Yearly Archives

2021

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଛାତ୍ରାବାସ ହଷ୍ଟେଲ ପ୍ରିମିଅର ଲିଗ୍ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଛାତ୍ରାବାସର ୧୨ ତମ ହଷ୍ଟେଲ ପ୍ରିମିଅର ଲିଗ୍ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଲଲିତେନ୍ଦୁ ନାୟକଙ୍କ କର କମଳରେ ଉଦ୍‌ଘାଟିତ ହୋଇଯାଇଛି । ଛାତ୍ରାବାସ ଅଧିକ୍ଷକ ଡ. ବିରଞ୍ଚି ସାହୁ, ଉପଅଧିକ୍ଷକ ଓମ ପ୍ରକାଶ ଶତନାମୀ, ପଦାର୍ଥ
Read More...

ଆସନ୍ତା ନଭେମ୍ବର ୧୫ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲରେ ଖୋଲିବ ୬ଷ୍ଠ ଓ ୭ମ ଶ୍ରେଣୀ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଚଳିତ ନଭେମ୍ବର ୧୫ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲରେ ୬ଷ୍ଠ ଓ ୭ମ ଶ୍ରେଣୀ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କୋଭିଡ୍ ମାର୍ଗଦର୍ଶିକା ଅନୁପାଳନରେ ରାଜ୍ୟର ସମସ୍ତ ବିଦ୍ୟାଳୟରେ ୬ଷ୍ଠ ଓ ୭ମ ଶ୍ରେଣୀର ଛାତ୍ରଛାତ୍ରୀମାନେ ପାଠ ପଢିବାର
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଟିଟିଲାଗଡ ବ୍ଲକ ବନ୍ଦୁପଲା ଗ୍ରା.ପ.ରୁ ୨ଜଣ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ଚୋରା ଚାଲାଣ ସମୟରେ ପ୍ରାୟ ୩ ଲକ୍ଷ ଟଙ୍କାର ନିଶା ଦ୍ରବ୍ୟ ଜବତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦିନ ପ୍ରତିଦିନ ପଦ୍ମପୁରରେ ନିଶା କାରବାର ବଢିବାକୁ ଲାଗିଥିବା ବେଳେ ନିଶା ଦ୍ରବ୍ୟ ଚୋରା ଚାଲାଣ ମଧ୍ୟ ବଢିବାରେ ଲାଗିଛି । ସେହିପରି ସମ୍ବଲପୁର ପଟୁ ପଦ୍ମପୁରକୁ ଓଆର୍‌-୧୭-ଜି-୨୮୮୨ ନମ୍ବର ଏକ ଗାଡିରେ ବେଆଇନ ଭାବରେ ନିଶା ଦ୍ରବ୍ୟ ଚୋରା ଚାଲାଣ ହେଉଥିବାର
Read More...

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ବିରାଟ ରାଲି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆର୍ଥିକ ସଂସ୍ଥାମାନଙ୍କ ଦ୍ବାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ ଆଜି ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଆନ୍ଦୋଳନ କରି ଗର୍ଜଛନ୍ତି । ଓଡ଼ିଶାରେ କେତେକ ଚିଟ୍‌ଫଣ୍ଡ କମ୍ପାନୀ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା
Read More...

ଭାଜପା ଓଡ଼ିଶା ପ୍ରଭାରୀ ଡି. ପୁରେନ୍ଦେଶ୍ୱରୀଙ୍କ ବରଗଡ଼ ଜିଲ୍ଲା ଗସ୍ତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ତଥା ଓଡ଼ିଶାର ପ୍ରଭାରୀ ଶ୍ରୀମତୀ ଡିଗୁବତୀ ପୁରେନ୍ଦେଶ୍ୱରୀ ଆଜି ବରଗଡ଼ ଜିଲ୍ଲା ଗସ୍ତ କରି ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ପରେ ଏକ ସାମ୍ବାଦିକ ସମ୍ମିଳନୀରେ ପାର୍ଟିର ବିକାଶ ଏବଂ ଆସନ୍ତା
Read More...

ସୁନେତ୍ର ଅଭିଯାନ ମାଧ୍ୟମରେ ମାଗଣା ଚକ୍ଷୁ ଚିକିତ୍ସା ଓ ପରୀକ୍ଷା ଶିବିର ଆୟୋଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସହରର ଅନ୍ୟତମ ବିଶିଷ୍ଟ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ୟୁପିଏଚ୍‌ସି) ଶାସ୍ତ୍ରୀ ନଗର ପରିସର ମଧ୍ୟରେ ଏକ ମେଗା ଚକ୍ଷୁ ଚିକିତ୍ସା ତଥା ପରୀକ୍ଷା, ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ
Read More...

କମ୍‌ ବୃଷ୍ଟିପାତ ହେତୁ ଚାଷ ଜମିରେ ହୋଇଥିବା ନଷ୍ଟର ପ୍ରତିକାର ନିମନ୍ତେ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚାଷର ଜିଲ୍ଲା ହେଉଛି ବରଗଡ ଜିଲ୍ଲା, ଜିଲ୍ଲାର ଅଧିକାଂଶ ଚାଷୀ ଚାଷ ଉପରେ ନିର୍ଭର କରିଥାନ୍ତି, ହେଲେ ଚଳିତ ବର୍ଷ କମ ବୃଷ୍ଟିପାତ ଯୋଗୁଁ ଜିଲ୍ଲାରେ ମରୁଡ଼ି ଦେଖା ଦେଇଛି, ଏନେଇ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଲପୁର ପଞ୍ଚାୟତରେ ମଧ୍ୟ
Read More...

ସ୍ୱର୍ଗତ ରାଧାକାନ୍ତ ଭୋଇଙ୍କ ଏକାଦଶାହ ଅବସରରେ ସ୍ମୃତିତର୍ପଣ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦମକିପାଲି ନିବାସୀ ସରକାରୀ ଓକିଲ ସ୍ୱର୍ଗତ ରାଧାକାନ୍ତ ଭୋଇଙ୍କ ଏକାଦଶାହ ଅବସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଦମକିପାଲିର ଗୌନ୍ତିଆ ମୋହନ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବରେ ପାଟଣଗଡ ବିଧାୟକ ସରୋଜ ମେହେର,
Read More...

ପାଟଣାଗଡ଼ ବିଜେଡି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ : ଏନ୍ଏସିର ୩୦୧ ଜଣଙ୍କ ବିଜେଡିରେ ଯୋଗଦାନ

ପାଟଣାଗଡ, (ଗୋରେଖନାଥ ବରିହା) : ପଞ୍ଚାୟତ ନିର୍ବାଚନ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ଯେତିକି ପାଖେଇ ଆସୁଛି ପାଟଣାଗଡ ବିଜୁ ଜନତା ଦଳର କର୍ମୀ ମହଲରେ ସେତିକି ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଆଜି ପାଟଣାଗଡ଼ ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ଏନ୍ଏସି ସ୍ତରୀୟ ମିଶ୍ରଣ ପର୍ବରେ
Read More...