Yearly Archives

2021

ଖଣି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ତହସିଲଦାରଙ୍କୁ ଦାବୀପତ୍ର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ତହସିଲ ଅଧିନସ୍ଥ ରେଙ୍ଗଳ ପଞ୍ଚାୟତର ଯମୁନା ଝାଡପଡା ମୌଜାର ଶହ ଶହ ହେକ୍ଟର ଅନାବାଦୀ ଗୋଚର ଜମିରୁ ବେଆଇନ ଭାବେ ଖଣି ମାଫିଆମାନେ ମାଙ୍କଡ଼ା ପଥର ଓ ମୋରମ ଚୋରା ଚାଲଣ କରୁଥିବା ନେଇ ଅଭିଯୋଗ ହୋଇଥିବା ବେଳେ ସେମାନଙ୍କ ବିରୋଧରେ ଦ୍ରୁଢ
Read More...

ବିଭିନ୍ନ ସମସ୍ୟା ନେଇ ଆଗଲପୁର ବ୍ଲକ ଗାଁ ସାଥୀଙ୍କ ସାଂସଦଙ୍କୁ ଦାବୀପତ୍ର ପ୍ରଦାନ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ସାଲେଭଟା ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ବ୍ଲକ ଗାଁ ସାଥୀ (ମେଟ) ସଙ୍ଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଆନନ୍ଦ ପଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ବିଜେପି ନେତା ତଥା ବଲାଙ୍ଗିର
Read More...

ଗାନ୍ଧୀପୀଠର ଉନ୍ନତି ଓ ଡାକ୍ତର ଅଭାବୀ ପୂରଣ ନେଇ କଂଗ୍ରେସର ଆମରଣ ଅନଶନ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ବେରବୋଇ ଗାନ୍ଧୀ ସ୍ମୃତି ପୀଠର ଉନ୍ନତି ଓ ଡେଲାଙ୍ଗ-ପିପିଲିର ସମସ୍ତ ଡାକ୍ତରଖାନାର ଡାକ୍ତର ଅଭାବୀ ପୂରଣ ନେଇ କଂଗ୍ରେସର ଆମରଣ ଅନଶନ ସଫଳ, ଲିଖିତ ପ୍ରତିଶୃତି ମିଳିବା ପରେ ଅନଶନ ପ୍ରତ୍ୟାହାର କରାଯାଇଥିଲା । ପୂର୍ବ ସୂଚନାନୁଯାୟୀ ବେରବୋଇ ଗାନ୍ଧି
Read More...

ଭୂତ ଖାଉଛି ବାର୍ଦ୍ଧକ୍ୟ ଭତ୍ତା : ସିନାପାଲି ବ୍ଲକରେ ମହା ଘୋଟଲା ହୋଇଥିବା ଅଭିଯୋଗ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ରାଜ୍ୟର ଏକ ଉପାନ୍ତ ଜିଲ୍ଲା । ଏଠାରେ ସରକାରୀ ବାବୁ ଏବଂ ଜନପ୍ରତିନିଧିମାନଙ୍କ ପାଇଁ ଦୁର୍ନୀତି ଏକ ସାଧାରଣ ବିଷୟ ପାଲଟିଛି । ଜିଲ୍ଲାରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଦୁର୍ନୀତି ସାମ୍ନାକୁ ଆସୁଥିଲେ ହେଁ ଠୋସ କାର୍ଯ୍ୟାନୁଷ୍ଠାନ
Read More...

ଅସମ୍ପୂର୍ଣ୍ଣ ଡ୍ରେନ ସମସ୍ୟାକୁ ନେଇ ବିଡ଼ିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀପତ୍ର

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ସହର ଜଗନ୍ନାଥ ଛକ ନିକଟ ବରଫ କଳଠାରୁ ଲିମିବନ୍ଧ ରାସ୍ତା ପର୍ଯ୍ୟନ୍ତ ନିର୍ମାଣାଧିନ ଡ୍ରେନ ସମସ୍ୟାକୁ ନେଇ ସ୍ଥାନୀୟ ଲୋକେ ସିନାପାଲି ବିଡ଼ିଓଙ୍କ ଜରିଆରେ ନୂଆପଡା ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବୀପତ୍ର ପ୍ରଦାନ କରିଛନ୍ତି । ଡ୍ରେନ
Read More...

୩୯ ଥର ରକ୍ତଦାନ କରି ଚର୍ଚ୍ଚାରେ ମନୋଜ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : କଥାରେ ଅଛି ରକ୍ତଦାନ ମହାପୁଣ୍ୟ । ଏପରିକି ବିଭିନ୍ନ ସମୟ ଠିକ ସମୟରେ ରକ୍ତ ଟିକକ ନ ମିଳିଲେ ମୂଲ୍ୟବାନ ଜୀବନଟି ଚାଲିଯିବାର ସମ୍ଭାବନା ରହିଥାଏ । ଅନେକ ବ୍ୟକ୍ତିମାନେ ବିନା ଦ୍ୱିଧାରେ ରକ୍ତଦାନ କରି ଅନ୍ୟମାନଙ୍କ ଜୀବନ ବଞ୍ଚାଇବାକୁ ଆଗେଇ ଆସିଥାନ୍ତି ।
Read More...

ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ପାଇଁ ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା ପୌର ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଗତକାଲିଠାରୁ ଜିଲ୍ଲାର ସମସ୍ତ ବୁଥ ଗୁଡିକରେ ଆରମ୍ଭ ହୋଇଛି । ଏଥି ସକାଶେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ସର୍ବ ଦଳୀୟ ପ୍ରତିନିଧି ଓ ଗଣମାଧ୍ୟମର
Read More...

ଖେଳରତ୍ନ ପାଇବେ ପ୍ରମୋଦ ଭଗତ

ନୂଆଦିଲ୍ଲୀ : ଟୋକିଓ ପାରାଅଲିମ୍ପିକ୍ସରେ ସୁନା ପଦକ ଜିତିଥିବା ପ୍ରମୋଦ ଭଗତ ଧ୍ୟାନଚାନ୍ଦ ଖେଳରତ୍ନ ପାଇବେ । ଖେଳରତ୍ନ ପାଇବାରେ ସେ ପ୍ରଥମ ଓଡ଼ିଆ । ପୂର୍ବରୁ ଖେଳରତ୍ନ ଏବଂ ଅର୍ଜୁନ ପରୁସ୍କାର ପାଇଁ ଉଲ୍ଲେଖନୀୟ କ୍ରୀଡ଼ାବିତ୍‌ଙ୍କ ନାମ ସୁପାରିଶ କରିଥିଲା ନ୍ୟାଶନାଲ୍‌ ସ୍ପୋର୍ଟସ୍‌ ଆୱାର୍ଡ
Read More...

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଅର୍ଚ୍ଚନା ଯୋଶୀଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର : ୧୯୮୫ ବ୍ୟାଚର ଭାରତୀୟ ରେଳବାଇ ଟ୍ରାଫିକ୍ ସେବା ଅଧିକାରୀ ଅର୍ଚ୍ଚନା ଯୋଶୀଙ୍କୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ମିଳିଛି ଅତିରିକ୍ତ ଦାୟିତ୍ୱ । ନିୟମିତ ମହାପ୍ରବନ୍ଧକଙ୍କ ଯୋଗଦାନ ପର୍ଯ୍ୟନ୍ତ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଦକ୍ଷିଣ ପୂର୍ବ ରେଳପଥର ମହାପ୍ରବନ୍ଧକ
Read More...

ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ସିଧାସଳଖ ବିମାନସେବାର ଶୁଭାରମ୍ଭ : ଜନଜାତି ଅଂଚଳରେ ଡ୍ରୋନ୍‌ ମାଧ୍ୟମରେ ଲୋକଙ୍କୁ…

ଏହି ବିମାନସେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀଓଡ଼ିଶାର ଜୈବିକ କୃଷି ସାମଗ୍ରୀକୁ ବିଶ୍ୱ ବଜାରକୁ ପହଁଚାଇବା ପାଇଁ ଉଦ୍ୟମ କରାଯାଉଶିଳ୍ପାଂଚଳରେ ଏୟାରପୋର୍ଟ ଓ
Read More...