Yearly Archives

2021

ମୌଳିକ ସୁବିଧାରୁ ବଞ୍ଚିତ କୁଇମୁଣ୍ଡା ଗ୍ରାମବାସୀ

ନୂଆପଡା, (ନିରାକାର ମେହେର) : ସ୍ୱାଧୀନତାରର ଦୀର୍ଘ ୭ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଆଜି ବି ଏପରି ଗ୍ରାମ ରହିଛି ଯେଉଁଠି ସରକାରଙ୍କ ବିକାଶର ପାଦ ପଡ଼ିନାହିଁ । ଲୋକମାନଙ୍କୁ ମୌଳିକ ସୁବିଧା ପ୍ରଦାନ କରିବାରେ ବ୍ଲକ ପ୍ରଶାସନଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ବିଫଳ ହୋଇଥିବା ଦେଖିବାକୁ
Read More...

ପାଣିପମ୍ପ ଚାଳକଙ୍କ ଅନଶନ ଯୋଗୁଁ ପିଇବା ପାଣି ପାଇଁ ଯୋଖିପାଲି ଗ୍ରାମବାସୀ ହନ୍ତସନ୍ତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମରେ ପିଇବା ପାଣିପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଦୀର୍ଘ ୧୦ ଦିନରୁ ଅଧିକ ହେଲା ପଞ୍ଚାୟତ ସ୍ତରରେ ନିଯୁକ୍ତ ହୋଇଥିବା ପମ୍ପ ଚାଳକ ମାନେ ଆନ୍ଦୋଳନ କରୁଥିବାରୁ ଗ୍ରାମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଠପ
Read More...

ଘୁଚାପାଲିରେ ବିଦାୟକାଳୀନ ସମ୍ୱର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଘୁଚାପାଲି ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିକ୍ଷକ ଶୁକଦେବ ମହାନନ୍ଦ ଓ ପୂର୍ବତନ ବିଦ୍ୟାଳୟ ପରିଚାଳନା କମିଟିକୁ ବିଦାୟ ଦେବା ସହ ନୂତନ ଭାବେ ଗଠିତ ହୋଇଥିବା କମିଟିକୁ ସ୍ୱାଗତ କରାଯାଇଥିଲା । ଉକ୍ତ ସଭାରେ ଶିକ୍ଷକ ନେତା ମହାଦେବ ବେହେରା
Read More...

ଯୋଗିମୁଣ୍ଡାରେ ଧନ୍ୱନ୍ତରୀ ପୂଜା ଓ ବୈଦ୍ୟ ସମ୍ମିଳନୀ

ପାଟଣାଗଡ, (ଗୋରେଖନାଥ ବରିହା) : ସ୍ଵେଚ୍ଛାସେବୀ ଅନୁଷ୍ଠାନ ଜୀବନ୍ୟାସ ଲକ୍ଷ୍ମୀମୁଣ୍ଡା ଓ କଲ୍ୟାଣ ରେଙ୍ଗାଲଜୁରୀଙ୍କ ମିଳିତ ଆନୁକୁଲ୍ୟରେ ୮ମ ବର୍ଷ ଧନ୍ୱନ୍ତରୀ ପୂଜା ଓ ବୈଦ୍ୟ ସମ୍ମିଳନୀ ଯୋଗିମୁଣ୍ଡା ଠାରେ ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ମୂଖ୍ୟ ଅତିଥି ଭାବେ
Read More...

‘ଦୀପାବଳିର ଦୀପଟିଏ ସହିଦଙ୍କ ପାଇଁ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ହାପି ମୋମେନ୍ଟସ୍ ଇଣ୍ଡିଆ ଓ ସେକ୍ଟର ୧୬ ଡିଏଭି ପବ୍ଲିକ୍ ସ୍କୁଲର ମିଳିତ ଆନୁକୂଲ୍ୟରେ 'ଦୀପାବଳିର ଦୀପଟିଏ ସହିଦଙ୍କ ପାଇଁ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଯଶବିନ୍ଦର କୌରଙ୍କ ଅଧ୍ୟକ୍ଷତା ଓ ହାପି ମୋମେନ୍ଟସ୍ ଇଣ୍ଡିଆର
Read More...

ବିବାହ ନାମରେ ବଡ ପ୍ରତାରଣା : ପ୍ରାଥମିକ ବିଦ୍ୟାଳୟ ଶିକ୍ଷୟିତ୍ରୀଙ୍କୁ ତିନି ବର୍ଷ ଧରି ବଳାତ୍କାର ଅଭିଯୋଗ

ମେରଠ : ଜିଲ୍ଲାର ମୋଦୀପୁରାମର ପାଲ୍ଲାଭାପୁରମ୍ ଥାନାରେ ଜଣେ ଶିକ୍ଷୟିତ୍ରୀ ସୋମବାର ବିଳମ୍ବିତ ରାତିରେ ଯୁବକଙ୍କ ବିରୋଧରେ ବଳାତ୍କାର ଓ ହତ୍ୟା ଉଦ୍ୟମ ମାମଲା ଦାୟର କରିଛନ୍ତି । ଯୁବକ ଜଣକ ବିବାହର ବାହାନା କରି ତାଙ୍କୁ ତିନି ବର୍ଷ ଧରି ବଳାତ୍କାର କରୁଥିଲେ । ଅଭିଯୋଗ ହୋଇଛି ଯେ, ସେ ଅନେକ
Read More...

ପାଇକମାଲ ବିନ୍ଧ୍ୟବାସିନୀ ଡିଗ୍ରୀ ମହାବିଦ୍ୟାଳୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟବାସିନୀ ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ମହା ବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି
Read More...

ଉତ୍ତମ ପରିବେଶ ପାଇଁ ଦୁର୍ନୀତି ନିବାରଣ ସଂକଳ୍ପର ଆହ୍ୱାନ ଦେଲେ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଲକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ସତ୍ୟବାଦୀର ବକୁଳବନରୁ ସଚେତନତା ଅଭିଯାନ ଆରମ୍ଭ ହୋଇ ଯାଇଅଛି । ପ୍ରକୃତିପ୍ରେମୀ ଅଧ୍ୟାପିକା ଡକ୍ଟର ଶାନ୍ତିଲତା ଅଧିକାରୀ ମୁଖ୍ୟଅତିଥି ରୂପେ
Read More...

ଦୀପାବଳି ପାଳନ ବେଳେ ଶ୍ୱାସ ରୋଗୀ ସାବଧାନ ହୁଅନ୍ତୁ

ଶ୍ୱାସ ରୋଗୀଙ୍କ ପାଇଁ ଧୂଆଁ ବିପଦ ସୃଷ୍ଟି କରିଥାଏ । ପୁଣି ଦୀପାବଳି ପାଳନ ସମୟରେ ବାଣଫୁଟାର ବାରୁଦ ଗନ୍ଧ ସେମାନଙ୍କ ପାଇଁ ଆହୁରି ମାରାତ୍ମକ । ଏଣୁ ଦୀପାବଳି ପାଳନ ସମୟରେ ଶ୍ୱାସ ରୋଗୀ ବିଶେଷ ସାବଧାନତା ଅବଲମ୍ବନ କରିବା ଏକାନ୍ତ ଆବଶ୍ୟକ । ନିମ୍ନରେ ଦିଆଯାଇଥିବା ଟିପ୍ସ ମାନି ଚଳିବା
Read More...

ହିମାଚଳ ପ୍ରଦେଶ ବିଜୟରେ ଉତ୍ସାହିତ କଂଗ୍ରେସ ଦରବୃଦ୍ଧି ପ୍ରସଙ୍ଗ ଉଠାଇ ଟାର୍ଗେଟ କଲେ ବିଜେପିକୁ

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶ ଉପନିର୍ବାଚନରେ ​​ଶାସକ ଭାରତୀୟ ଜନତା ପାର୍ଟିର ପରାଜୟ ପରେ କଂଗ୍ରେସ ଦଳ ଉତ୍ସାହିତ ହୋଇ ଦରବୃଦ୍ଧି ପ୍ରସଙ୍ଗକୁ ଜୋରରେ ଉଠାଇବା ଆରମ୍ଭ କରିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଦାୟିତ୍ୱ ଗ୍ରହଣ ଉତ୍ସବରେ
Read More...