ୟେକ ଲୋକଙ୍କୁ ପିଇବା ପାଣି ଏବଂ ବିଜୁଳି ସଂଯୋଗ ପାଇବା ଲୋକଙ୍କ ମୌଳିକ ଅଧିକାର ଅଟେ । ଏଥିରେ କିଛି ବିଳମ୍ବ ହୋଇପାରେ ମାତ୍ର କେହି ତାଙ୍କୁ ଏ ଅଧିକାରରୁ ବଂଚିତ କରିପାରିବେ
Read More...

ଗ୍ରାମ ପଞ୍ଚାୟତ ଦୁର୍ନୀତି ବିରୋଧ କଲେ ମାଡ ଓ ଏସ୍‌ସି/ଏସ୍‌ଟି କେସରେ ଫସାଇ ଦେଇଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଚଣ୍ତିଭଟା ଗ୍ରାମ ପଞ୍ଚାୟତର ସରପଞ୍ଚ ଜବାହାର ଲାଲ ସିଂ ବରିହା ମନଇଛା ପଞ୍ଚାୟତର ଟଙ୍କା ଖର୍ଚ୍ଚ କରୁଥିବା ପ୍ରତିବାଦ କରିବାରୁ ଚଣ୍ତିଭଟା ଗ୍ରାମର ୱାର୍ଡମେମ୍ବର ନାରାୟଣ ରଣାଙ୍କୁ ଏସ୍‌ସି/ଏସ୍‌ଟି କେସରେ ଫସାଇ
Read More...

ଗଞ୍ଜାମ ବଜାରରେ ସବୁଜ ବାଣ ବିକ୍ରି ହେବ : ପରମ୍ପରା ବଜାୟ ଲାଗି ଦୀପାବଳି ପାଳନ ସୁରୁଖୁରୁରେ ହେବ – ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଜି ଗୋଟିଏ ଦିନ ପରେ ସର୍ବତ୍ର ପାଳିତ ହେବ ଦୀପାବଳି । ଆଲୋକର ପର୍ବ ଦୀପାବଳୀ ପର୍ବକୁ ପାଳନ କରିବା ପାଇଁ ଲୋକଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ତେବେ ପରିବେଶ ପ୍ରଦୂଷଣକୁ ଆଖି ଆଗରେ ରଖି ଏଥର ଆମ ସରକାର ବାଣ ଫୁଟାଇବା ଉପରେ
Read More...

ବଲାଙ୍ଗିର ସଦର ବ୍ଲକ ସମୀକ୍ଷା କଲେ ନରସିଂହ ମିଶ୍ର : ନିର୍ମାଣାଧିନ ପ୍ରକଳ୍ପ ସମ୍ପୁର୍ଣ୍ଣ କରିବା ଉପରେ ଗୁରୁତ୍ୱ

ମନରେଗା ପାଉଣା ଓ ଗରିବଙ୍କୁ ବାସଗୃହ ପ୍ରଦାନରେ ବିଳମ୍ବ ହେତୁ କ୍ଷୋଭ ପ୍ରକାଶ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାଁ ଗଣ୍ଡାରେ ବିଧାୟକ ପାଣ୍ଠି ହେଉ କି ଅନ୍ୟ ଅନୁଦାନ ହେଉ ସେଥିରେ ନିର୍ମାଣାଧିନ ଥିବା ବିଭିନ୍ନ ପ୍ରକଳ୍ପଗୁଡିକୁ ଶେଷ କରିବାରେ ବ୍ଲକ ସ୍ତରୀୟ ଅଧିକାରୀମାନେ ତତ୍ପରତା
Read More...

ଗତ ୨୪ ଘଂଟାରେ ୩୨୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୨୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୪୨ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୦୦୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୭ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...