Yearly Archives

2021

ରୋତଠାରେ ସର୍ବଭାରତୀୟ ବିଞ୍ଝାଲ ସମାଜର ସାମାଜିକ ସଚେତନତା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗଲପୁର ବ୍ଳକ ରୋତଠାରେ ସର୍ବଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ସାମାଜିକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଆଗଲପୁର ବ୍ଳକ ସଭାପତି ନବୀନ ବରିହାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସର୍ବ ଭାରତୀୟ ବିଞ୍ଝାଲ ସମାଜର ଉପଲାଟ ସଭାପତି ତଥା ବଲାଙ୍ଗିର ଜିଲ୍ଲା
Read More...

ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ବନାଇମୁଣ୍ଡା ପଞ୍ଚାୟତର ପ୍ରତ୍ୟେକ ଗାଁକୁ ଗାଁ ଯାଇ ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ ସରୋଜ କୁମାର ମେହେର । ଯୋଗ୍ୟ ହିତାଧିକାରୀମାନଙ୍କୁ ତୁରନ୍ତ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ବିଧାୟକଙ୍କ ପାଖରେ ଦାବୀ
Read More...

କୋଶଳିଆ ମାଳି ସମାଜର ସାଂଗଠନିକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଶଳିଆ ମାଳି ସମାଜ, ବିଜେପୁର ସର୍କଲର ଜୋନ୍ ସ୍ତରୀୟ ଚତୁର୍ଥ ସାଂଗଠନିକ ବୈଠକ ଜାରିଂ କମ୍ୟୁନିଟି ସେଣ୍ଟରଠାରେ ଉପସଭାପତି ସନ୍ତୋଷ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରେମରାଜ ପଟେଲ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିବା ସାଙ୍ଗକୁ ସମସ୍ତଙ୍କୁ
Read More...

ଛେଣ୍ଡ ପବ୍ଲିକ୍ ସ୍କୁଲରେ ଆତ୍ମରକ୍ଷା ଶିବିର ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ପବ୍ଲିକ୍ ସ୍କୁଲ ଓ ଲାୟନ୍ସ କ୍ଲବ ରାଉରକେଲାର ମିଳିତ ଆନୁକୂଲ୍ୟରେ ଏକ ସପ୍ତାହ ବ୍ୟାପି ଆତ୍ମରକ୍ଷା କୌଶଳ ଶିବିର ବିଦ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଶିବିର ଆସନ୍ତା ୧୪ତାରିଖ ପର୍ୟ୍ୟନ୍ତ ଚାଲିବ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ
Read More...

ରାଉରକେଲା ଷ୍ଟିଲ ମଜଦୁର ୟୁନିୟନର ନିର୍ବାଚନୀ ଇସ୍ତାହାର ଘୋଷଣା

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ନଭେମ୍ବର ୧୫ ତାରିଖରେ ହେବାକୁ ଥିବା ଇସ୍ପାତ କାରଖାନାର ସ୍ବୀକୃତି ନିର୍ବାଚନରେ ଏଆଇଟିୟୁସି ସହ ବନ୍ଧିତ ରାଉରକେଲା ଷ୍ଟିଲ ମଜଦୁର ୟୁନିୟନ ହାତୁଡି ଚିହ୍ନରେ ନିର୍ବାଚନ ଲଢୁଛି । ଏଥିପାଇଁ ତାର ନିଜସ୍ୱ କାର୍ୟ୍ୟାଳୟ ସେକ୍ଟର ୫ଠାରେ ତାର ନିର୍ବାଚନୀ
Read More...

ପରିବେଶ ସୁରକ୍ଷା ପାଇଁ ମୁର୍ହାପାଲି ଗ୍ରାମରେ ସବୁଜ ସାଥୀ ଦଳ ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ପୁରେନା ଗ୍ରାମ ପଞ୍ଚାୟତ ମୁର୍ହାପାଲି ଗ୍ରାମରେ ପ୍ରକୃତିବନ୍ଧୁ ମୀନକେତନ ସାହୁଙ୍କ ଆହ୍ବାନ କ୍ରମେ ଗ୍ରାମ୍ୟଜଳ ଓ ପରିମଳ କମିଟି ସଭାପତି ରୁକ୍ମଣ ସାହୁଙ୍କ ସଭାପତିତ୍ୱରେ ଯୁବକମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ
Read More...

ଗଞ୍ଜାମ ଜିଲ୍ଲାର ଲୋକକଳା ରଣପାନୃତ୍ୟକୁ ଜାତୀୟାଭିମୁଖୀ କରିବା ଲକ୍ଷ୍ୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଲୋକନୃତ୍ୟ ରଣପାନୃତ୍ୟକୁ ଲୋକାଭିମୁଖୀ କରାଇବା ସହ ଜାତୀୟସ୍ତରରେ ସୁନାମ ଆଣିବାର ପ୍ରୟାସ ଜାରି ରଖିବା ନିମନ୍ତେ ଉଦ୍ୟମ ଜାରି ରଖିବାକୁ ଛତ୍ରପୁରଠାରେ ଅନୁଷ୍ଠିତ ଏକ ସମାବେଶରେ ଆହ୍ୱାନ ଦିଆଯାଇଛି । ଛତ୍ରପୁର ସ୍ଥିତ ରାମନଗର ନିକଟ
Read More...

ଟିକସ ପ୍ରଧାନ – ଏକ ଅମ୍ଲାନ ପ୍ରତିଭା

ରମେଶ ବାରିକ(ଝାରବନ୍ଧ) ଝାରବନ୍ଧ ବ୍ଲକର ଏକ ପରିଚିତ ଓ ଚର୍ଚ୍ଚିତ ଚେହେରା ଟିକେଶ୍ୱର ପ୍ରଧାନ/ଟିକସ ପ୍ରଧାନ । ଦଳ ମତ ନିର୍ବିଶେଷରେ ସେ ସମସ୍ତଙ୍କର ପ୍ରିୟ ଥିଲେ । ଜାତୀୟ କଂଗ୍ରେସର ଆଜୀବନ ସଦସ୍ୟ ଥିଲେ ସୁଦ୍ଧା ଅନ୍ୟ ଦଳପ୍ରତି ହିଂସା ମନୋଭାବ ନ ଥିଲା । ଝାରବନ୍ଧର ସମସ୍ତ ଅନୁଷ୍ଠାନ ସହ
Read More...

ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ଅଷ୍ଟମ ସ୍ୱନକ୍ଷତ୍ର ମହୋତ୍ସବ ଓ ନୂଆଁଖାଇ ଭେଟଘାଟ୍ ଉତ୍ସବ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ଅଷ୍ଟମ ସ୍ୱନକ୍ଷତ୍ର ମହୋତ୍ସବ ଓ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ବରଗଡ ସହରର ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ୍ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଉପସଭାପତି ଆଶୁତୋଷ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ
Read More...

ପଦ୍ମପୁରରେ ଶ୍ୟାମକାଳୀ ପୂଜା ସମାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୪ ତାରିଖରୁ ପଦ୍ମପୁର ସ୍ଥାନୀୟ ହନୁମାନପଡାରେ ସାର୍ବଜନୀନ କାଳୀପୂଜା କମିଟି ତରଫରୁ ଆୟୋଜିତ ହୋଇଥିବା ମା' ଶ୍ୟାମକାଳୀଙ୍କ ପୂଜା ଆଜି ସମାପିତ ହୋଇଯାଇଛି । ୫ ତାରିଖ ରାତିରେ ପାରମ୍ପାରିକ 'କାକରା ଭୋଗ' ଦେବୀଙ୍କଠାରେ ଲାଗି କରାଯାଇଥିଲା । ଆଜି ସକାଳେ
Read More...