ଭାରତ ନେତୃତ୍ୱାଧୀନ ମିଳିତ ମଞ୍ଚରେ ଆମେରିକା ସାମିଲ୍ ହେଲା : ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଗତ କଲେ
ଲଣ୍ଡନ : ଆମେରିକା ବୁଧବାର ଦିନ ଭାରତର ନେତୃତ୍ୱାଧୀନ ଆନ୍ତର୍ଜାତୀୟ ସୌର ଆଲାଇନ୍ସ ମିଳିତ ମଞ୍ଚ(ଆଇଏସ୍ଏ)ରେ ୧୦୧ତମ ସଦସ୍ୟ ଦେଶ ଭାବରେ ଯୋଗ ଦେଇଛି । ଜଳବାୟୁ ପାଇଁ ଆମେରିକାର ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ପ୍ରତିନିଧି ଜନ୍ କେରି ଆଇଏସ୍ଏ ପାଇଁ ଏକ ରୂପରେଖରେ ଚୁକ୍ତି ସ୍ୱାକ୍ଷର କରିଛନ୍ତି!-->…
Read More...
Read More...