Yearly Archives

2021

୬ତମ ଠାକୁର ଦେଓ ଫୁଟବଲ ପ୍ରତିଯୋଗିତା : ବଲାଙ୍ଗିରକୁ ହରାଇ ଫାଇନାଲରେ ପହଞ୍ଚିଲା ପାଟଣାଗଡ 

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରା ପଞ୍ଚାୟତ ନାଇକେନଶିରା ଖେଳ ପଡ଼ିଆରେ ଜଗନ୍ନାଥ କ୍ଳବ୍ ଉପରପଡ଼ା ନାଇକେନଶିରା ପକ୍ଷରୁ ଠାକୁର ଦେଓ ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଦିନ ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ ବଲାଙ୍ଗିର ଦଳକୁ ୨-୦ଗୋଲରେ ପାଟଣାଗଡ ଦଳ ହରାଇ ଫାଇନାଲରେ
Read More...

ନୋ ଫିସିଂ ଜୋନରେ ବେଆଇନ ଭାବେ ମାଛ ମାରୁଥିବା ବେଳେ ଆନ୍ଧ୍ର ପ୍ରଦେଶ ଟ୍ରଲର ଜବତ ସହ ୮ ମତ୍ସ୍ୟଜୀବୀ ଅଟକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବିଶ୍ୱ ମାନଚିତ୍ରରେ ସାମୁଦ୍ରିକ ଅଲିଭ ରିଡ଼ଲେ କଇଁଛ ଏନ୍ତୁଡ଼ିଶାଳ ଭାବେ ପରିଚିତ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ମଧ୍ୟରେ ଅଲିଭ୍ ରିଡ୍‌ଲେଙ୍କ ମିଳନ ଋତୁ ସମୟ ଆଗମନ ହେତୁ ବନ ଭିଭାଗ ପକ୍ଷରୁ ଗଞ୍ଜାମ ବ୍ଲକର ପ୍ରାୟଗି ଠାରୁ ଛତ୍ରପୁର ବ୍ଲକର
Read More...

ମୁଣ୍ଡାପଲାରେ ବିଧାୟକ ସରୋଜଙ୍କ ଦ୍ଵାରା ନବନିର୍ମିତ ରୋଷେଇ ଘର ଉଦଘାଟିତ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ଭଇଁଷା ପଞ୍ଚାୟତର ମୁଣ୍ଡାପଲା ଠାରେ ଆମ ଗାଁ ଆମ ବିକାଶ ଫଣ୍ଡରୁ ଚାରି ଲକ୍ଷ ଟଙ୍କା ବ୍ୟୟରେ ନବନିର୍ମିତ ରୋଷେଇ ଘରକୁ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବା ସହ
Read More...

୧୧ ତମ ଭାରତ-ଆମେରିକା ପ୍ରତିରକ୍ଷା ପ୍ରଯୁକ୍ତି ଓ ବାଣିଜ୍ୟ ପଦକ୍ଷେପ ବୈଠକ

• ପ୍ରତିରକ୍ଷା କ୍ଷେତ୍ରରେ ସହଭାଗୀତା ବୃଦ୍ଧି ଲାଗି ଆଲୋଚନା ଜାରି ରଖିବା ପାଇଁ ଉଭୟ ପକ୍ଷ ମଧ୍ୟରେ ସହମତି• ଗତ ମିଟିଂ ପରେ ଏୟାର ଲଂଚଡ୍ ଅନମ୍ୟାନଡ୍ ଏରିଏଲ୍ ଭେଇକିଲ୍ ପାଇଁ ପ୍ରଥମ ପ୍ରକଳ୍ପ ରାଜିନାମା ସ୍ଵାକ୍ଷରିତ• ଉତ୍କୃଷ୍ଟ ପ୍ରଯୁକ୍ତି ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିରକ୍ଷା
Read More...

୨୦୧୪-୧୫ ଠାରୁ ୨୦୨୦-୨୧ (ଅକ୍ଟୋବରରୁ ପରବର୍ତ୍ତୀ ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ) କପା ଋତୁ ପାଇଁ ଏମଏସପି ପରିଚାଳନା…

• ୨୦୧୪-୧୫ ଠାରୁ ୨୦୨୦-୨୧ ପର୍ୟ୍ୟନ୍ତ କପା ଋତୁ ପାଇଁ ଭାରତୀୟ କପା ନିଗମ (ସିସିଆଇ)କୁ ୧୭,୪୦୮.୮୫ କୋଟି ଟଙ୍କାର ମୂଲ୍ୟ ସମର୍ଥନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ
Read More...

ସିଏନ୍‌ସି.ରେ +୩ ଛାତ୍ରଛାତ୍ରୀମାନଙ୍କ ଗ୍ରାଜୁଏସନ୍‌ ସେର୍‌ମୋନି ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ନାଇସ୍‌ ବାଣିଜ୍ୟ ମହାବିଦ୍ୟାଳୟର ୨୦୧୮-୨୧ ଶିକ୍ଷା ବର୍ଷର +୩ ଛାତ୍ରଛାତ୍ରୀମାନଙ୍କ ଗ୍ରାଜୁଏସନ୍‌ ସେର୍‌ମୋନି ମହାବିଦ୍ୟାଳୟ ପରିଚାଳକ ଆଶୁତୋଷ ପୁରୋହିତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମହାସମାରୋହରେ
Read More...

ମୁଖ୍ୟମନ୍ତ୍ରୀଙ୍କ ବରଗଡ ଜିଲ୍ଲା ଗସ୍ତକୁ ତୀବ୍ର ବିରୋଧ କରିବ ପଦ୍ମପୁର ବିଜେପି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ୧୩ ତାରିଖ ଦିନ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ ଜିଲ୍ଲା ଗ୍ରସ୍ତକୁ ଭାରତୀୟ ଜନତା ପାର୍ଟି ତୀବ୍ର ବିରୋଧ କରିବ ବୋଲି ଆଜି ପଦ୍ମପୁର ବିଜେପି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇ ଚେତାବନୀ ଦେଇଛନ୍ତି । ଶିକ୍ଷୟିତ୍ରୀ ମମିତା ମେହେର
Read More...

ଥାନା ଆଇଆଇସିଙ୍କ ନାଁ ନେଇ ଲକ୍ଷାଧିକ ଟଙ୍କାର ଲୁହାରଡ଼ ଠକି ନେଲେ ଦୃର୍ବୁତ୍ତ : ମାଲିକ ଟଙ୍କା ମାଗିବା ପରେ ଫିଟିଲା…

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଆଇଆଇସିଙ୍କ ନାମ ନେଇ କେହି ଜଣେ ଟ୍ରେଡ଼ର୍ସ ମାଲିକଙ୍କଠାରୁ ଲକ୍ଷାଧିକ ଟଙ୍କାର ଲୁହାରଡ଼ ଠକେଇ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଟ୍ରେଡ଼ର୍ସ ମାଲିକ ଆଇଆଇସିଙ୍କୁ ଟଙ୍କା ମାଗିବା ପରେ ଖୋଲିଛି ଠକେଇର ଗୁମର । ସୂଚନା ଅନୁସାରେ ଗଞ୍ଜାମ
Read More...

କରମତଲାଠାରେ ବିଜେପିର ସାଙ୍ଗଠନିକ ବୈଠକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ସଇଁନ୍ତଲା ବ୍ଳକ କରମତଳାଠାରେ ଆଜି ବିଜେପି ବରିଷ୍ଠ ନେତା ମହେନ୍ଦ୍ର କୁମାର ଠାକୁରଙ୍କ ନେତୃତ୍ୱରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର ପ୍ରସାର ଆରମ୍ଭ ହୋଇଥିବା ବେଳେ ସ୍ଥାନୀୟ ଜନସାଧାରଣ ଓ ବିଜେପିର କର୍ମୀମାନଙ୍କୁ ନେଇ
Read More...

ଶିଶୁ ମହୋତ୍ସବ ସୁରଭୀ ୨୦୨୧ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠ, ପରିସରରେ ଘୋରଡିଆ ଆଞ୍ଚଳିକ ସାଧନ କେନ୍ଦ୍ର ପକ୍ଷରୁ ବୁଧବାର କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ (ସୁରଭି)-୨୦୨୧ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ତପନ କୁମାର ମଲ୍ଲିକଙ୍କ
Read More...