Yearly Archives

2021

୬ତମ ଠାକୁର ଦେଓ ଫୁଟବଲ ପ୍ରତିଯୋଗିତା : କଳାହାଣ୍ଡିକୁ ହରାଇ ଫାଇନାଲରେ ଟିଟିଲାଗଡ 

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରା ପଞ୍ଚାୟତ ନାଇକେନଶିରା ଖେଳ ପଡ଼ିଆରେ ଜଗନ୍ନାଥ କ୍ଳବ୍ ଉପରପଡ଼ା ନାଇକେନଶିରା ପକ୍ଷରୁ ଆରମ୍ଭ ହୋଇଥିବା ଠାକୁର ଦେଓ ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଦିନ ପ୍ରଥମ ସେମିଫାଇନାଲ ମ୍ୟାଚରେ କଳାହାଣ୍ଡି ଦଳକୁ ୧-୦ ଗୋଲରେ ଟିଟିଲାଗଡ ଦଳ
Read More...

ପେଟ୍ରୋଲ ପମ୍ପରେ କାମ କରୁଥିବା କର୍ମଚାରୀ ତେଲ ଟାଙ୍କିରୁ ନଳକୂପ ଲଗାଇ ପେଟ୍ରୋଲ ଚୋରି କରୁଥିବା ଅଭିଯୋଗରେ ଦୁଇ ଜଣଙ୍କୁ…

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଲାଠୋର ଥାନା ଉଷା ଫିଲିଙ୍ଗ ଷ୍ଟେସନ ଇଣ୍ଡିଏନ୍‌ ଅଏଲ୍‌ ପେଟ୍ରୋଲ ପମ୍ପରେ କାମ କରୁଥିବା ଦୁଇ ଜଣ କର୍ମଚାରୀ ତେଲ ଟାଙ୍କିରେ ନଳ କୂପ ଲଗାଇ ପେଟ୍ରୋଲ ଚୋରି କରୁଥିବା ବେଳେ ମାଲିକଙ୍କ ହାତରେ ଧରାପଡ଼ି ଜେଲ ଯାଇଥିବା
Read More...

ପଞ୍ଜାବ ନିର୍ବାଚନ ପୂର୍ବରୁ ଆପ୍‌କୁ ବଡ ଝଟ୍‌କା : ରୁପିନ୍ଦର କୌର ରୁବି ଛାଡିଲେ ପାର୍ଟି

ଚଣ୍ଡିଗଡ଼ : ପଞ୍ଜାବରେ ବିଧାନସଭା ନିର୍ବାଚନ ପାଇଁ ଆଉ ଅଳ୍ପ ସମୟ ବାକି ରହିଛି । ଏହି ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜ୍ୟବାସୀଙ୍କୁ ଆକର୍ଷିତ କରିବା ପାଇଁ ଅନେକ ବଡ଼ ବଡ଼ ପ୍ରତିଶୃତି ଦେଇଛନ୍ତି । ତଥାପି ପଞ୍ଜାବରେ
Read More...

ଗତ ୨୪ ଘଂଟାରେ ୩୮୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୮୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୭୫ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୯୮୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୩ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ମାନବାଧିକାର ପ୍ରଶିକ୍ଷଣ ଶିବିର ଓ କର୍ମଶାଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଗୋଶାଣୀ ନୂଆଗାଁ  ଚାଚା ନେହେରୁ ବ୍ୟାୟାମ କେନ୍ଦ୍ରର ପରିସରରେ ଥିବା ସମ୍ମିଳନୀ କକ୍ଷରେ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଏଣ୍ଡିଆ ପକ୍ଷରୁ ଜିଲ୍ଲା ସ୍ଥରୀୟ ମାନବାଧିକାର ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ଜିଲ୍ଲା ସଂଯୋଜିକା ଡ଼ଃ. ମିନାକ୍ଷୀ
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୬୮ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୩ଜଣ ରହିଥିବା ବେଳେ ବାଲେଶ୍ୱର ଜିଲ୍ଲାରୁ ଜଣେ ରହିଛନ୍ତି । ଏନେଇ ରାଜ୍ୟ
Read More...

ପର୍ବତାରୋହୀ, କବି, ଅଭିନେତ୍ରୀ ଲିପ୍ସାମୟୀ ପାଇବେ ଦେବଗିରୀ ଯୁବ ସମ୍ମାନ

ମ.ରାମପୁର, (ହେମନ୍ତ ସାହୁ) : ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରୀ ସାଂସ୍କୃତିକ ଅନୁଷ୍ଠାନର ଦେବଗିରୀ ଯୁବ ସମ୍ମାନ ପାଇଁ ଓଡ଼ିଶାର ପ୍ରଥମ ଅଧ୍ୟାପିକା ପର୍ବତାରୋହୀ, କବି, ଅଭିନେତ୍ରୀ ଲିପ୍ସାମୟୀ ଦୁବେଙ୍କୁ ଦିଆଯିବ ବୋଲି ଅନୁଷ୍ଠାନ ତରଫରୁ ଘୋଷଣା କରାଯାଇଛି । ଏହି ଅନୁଷ୍ଠାନର କୁମାର ସ୍ୱାମୀ
Read More...

ପୋଲିସର ଅପାରଗତା ଯୋଗୁଁ ଅତାବିରାରେ ବନ୍ଦ ପାଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅତାବିରା ସ୍ଥିତ ମା' ଦୁର୍ଗାଙ୍କ ମନ୍ଦିରରୁ ଚୋରି ଘଟଣାର ପୋଲିସ ଏ ପର୍ଯ୍ୟନ୍ତ କୌଣସି ଖବର ନପାଇବା, ପ୍ରତିବାଦରେ ଅତାବିରାବାସୀ ସହରରେ ବନ୍ଦ ପାଳନ କରିଥିଲେ । ସୂଚନାଯୋଗ୍ୟ ଅନୁସାରେ ଗତ ସେପ୍ଟେମ୍ବର ୨ ତାରିଖ ରାତିରେ ଅତାବିରାର ମା' ଦୁର୍ଗାଙ୍କ
Read More...

ବ୍ରହ୍ମପୁର ସହରକୁ ରିଙ୍ଗ୍ ରୋଡ୍ ସଂଯୋଗ ସକାଶେ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ

ରିଙ୍ଗରୋଡ଼ ନିମନ୍ତେ ୨୦.୭୧ କୋଟି ଟଙ୍କା ଅନୁଦାନଟ୍ରାଫିକ୍ ସମସ୍ୟାରେ ଅନେକ ସୁଧାର ଆସିବ - ଗଞ୍ଜାମ ଜିଲ୍ଲାପାଳ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସହରର ଚତୁଃପାର୍ଶ୍ବରେ ରିଙ୍ଗ୍ ରୋଡ୍ ନିର୍ମାଣ ସକାଶେ ସହରବାସୀଙ୍କର ଅନେକଦିନର ଦାବୀ ପୂରଣ ହେବାକୁ ଯାଉଛି, ବୋଲି
Read More...

ୟୁଜିବିର ବୋର୍ଡ ଅଫ ଡାଇରେକ୍ଟରର୍ସରେ ନିର୍ଦ୍ଦେଶକ ହେଲେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ୟୁଜିବିର ବୋର୍ଡ ଅଫ ଡାଇରେକ୍ଟରର୍ସରେ ନିର୍ଦ୍ଦେଶକ ହୋଇଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା । ସୂଚନା ଅନୁସାରେ ଆଂଚଳିକ ଗ୍ରାମୀଣ ବ୍ୟାଙ୍କ ଆଇନ ୧୯୭୭ର ଧାରା ୯ ଓ ୧୦ ଅନୁସାରେ ବଲାଙ୍ଗିର ଜିଲ୍ଲାପାଳ ଶ୍ରୀ ରାଣା ଉତ୍କଳ ଗ୍ରାମୀଣ ବ୍ୟାଙ୍କର ବୋର୍ଡ ଅଫ
Read More...