Yearly Archives

2021

ସ୍କାଉଟ ଓ ଗାଇଡ ପ୍ରତିଷ୍ଠା ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ ଗାଇଡର ପ୍ରତିଷ୍ଠା ଦିବସ ନଭେମ୍ବର ୭ ତାରିଖରେ ପାଳିତ ହୋଇଥାଏ । ଚଳିତ ବର୍ଷ ବରଗଡ଼ ଜିଲ୍ଲାରେ ଏହି ଦିବସର ମହତ ଉଦ୍ଦେଶ୍ୟକୁ ବ୍ୟାପକ କରିବା ପାଇଁ ଏହାକୁ ଦୁଇ ଦିନ ଧରି ପାଳନ କରାଯାଇଥିଲା । ଜାତୀୟ ବରିଷ୍ଠ ଉପସଭାପତି ତଥା
Read More...

ଶିଖ ଧର୍ମଗୁରୁ ନାନକଙ୍କ ଓଡ଼ିଶା ଆଗମନ ସମ୍ପର୍କରେ ଆଲୋଚନାଚକ୍ର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ ସୋମବାର ଇତିହାସ ବିଭାଗର ଏକ ସେମିନାର ତଥା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ରାଜେନ୍ଦ୍ର କୁମାର ଦାସଙ୍କ
Read More...

ଆସନ୍ତାକାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୫୭ଟି କେନ୍ଦ୍ରରେ ୧୮ ବର୍ଷରୁ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ବିନିକା, ଉଲୁଣ୍ଡା, ସୋନପୁର,
Read More...

ମିସ୍‌ ଟିନ୍‌ ଇଣ୍ଡିଆ ଆଇରନ ଗର୍ଲ ସବଟାଇଟଲ ବିଜେତା ହେଲେ ମନମୁଣ୍ଡା ଝିଅ ତନିଶା

ଆଗଲପୁର, (ସୁଶିଳ କୁମାର ମିଶ୍ର) : କୁହାଯାଏ ଝିଅ ତ କଣ କରିପାରିବ ମାତ୍ର ସେ ଝିଅ ଯେତେବେଳେ ସଫଳତାର ପାହାଚ ଚଢେ ସେ ସମୟରେ ସମସ୍ତେ ତାର ସଫଳତାକୁ ସଲାମ କରନ୍ତି । ନୂଆଦିଲ୍ଲୀ ସ୍ଥିତ ପାମଗ୍ରୀନ ପଂଚତାରକା ହୋଟେଲରେ ଅକ୍ଟୋବର ୨୯ ତାରିଖରେ ଅନୁଷ୍ଠିତ ମିଷ୍ଟର ଏବଂ ମିସ ଟିନ ଇଣ୍ଡିଆ
Read More...

ଗୃହ ରାଜ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ଜିଲ୍ଲାପାଳ ଅଫିସ ଘେରିଲା ବିଜେପି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହ ରାଜ୍ୟମନ୍ତ୍ରୀ ଦିବ୍ୟଶଙ୍କର ଓ ଆଇନ ମନ୍ତ୍ରୀପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ମମିତା ମେହେର ହତ୍ୟାକାଣ୍ଡକୁ ଏକ ମାସ ପୁରିଛି । ରାଜ୍ୟ ସରକାର ଏ ଯାଏଁ ମମିତାଙ୍କୁ ନ୍ୟାୟ ଦେଇ ପାରିନଥିବା ବେଳେ ଓଲୋଟା
Read More...

କବି ଚତୁର୍ଭୁଜ ସାଆନ୍ତ ସ୍ମୃତି ସମ୍ମାନ ପାଇଲେ ଯୁବ କବି ପୁସ୍ତମ ଯୁଆଡ଼ି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ‘କୋଶଳ ପ୍ରବାହ’ର ୨୨ତମ ଜନ୍ମ ଉତ୍ସବ ପାଳନ ଅବସରରେ କବି ଚତୁର୍ଭୁଜ ସାଆନ୍ତ ସ୍ମୃତି ସମ୍ମାନ ପାଇଛନ୍ତି ଯୁବ କବି ପୁସ୍ତମ ଯୁଆଡ଼ି । ସୂଚନାଯୋଗ୍ୟ ଯେ, କରୋନାର ଦ୍ୱିତୀୟ ଲହର ସମୟରେ ‘କୋଶଳ ପ୍ରବାହ’ ପରିବାରର ପ୍ରତିଷ୍ଠାତା ସଦସ୍ୟ ବିଶିଷ୍ଟ କୋଶଲୀ
Read More...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ରାଷ୍ଟ୍ରୀୟ ମହିଳା ଆୟୋଗର ମିଳିତ ଆନୁକୂଲ୍ୟରେ ସଚେତନତା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଭାଗୃହଠାରେ ରାଷ୍ଟ୍ରୀୟ ମହିଳା ଆୟୋଗ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବଲାଙ୍ଗିରଙ୍କ ମିଳିତ ସହଯୋଗରେ ଘରୋଇ ହିଂସା ଏବଂ
Read More...

ବଳି ପଡିଲା ମାତୃତ୍ୱ : ନଦୀରୁ ନବଜାତ ଶିଶୁର ମୃତ୍ୟୁ ଦେହ ଉଦ୍ଧାର

ତୁଷୁରା, (ଅଜିତ କୁମାର ସାହୁ) : ମା' ପେଟରେ ଦଶ ମାସ ଦଶ ଦିନ ଧରି ରହି ଶିଶୁଟିଏ ଜନ୍ମ ହେବା ପରେ ପରିବାର ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ଲାଗି ରହିଥାଏ ହେଲେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ତୁଷୁରା ତେଲ ନଦୀରୁ । ତେଲ ନଦୀରୁ ନବଜାତ ଶିଶୁକୁ ପୁଲିସ ଉଦ୍ଧାର
Read More...

ଲକ୍ଷେଘର ଗଣ୍ତା ସମାଜର ପଞ୍ଚାୟତ ସ୍ତରୀୟ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କେଛୋଦାଦର ଗ୍ରାମ ପଞ୍ଚାୟତ ସ୍ତରୀୟ ଲକ୍ଷେଘର ଗଣ୍ତା ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଫଗନୁ ତାଣ୍ତି ସଭାପତିତ୍ବ କରିଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦେବାର ଛତର
Read More...

ବିବାହ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ କନସିଂହା ଗ୍ରାମରେ ଘନଶ୍ୟାମ ଶତପଥୀ ଓ କୁନ୍ତଳା ଶତପଥୀଙ୍କ ପୁତ୍ର ଜଯନ୍ତ ସହିତ ସୁଜାତାଙ୍କ ବିବାହ ଉପଲକ୍ଷେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରକୃତିବନ୍ଧୁ ମୀନକେତନ ସାହୁ ନବ ଦମ୍ପତିଙ୍କୁ ବୃକ୍ଷ ଉପହାର
Read More...