Yearly Archives

2021

ବିଜେପି କୃଷକ ମୋର୍ଚ୍ଚାରୁ ୧୩ ତାରିଖ ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ଗସ୍ତକୁ ତୀବ୍ର ବିରୋଧ କରାଯିବ : ଶ୍ରୀକାନ୍ତ ମିଶ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ୧୩ ତାରିଖ ଦିନ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେପୁର ଗସ୍ତକୁ ଭାରତୀୟ ଜନତା ପାର୍ଟି ଜିଲ୍ଲା କୃଷକ ମୋର୍ଚ୍ଚା ତୀବ୍ର ବିରୋଧ କରିବ ବୋଲି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ର ଚେତାବନୀ ଦେଇଛନ୍ତି । ମମିତା ମେହେର
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ନଅଗାଁ-ଖ ଗ୍ରା.ପ.ରୁ ଜଣେ, ଟିଟିଲାଗଡ ମ୍ୟୁନିସିପାଲିଟି ୱାର୍ଡ ନଂ ୮ରୁ ଜଣେ, ୱାର୍ଡ ନଂ ୧୦ରୁ ଜଣେ ଚିହ୍ନଟ ହୋଇଥିବା
Read More...

ମାଟିର ଗୌରବ ସମ୍ମାନ ପାଇଲେ କଣ୍ଠଶିଳ୍ପୀ ଅର୍ଚ୍ଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ସାମ୍ବାଦିକ ଭବନଠାରେ କୋଶଳ ପ୍ରବାହର ୨୨ ତମ ଜନ୍ମୋତ୍ସବ ଆୟାଜିତ ହୋଇଯାଇଥିବା ବେଳେ ଏହି ଅବସରରେ ମାଟିର ଗୌରବ ସମ୍ମାନ କଣ୍ଠଶିଳ୍ପୀ ଅର୍ଚ୍ଚନା ପାଢୀଙ୍କୁ ପ୍ରଦାନ କରାଯାଇଛି । ଯାହା ଫଳରେ ଅର୍ଚ୍ଚନାଙ୍କୁ ତାଙ୍କ ପ୍ରଶଂସକମାନେ ଅନେକ ଅନେକ
Read More...

ପିପିଏଲ କମ୍ପାନୀରେ ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ : ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପିପିଏଲ କମ୍ପାନୀ ଭିତରେ ହାଇୱା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଲେ ରଙ୍ଗିଆଗଡ଼ ଗ୍ରାମର ଭାଗିରଥି ମଲ୍ଲିକଙ୍କ ସାନ ପୁଅ ସୁଶାନ୍ତ ମଲ୍ଲିକ । ସେ କମ୍ପାନୀର ଏକ ଠିକା ସଂସ୍ଥାର ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ ।
Read More...

ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହେଲେ ବଲିଉଡ୍ ଅଭିନେତ୍ରୀ କଙ୍ଗନା

ନୂଆଦିଲ୍ଲୀ : ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ସେ ଏହି ସମ୍ମାନ ଗ୍ରହଣ କରିଛନ୍ତି । ଏଥର ୨୯ ଜଣ ମହିଳା
Read More...

ବିରୋଧୀ ଦଳର ଅସମ୍ଭାଳ ବିରୋଧ ସତ୍ୱେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ହେଲା ସଫଳ

ଭବାନୀପାଟଣା, (କେପିଏନ୍‌ଏସ୍‌) : ଆଜି କଳାହାଣ୍ଡିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଆଜି ବିଜୁ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ ପାଇଁ ଆସିଥିବା ବେଳେ ବିରୋଧୀ ଦଳର ଅସମ୍ଭାଳ ବିରୋଧ ସତ୍ୱେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ସଫଳ ହୋଇଥିବା ଜଣାପଡିଛି । ଏହ ଗସ୍ତ
Read More...

୧୮୯ ବାଟାଲିୟନ ତରଫରୁ ଔଷଧିୟ ଉଦ୍ୟାନ ସ୍ଥାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡା ସ୍ଥିତ ମୁଖ୍ୟକାର୍ଯ୍ୟାଳୟଠାରେ ୧୮୯ ବାଟାଲିୟନ କମାଣ୍ଡେଣ୍ଟ ପବନ କୁମାର ତିବାରୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଔଷଧିୟ ଉଦ୍ୟାନ ସ୍ଥାପିତ ହୋଇଯାଇଛି । ଏହି ଉଦ୍ୟାନରେ ସ୍ୱାସ୍ଥ୍ୟ ସମଦ୍ଧୀୟ ଲାଭ ଦାୟକ ସ୍ୱଦେଶୀୟ ଔଷଧିୟ ବୃକ୍ଷ ରୋପଣ
Read More...

ବ୍ୟାପକ ବୃକ୍ଷ ରୋପଣ ପାଇଁ ସବୁଜ ଡେଲାଙ୍ଗ ଟ୍ରଷ୍ଟକୁ ସହଯୋଗର ହାତ ବଢ଼ାଇଲେ ଡେଲାଙ୍ଗ ବନପାଳ ପୂର୍ଣ୍ଣଚନ୍ଦ୍ର ବେହେରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଆଗକୁ ଅଁଳା ନବମୀ । ଧର୍ମ ମାସ କାର୍ତ୍ତିକରେ ହିନ୍ଦୁ ରୀତିନୀତି ଅନୁଯାଇ ଅଁଳା ନବମୀରେ ଅଁଳା ବୃକ୍ଷ ପୂଜନର ପରମ୍ପରା କେଉଁ ଆବାହମାନ କାଳରୁ ରହି ଆସିଛି । ଏହାକୁ ଉପଲବ୍ଧି କରି ସବୁଜ ଡେଲାଙ୍ଗ ଟ୍ରଷ୍ଟର ପ୍ରତିଷ୍ଠାତା, ଗଛ ହସିଲେ ଜଗତ ହସେ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୬୧ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ, ଗଞ୍ଜାମ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ
Read More...

ଗତ ୨୪ ଘଂଟାରେ ୨୭୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୭୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୫୫ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୧୩୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୯ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...