Yearly Archives

2021

ବିଜେପି ଝାରବନ୍ଧ ମଣ୍ତଳ ତ୍ରୀସ୍ତରୀୟ ପଞ୍ଚାୟତ ପ୍ରସ୍ତୁତି ବୈଠକ ଓ ମିଶ୍ରଣ ପର୍ବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଝାରବନ୍ଧ ବ୍ଲକ ବିଲାସପୁର ଗ୍ରାମ ପଞ୍ଚାୟତ ବିଲାସପୁର ଗ୍ରାମଠାରେ ଆଜି ମଙ୍ଗଳବାର ଦିନ ଝାରବନ୍ଧ ମଣ୍ତଳ ସ୍ତରୀୟ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ବୈଠକ ଝାରବନ୍ଧ ବ୍ଲକ ସାଂସଦ ପ୍ରତିନିଧି ହରିହର ସାହୁଙ୍କ ପରିଚାଳନାରେ
Read More...

ବରଗଡ଼ରେ କ୍ୟାନ୍ସର ସେଣ୍ଟରର କାର୍ଯ୍ୟ ଆରମ୍ଭ ପାଇଁ ପଥ ଫିଟିଲା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବହୁ ଦିନ ଧରି ଆନ୍ଦୋଳନ, ବାଦ ବିବାଦ ପରେ ଆଜି ବରଗଡ଼ ଖେଦାପାଲିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ହେବାକୁ ଥିବା କ୍ୟାନ୍ସର କେୟାର ସେଣ୍ଟର ନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି । ଭୁବନେଶ୍ୱର ସ୍ଥିତ ପୂର୍ତ୍ତ ବିଭାଗ
Read More...

ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା : ଉପଯୁକ୍ତ ତଦନ୍ତ ଏବଂ ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ଭାଜପା ପକ୍ଷରୁ…

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ଭାଜପା ପକ୍ଷରୁ ମମିତା ହତ୍ୟାକାଣ୍ଡରେ ଉପଯୁକ୍ତ ତଦନ୍ତ ଏବଂ ମନ୍ତ୍ରୀଙ୍କ ସପୃକ୍ତି ଇସ୍ତଫା ଦାବୀରେ ମୋଟର ସାଇକେଲ ରାଲିରେ ବାହାରି ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ଏହି ଆନ୍ଦୋଳନରେ ରାଜ୍ୟ କୃଷକ
Read More...

ଅଶ୍ୱିନୀ ବେହେରାଙ୍କ ହତ୍ୟାକାଣ୍ଡରେ ଅଭିଯୁକ୍ତଙ୍କୁ ଗିରଫ ଦାବୀରେ ଦଳିତ ଅଧିକାର ମଞ୍ଚ ପକ୍ଷରୁ ବିକ୍ଷୋଭ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବରପଦର ଗ୍ରାମବାସୀ ଏବଂ ଦଳିତ ଅଧିକାର ମଞ୍ଚ ପକ୍ଷରୁ ଆଶ୍ଵିନୀ ବେହେରାଙ୍କ ହତ୍ୟାକାଣ୍ଡ ମାମଲାର ଦୋଷୀଙ୍କୁ ଗିରଫ ଦାବୀରେ ଆଜି ଗ୍ରାମବାସୀ ଓ ଦଳିତ ଅଧିକାର ମଞ୍ଚ ପକ୍ଷରୁ ଖଡ଼ିଆଳ ଥାନା ଘେରାଉ କରାଯାଇଛି । ଅଶ୍ୱିନୀ
Read More...

ରାଜ୍ୟ ପ୍ରାଥମିକ ଶିକ୍ଷକ ଏକ୍ସକେଡର ସଙ୍ଘ ପକ୍ଷରୁ ୫ ଦଫା ଦାବୀ ନେଇ ଶିକ୍ଷାମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଗସ୍ତରେ ଆସିଥିବା ଓଡିଶା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ଖଡ଼ିଆଳ ଡାକବଙ୍ଗଳାଠାରେ ରାଜ୍ୟ ପ୍ରାଥମିକ ଶିକ୍ଷକ ଏକ୍ସକେଡର ସଙ୍ଘ ପକ୍ଷରୁ ୫ ଦଫା ଦାବୀ ନେଇ ଶିକ୍ଷାମନ୍ତ୍ରୀଙ୍କୁ ଖଡ଼ିଆଳଠାରେ ଦାବୀପତ୍ର ପ୍ରଦାନ କରିଛନ୍ତି ।
Read More...

ମହାବୀର ମନ୍ଦିରରେ ମାସିକ ଶ୍ରୀ ରାମଚରିତ ମାନସ ନବାହ୍ନ ପରାୟଣ ଅନୁଷ୍ଠିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରେଳ ଷ୍ଟେସନ ନିକଟସ୍ଥ ମହାବୀର ନଗରର ମହାବୀର ସଙ୍କଟ ମୋଚନ ହନୁମାନ ମନ୍ଦିରରେ ମଙ୍ଗଳବାର ମାସିକ ଶ୍ରୀ ରାମଚରିତ ମାନସ ପାରାୟଣ ଯଥା ସୁନ୍ଦରାକାଣ୍ଡ ପରାୟଣ ଓ ନବାହ୍ନ ପାରାୟଣ ବିଧିବଦ୍ଧ ଭାବେ ଅନୁଷ୍ଠିତ ହୋଇ ସମ୍ପନ୍ନ ହୋଇଯାଇଛି । ଛତ୍ରପୁର
Read More...

ବଲାଙ୍ଗିର ଜିଲ୍ଲା ହକିସଂଘର ସାଧାରଣ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ହକିସଂଘର ସଭାପତି ବେଲାର ସିଂ ଭୋଇଙ୍କ ସଭାପତିତ୍ୱରେ ଏବଂ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କ୍ରୀଡାବିତ୍‌ ସଂଘର ସମ୍ପାଦିକା ସୁଶ୍ରୀ ଆନନ୍ଦିନୀ ଦର୍ଜୀଙ୍କ ଆବାହକତ୍ୱରେ ତଥା ବରିଷ୍ଠ ସଭ୍ୟ ପ୍ରଫୁଲ୍ଲ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ଥାନୀୟ
Read More...

ଗରୀବ ଉପରେ ମହଙ୍ଗା ମାଡ ଉଭୟ ବିଜେଡି ଓ ବିଜେପିକୁ ମହଙ୍ଗା ପଡିବ : ଆମ୍ ଆଦମୀ ପାର୍ଟି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆମ୍ ଆଦମୀ ପାର୍ଟି ବରଗଡ଼ ତରଫରୁ ରାଜ୍ୟପାଳଙ୍କୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦର ଦାମ୍‌ ଓ ବିଦ୍ୟୁତ ଦର ବୃଦ୍ଧିକୁ ନେଇ ସ୍ମାରକ ପତ୍ର ପ୍ରଦାନ କରାଗଲା । ପେଟ୍ରୋଲ, ଡିଜେଲ, ଗ୍ୟାସ, ବିଦ୍ୟୁତ, ପନିପାରିବା, ଖାଇବା ତେଲର ଦାମ ଅହେତୁକ ଭାବେ ବୃଦ୍ଧି
Read More...

ଜଗନ୍ନାଥ ଫୁଟବଲ ପ୍ରତିଯୋଗିତା : ମହିପୁରକୁ ହରାଇଲା ଦେଓଗାଁ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ସ୍ଥିତ ହାଇସ୍କୁଲ ଖେଳ ପଡ଼ିଆ ଠାରେ ଜଗନ୍ନାଥ ଫୁଟବଲ ଏସୋସିଏସ୍‌ନ୍‌ ବଡବନ୍ଧ ପକ୍ଷରୁ ହେଉଥିବା ଫୁଟବଲ ପ୍ରତିଯୋଗିତାର ଆଜିର ମ୍ୟାଚରେ ମହିପୁର ବିପକ୍ଷରେ ଦେଓଗାଁ ଦଳ ୩-୦ଗୋଲରେ ବିଜୟ ଲାଭ କରିଛି । ଆଜିର ଖେଳକୁ ଶଶୀ ବେହେରା, ଜିତୁ
Read More...

ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନରେ ବିଦାୟକାଳୀନ ଓ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ, (ଗୋରେଖନାଥ ବରିହା) : ଆଜି ପାଟଣାଗଡ଼ର ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଦାୟକାଳୀନ ଓ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ବହୁ ଦିନରୁ ଏହି ଅନୁଷ୍ଠାନରେ ଖାଲି ପଡ଼ିଥିବା ଲାଇବ୍ରେରୀଏନ୍‌ ପଦବୀ ପାଇଁ ଆଜି ନୂତନ
Read More...