Yearly Archives

2021

ନୂଆପଡା ଜିଲ୍ଲା ବିହଙ୍ଗ ଅନୁଷ୍ଠାନ ପକ୍ଷରୁ କୋଭିଡ ସଚେତନତା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବିହଙ୍ଗ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକମ ମାଧ୍ୟମରେ ଜନ ଜାଗରଣ ସୃଷ୍ଟି କରାଯାଇଛି । ଖଡ଼ିଆଳ, ବୋଡେ଼ନ ଏବଂ ସିନାପାଲି ବ୍ଲକର ବିଭିନ୍ନ ଗ୍ରାମ ବୁଲି ସଚେତନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । କୋଭିଡ ସଚେତନତା, ମାସ୍କ ବ୍ୟବହାର,
Read More...

୨ୟ ଦିନରେ ୫ଟି ପଂଚାୟତରେ ବଣ୍ଟନ ହେଲା ସ୍ମାର୍ଟ କାର୍ଡ଼

ମ.ରାମପୁର, (ହେମନ୍ତ ସାହୁ) : ବିଜୁ ସ୍ୱାସ୍ଥ୍ୟକାର୍ଡ଼ ବଣ୍ଟନର ଦ୍ୱିତୀୟ ଦିନରେ ମ.ରାମପୁର ବ୍ଳକର ପାଂଚଟି ପଂଚାୟତରେ ବଣ୍ଟନ ହେଲା ସ୍ମାର୍ଟ କାର୍ଡ଼ । ଗୋଚ୍ଛାଡ଼େଙ୍ଗେନ, ଅଲାତରା, ମଦନପୁର, ଡ଼ମ୍ବ କର୍ଲାଖୁଣ୍ଟା ଏବଂ ନୁନପୁର ପଂଚାୟତରେ ଏହି କାର୍ଡ଼ ବଣ୍ଟନ କରାଯାଇଥିବା ଜଣାଯାଇଛି । କାର୍ଡ଼
Read More...

ବର୍ଜ୍ୟବସ୍ତୁ ଓ ପଲିଥିନ ସଫେଇ ଅଭିଯାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଘୋରଡିଆ ହାଟ ବଜାରରେ ମଙ୍ଗଳବାର ରାଧାମୋହନ ଦେବ ବ୍ୟବସାୟୀ ସଂଘ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଜାରକୁ ସୁନ୍ଦର, ପରିଷ୍କାର ଓ ପରିଛନ୍ନ ରଖିବା ପାଇଁ ସଂଘର ସଦସ୍ୟମାନେ ଶ୍ରମଦାନ କରି
Read More...

ବାଦୀପଡା-ସଇଁନ୍ତଲା ବ୍ରିଜ ଆଉ ସମ୍ପୂର୍ଣ୍ଣ କେବେ : ଅଂଚଳବାସୀଙ୍କ ମଧ୍ୟରେ ଘନଘୋର ଅସନ୍ତୋଷ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବର୍ଷ ବର୍ଷ ବିତିଗଲାଣି, ହେଲେ ଅଧାପନ୍ତରିଆ ଭାବେ ପଡିରହିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା- ବାଦୀପଡା ଲାଂଥ ନଦୀ ବ୍ରିଜ । ସ୍ଥାନୀୟ ରାଜନେତାଙ୍କ ଅଣଦେଖା ଓ ଠିକାଦାରଙ୍କ ଅବହେଳା ଯୋଗୁଁ ଠିକ ଭାବେ କାର୍ୟ୍ୟ ସମ୍ପାଦନ ହୋଇପାରୁ ନଥିବା ଅଭିଯୋଗ ହୋଇଛି ।
Read More...

ବାଲିଗୁଡାରେ ତାଲୁକା ଆଇନ ସେବା ପକ୍ଷରୁ ଶ୍ରମିକ କାର୍ଡ ରେଜିଷ୍ଟ୍ରେସନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଲୋକନାଥ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବାଳିକା ଉଚ୍ଚ ବିଦ୍ୟାଳୟ(ନୂତନ) ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ସଇଁନ୍ତଲା ତାଳୁକ ସ୍ତରୀୟ ଆଇନସେବା ପ୍ରାଧିକରଣ ତଥା
Read More...

ସଇଁନ୍ତଲା ଠାରେ ତାଲୁକା ସ୍ତରୀୟ ଆଇନସେବା ପ୍ରାଧିକରଣ ତଥା ରାଷ୍ଟ୍ରୀୟ ମହିଳା ଆୟୋଗ ସଚେତନତା ଶିବିର

ସଇଁନ୍ତଲା, (ଅଜିତ କୁମାର ସାହୁ) : ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଲୋକନାଥ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବାଳିକା ଉଚ୍ଚ ବିଦ୍ୟାଳୟ(ନୂତନ) ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ସଇଁନ୍ତଲା ତାଳୁକ ସ୍ତରୀୟ ଆଇନସେବା ପ୍ରାଧିକରଣ ତଥା
Read More...

ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର କୁଳପତିଙ୍କ ଘସିଏନ ଡିଗ୍ରୀ କଲେଜ ପରିଦର୍ଶନ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ଚତୁର୍ଥ ସହ ବନ୍ଦିତ ମହାବିଦ୍ୟାଳୟ ଭାବେ ପଞ୍ଚାୟତ ସମିତି ମହାବିଦ୍ୟାଳୟକୁ ବିଧିବଦ୍ଧ ଭାବେ ସ୍ୱୀକୃତି ମିଳିଛି । ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଡ. ଉମାବଲ୍ଲଭ ମହାପାତ୍ର ଓ ନିର୍ଦ୍ଦେଶକ କଲେଜ
Read More...

ମୁକ୍ତ ଯୋଜନା ସଂପର୍କରେ ୫ଟି ସଚିବଙ୍କ ସହ ଆଲୋଚନା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ୫ଟି ଅନ୍ତର୍ଗତ ମୁକ୍ତ ଯୋଜନା ଜରିଆରେ ବରଗଡ଼ ପୌରାଞ୍ଚଳର ଉନ୍ନତି କାରଣ ସକାଶେ ଆଜି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ନେତୃତ୍ବରେ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସହ ଭିଡ଼ିଓ କନ୍ସଫରେସିଙ୍ଗ ମଧ୍ୟରେ ଆଲୋଚନା ହୋଇଥିଲା। ବରଗଡ଼ ଜିଲ୍ଲାପାଳଙ୍କ ଭିସି
Read More...

ଛତ୍ରପୁର ଶବ୍ଦାଲୋକ ମାଲିକ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶବ୍ଦାଲୋକ ତଥା ଲାଇଟ ଆଣ୍ଡ ସାଉଣ୍ଡ ମାଲିକ ସଂଘ ପକ୍ଷରୁ ସଂଘୀୟ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ପୂର୍ବାହ୍ନରେ ଲାଇଟ ଆଣ୍ଡ ସାଉଣ୍ଡ ମାଲିକମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଛତ୍ରପୁର
Read More...

ମ.ରାମପୁରରେ ଯୋଗ ଦେଲେ ନୂତନ ତହସିଲଦାର

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ତହସିଲ କାର୍ଯ୍ୟାଳୟରେ ନୂତନ ତହସିଲଦାର ଭାବରେ ସୁଶ୍ରୀ ସୁଚରିତା ମୁଗ୍ରି ଯୋଗ ଦେଇଛନ୍ତି । ଏହା ତାଙ୍କର ତହସିଲଦାର ଭାବରେ ପ୍ରଥମ ଦାୟିତ୍ୱ । ସେ ପୁର୍ବରୁ ବଲାଙ୍ଗିରରେ ଟିଆରଓରେ ଥିଲେ । ଏଠାରେ ଯୋଗ ଦେଇ ସେ ଦାୟିତ୍ୱରେ ଥିବା
Read More...